October 20, 2024

Odia Express

Leading Odia News Portal of Odisha

ଏହି ଝିଅକୁ ବାହା ହେବ ବ୍ୟକ୍ତିକୁ ସରକାର ଦେବ ଘର , ଚାକିରି ଓ ପଇସା, ଇଚ୍ଛୁକ ବ୍ୟକ୍ତି ଏଭଳି ଭାବେ ପ୍ରସ୍ତାବ ପଠାଇପାରିବେ – କାରଣ ଜାଣିଲେ ଆପଣ କହିବେ ସବାସ..

ମୋଦୀଜିଙ୍କୁ କିଏ ବା ନଜାଣନ୍ତି । ଦେଶର ଏମିତି ପ୍ରଧାନମନ୍ତ୍ରୀ ସିଏ ଅଟନ୍ତି ଯିଏ ଦେଶର ସାଥେ ସାଥେ ବିଦେଶରେ ସବୁବେଳେ ନିଜ କାର୍ଯ୍ୟ ପାଇଁ ଚର୍ଚ୍ଚିତ ରୁହନ୍ତି , ଯେବେ ଠାରୁ ସେ ପ୍ରଧାନମନ୍ତ୍ରୀ ହୋଇସାରିଲେଣି ସେ କେତେ ଯୋଜନା ଲାଗୁ କରିଛନ୍ତି , ଓ ନା ହିଁ କେତେ ଯୋଜନା ଲାଗୁ ବି ହୋଇସାରିଲେଣି , ସେ ସବୁବେଳେ ଚାହଁନ୍ତି କି ସେ ଦେଶର ଜନତାଙ୍କ ସେବା କରନ୍ତୁ , ଓ ସେ ଏଥିପାଇଁ ଦେଶ ବିଦେଶରେ ବହୁତ ନାଁ କମାଇସାରିଛନ୍ତି , ଏମିତିରେ ବିରୋଧୀ ପାର୍ଟି ତାଙ୍କର ଏହି କାମକୁ ବିରୋଧ କରି ତାଙ୍କୁ ଖରାପ ବୋଲି କହିଛନ୍ତି , ଯାହାକୁ ସେ ଅଣଦେଖା କରନ୍ତି ।

 

ଏବେ ଯେଉଁ ଖବର ଆସିଛି ମୋଦୀ ଜି ଏବେ ବେଶ୍ ଚର୍ଚ୍ଚିତ ହୋଇଛନ୍ତି , ସେ ଏକ ବହୁତ ହିଁ ଅନୋଖା କାମ କରିଦେଖାଇଛନ୍ତି , ବୋଧେ ଏହି ବିଷୟରେ କେବେ କେହି ଶୁଣିନଥିବେ , ଏମିତି କଥାକି ମୋଦି ଜି ଏବେ ଏମିତି ଏକ ଝିଅକୁ ବାହା ହେବାପାଇଁ ପ୍ରସ୍ତାବ ପେଶ କରିଛନ୍ତି ଯାହା ଦ୍ୱାରା ଯାହାର ହେଲେ ବି ଭାଗ୍ୟ ବଦଳିଯିବ , ଆପଣ ଏବେ ଭାବୁଥିବେ କି ଅଚାନକ ଏମିତି କେଉଁ ଝିଅ ଆସିଗଲା ଯାହା ଉପରେ ମୋଦୀଜି ବହୁତ ମେହେରବାନ୍ ଅଛନ୍ତି , ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।ଆପଣଙ୍କୁ ସେହି ଗୀତାଜିଙ୍କ କଥା ମନେ ଥିବ ଯିଏ ମୁକ ବଧିର ଥିଲେ , ଓ ପାକିସ୍ଥାନରୁ ଆସିଥିଲେ , ସେ ଏକ ବଡ ଅସୁବିଧାର ପରେ ସେ ଭାରତକୁ ପଠାଯାଇଥିଲା,  ଗୀତା ଏବେ ଭଲ ଭାବେ ରହୁଛନ୍ତି , ଏବେ ତାଙ୍କର ଗୋଟିଏ ଇଚ୍ଛା ଅଛି ଯାହାକି ସେ ଚାହଁନ୍ତି କି ତାଙ୍କର ବିବାହ ହୋଇଯାଉ ,

 

ସବୁ ଝିଅଙ୍କର ଜୀବନରେ ଥରେ ନିଶ୍ଚିତ ଏହି ସ୍ୱପ୍ନ ଥାଏ କି ସେ କାହାକୁ ବିବାହ କରିଦେଉ , ଏବେ ତାଙ୍କର କିଏ ନ ଥିଲେ ବି ସୁଷମା ସ୍ୱରାଜ ତାଙ୍କ କଥା ସମସ୍ତଙ୍କ ଆଗରେ କହିଥିଲେ , ଏବେ କଣ ହେବ ସୁଷମା ସ୍ୱରାଜ ଏହି କଥା ପୁରା ଜନତାଙ୍କ ଆଗରେ ଘୋଷଣା କରିଦେଲେ , ଯେଉଁ ପୁଅ ଗୀତାଙ୍କୁ ବିବାହ କରିବ ତାକୁ ସରକାରୀ ଚାକିରି ମିଳିବ , ଓ ଏହା ଛଡା ଗୀତାଙ୍କ ପୁରା ବିବାହ ଖର୍ଚ୍ଚ ସରକାର ବହନ କରିବ , ଏହି ବିବାହରେ ଗୀତାଙ୍କ ପାଇଁ ସଠିକ୍ ବର ପାତ୍ର ପାଇଁ ଏକ NGO ସଂସ୍ଥାଙ୍କୁ ଏହି କାର୍ଯ୍ୟଭାର ଦିଆଯାଇଛି, ତେବେ ଯଦି ଆପଣଙ୍କ ବୟସ ୨୮ ବର୍ଷର ଅଟେ  ଓ ଆପଣ ଗୀତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ତେବେ ନିଜର ସିଭି ପଠାନ୍ତୁ , ପୁରା ଯାଞ୍ଚ ସରିଲା ପରେ ଆପଣଙ୍କୁ ଜଣାଇଦିଆଯିବ କି ଆପଣ ଗୀତାଙ୍କ ପାଇଁ ସଠିକ୍ ବର ପାତ୍ର ହୋଇପାରିବେ କି ନାହିଁ ।

Leave a Reply

Your email address will not be published. Required fields are marked *