September 19, 2024

Odia Express

Leading Odia News Portal of Odisha

ଫିଲ୍ମରେ ୧୮୨ ଥର ମରିସାରିଛନ୍ତି ବଲିଉଡ୍ ର ଏହି ଖତରନାକ ଭିଲିଆନ୍ , ତାଙ୍କ ପୁଅଙ୍କୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବ..

ବଲିଉଡ୍ ରେ ବହୁତ ଫିଲ୍ମରେ ବଢିଆ ଅଭିନୟ ସାଙ୍ଗକୁ ଦମଦାର ଭିଲିଆନ୍ ଅଭିନୟ କରିଥିବା ଅଭିନେତା ଆଶିଷ ବିଦ୍ୟାର୍ଥୀ ଏବେ ପୁରା ୫୬ ବର୍ଷୀୟ ହୋଇସାରିଛନ୍ତି , ଆଶିଷ ବିଦ୍ୟାର୍ଥୀଙ୍କ ଜନ୍ମ ୧୯ ଜୁନ୍ ୧୯୬୨ ରେ କୁନ୍ନୁରର କେରଳାରେ ହୋଇଥିଲା , ତାଙ୍କ ବାପାଙ୍କ ନାଁ ଗୋବିନ୍ଦ ବିଦ୍ୟାର୍ଥୀ ଯିଏକି ଜନେ ମଲୟାଲି ଥିଏଟର ଆର୍ଟିଷ୍ଟ ଅଟନ୍ତି , ତାଙ୍କ ମା ରିବା ବିଦ୍ୟାର୍ଥୀ ଯିଏକି ଏକ କଥକ ଡାନ୍ସର ଅଟନ୍ତି , ଖତରନାକ ଭିଲିୟାନ୍ ଭୁମିକାରେ ନଜର ଆସୁଥିବା ଆଶିଷ ନିଜ ଭୁମିକା ପାଇଁ ଲକ୍ଷାଧିକ ଫ୍ୟାନ୍ସଙ୍କ ମଧ୍ୟରେ ଲୋକପ୍ରିୟତା ଅର୍ଜନ କରିଛନ୍ତି ।

 

କନ୍ନଡ ଫିଲ୍ନରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଆଶିଷ ଆଜି ଦର୍ଶକ ତାଙ୍କୁ ଏକ ଭିଲିୟାନ୍ ରୁପେ ଦେଖିକରି ଖୁସି ଅଛନ୍ତି , ଆଜି ବହୁତ ଦର୍ଶକ ତାଙ୍କୁ ଏକ ଭିଲିୟାନ୍ ଭୁମିକାରେ ଦେଖିବାକୁ ପସନ୍ଦ କରନ୍ତି , ସେ ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ କନ୍ନଡ ଫିଲ୍ମରୁ କରିଥିଲେ , ଏହାପରେ ସେ ହିନ୍ଦୀଫିଲ୍ମରେ କାମ କରିବାର ଅବସର ମିଳିଥିଲା , ସେ ହିନ୍ଦୀ ଫିଲ୍ମର ଆରମ୍ଭ ବାଜି ଓ ନାଜାୟଜ ପରି ଫିଲ୍ମରୁ ଖଳନାୟକ ଭୁମିକାରେ ଆରମ୍ଭ କରିଥିଲେ , ଆଲୋଚକଙ୍କ ତାଙ୍କର ଏହି ନେଗେଟିଭ୍ ଭୁମିକାକୁ ବହୁତ ପସନ୍ଦ କଲେ ।

 

ଆପଣଙ୍କୁ କହିଦେବୁ କି ଆଶିଷ ବିଦ୍ୟାର୍ଥୀ ନିଜ ଫିଲ୍ମ କ୍ୟାରିୟରକୁ ନେଇ ଗୋଟେ କଥା କହିଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ , କହିଦେବୁ କି ଅଭିନେତା ଆଶିଷ ବିଦ୍ୟାର୍ଥୀ ନିଜ ଫିଲ୍ମ କ୍ୟାରିୟରରେ ଖଳ ନାୟକ ଭୁମିକାରେ ଥରେ ନୁହେଁ ୧୮୨ ଥର ମରିସାରିଛନ୍ତି , ଆପଣଙ୍କୁ ଏହି କଥା ଶୁଣିକରି ଆଶ୍ଚର୍ଯ୍ୟ ଲାଗିବ କି ଆଶିଷ ଅସଲ ଜୀବନରେ ନୁହେଁ ଫିଲ୍ମ ଦୁନିଆଁରେ ଅଭିନୟ କରିବାର ଦେଖାଯାଇଛି , ଆପଣଙ୍କୁ ଜଣାଇଦେବୁ କି ହିନ୍ଦୀ ଫିଲ୍ମ ର ଶେଷ ଭାଗରେ ଭିଲିୟାନ୍ ମରିଥାଏ , ସେ ହିନ୍ଦୀ ସିନେମାରେ ବହୁତ ହିଟ୍ ଫିଲ୍ମରେ ଭିଲିୟାନ୍ ଭୁମିକାରେ କାମ କରିଥିଲେ , ଯେଉଁ ଥିରେ ହସିନା ମାନ ଜାଏଗୀ , କହୋନା ପ୍ୟାର୍ ହୈ , ଜୋଡି ନଂ-୧, ଜିଦ୍ଦି ପରି ଫିଲ୍ମ ସାମିଲ୍ ଅଛି ।

Leave a Reply

Your email address will not be published. Required fields are marked *