October 18, 2024

Odia Express

Leading Odia News Portal of Odisha

ଯଦି ଲେମ୍ବୁରେ ଲଗାଇଦେବେ ଲବଙ୍ଗ , ତେବେ ଆପଣଙ୍କୁ ରୋଡପତିରୁ କୋଟିପତି ହେବାରେ କେହି ରୋକିପାରିବେ ନାହିଁ ..ଜାଣିନିୟନ୍ତୁ ଏହାର ଉପାୟ..

ତାନ୍ତ୍ରିକ ଗ୍ରନ୍ଥରେ ଏମିତି ପ୍ରୟୋଗ ବିଷୟରେ ଆମେ ଶୁଣିଛେ , ଯାହାର ସାହାଯ୍ୟରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରାଯାଇପାରିବ , ଏହି କାରଣରୁ ଜାଦୁ ତନ୍ତ୍ର ମନ୍ତ୍ର କରାଯାଏ , କିଛି ଲୋକଙ୍କର ଏହା ଉପରେ ଅତୁଟ ବିଶ୍ୱାସ ବି ଅଛି । ଏହି ଉପାୟ କରିବାକୁ ହେଲେ କିଛି ବିଶେଷ ଗଛ , ପୁଜା ସାମଗ୍ରୀ , ଓ ଅନ୍ୟ ଜିନିଷର ଉପଯୋଗ ହୋଇଥାଏ ।

 

ତନ୍ତ୍ର ଅନୁସାରେ ଲେମ୍ବୁ ତଥା ଲବଙ୍ଗ ତନ୍ତ୍ର ବିଦ୍ୟା ଦ୍ୱାରା ଜୀବନରେ ନାନାଦି ଅସୁବିଧାକୁ ଦୁର୍ କରାଯାଇପାରିବ , ଯଦି ଆପଣ ଏହି ସବୁ ଜିନିଷ ଉପରେ ବିଶ୍ୱାସ ରଖନ୍ତି ତେବେ ଆପଣଙ୍କୁ ଲେମ୍ବୁର ଏହି ଉପାୟ କାମକୁ ଆସିବ , ଲେମ୍ବୁର ଏହି ଉପାୟ ଦ୍ୱାରା ଆପଣଙ୍କ ଜୀବନରେ କେବେ ବି ଧନ ସଂବନ୍ଧି ଅସୁବିଧା ଦେଖାଦେବ ନାହିଁ । ଲେମ୍ବୁର ଏହି ଉପାୟ କରିଲେ ସବୁ ଅସୁବିଧା ଦୁର ହୋଇଯିବ ।

 

ଗୋଟେ ଲେମ୍ବୁ ଓ ୪ ଟି ଲବଙ୍ଗ ନେଇକରି ଆପଣ ଏହି ଉପାୟକୁ କରିପାରିବେ , ଆପଣଙ୍କୁ ଶନିବାର ଦିନ ଚାରୋଟି ଲବଙ୍ଗ ନେଇ ଲେମ୍ବୁ ଉପରେ ଲଗାଇବାର ଅଛି , ଓ ଏହା କରୁଥିବା ସମୟରେ ଓଁ ଶ୍ରୀ ହନୁମତେ ନମଃ ୨୧ ଥର ଜପ କରନ୍ତୁ , ଯାହା ଦ୍ୱାରା ସବୁ ମନୋକାମନା ପୂର୍ଣ୍ଣ ହୋଇଯିବ , ଏହାପରେ ଲେମ୍ବୁକୁ ନିଜ ସାଙ୍ଗରେ ରଖିନିଅନ୍ତୁ , ଏହା ଦ୍ୱାରା ଆପଣଙ୍କୁ ରୋଡପତିରୁ କୋଟିପତି ହେବାରେ କେହି ବି ଅଟକାଇ ପାରିବେ ନାହିଁ , କିନ୍ତୁ ମନେ ରଖିବେ କି ଏହି ଉପାୟ କେବଳ ଶନିବାର ଦିନ କରନ୍ତୁ , ଯଦି ଲେମ୍ବୁ ସୁଖିଯାଈଛି ତେବେ ପୁରୁଣା ଲେମ୍ବୁକୁ ଏହି ଦିନରେ ବଦଳାନ୍ତୁ ,

Leave a Reply

Your email address will not be published. Required fields are marked *