December 23, 2024

Odia Express

Leading Odia News Portal of Odisha

ଘରର ଏହି ଦୁଇ ରୁମ୍ ରେ ଭୁଲ୍ ରେ ବି ଚପଲ ପିନ୍ଧିବା ଉଚିତ୍ ନୁହେଁ , ନହେଲେ ଜୀବନରେ ବହୁତ କ୍ଷତି ହୋଇପାରେ..

ଘରର ଏପରି ଏକ ଜାଗା ଅଛି ଯେଉଁଠିକୁ ଯାଇକରି ଶାନ୍ତି ଲାଗେ , ଖୁସିର ଅନୁଭବ ହୁଏ , କିନ୍ତୁ ବହୁତଥର ଅଜଣାରେ ଆପଣ କିଛି ଭୁଲ୍ କରିବସନ୍ତି , ଯାହାର ଘରର ବାତାବରଣରେ ନକରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ , ଏଥିରେ ବହୁତ ଘର ଲୋକଙ୍କ ମଧ୍ୟରେ କଳହ ହୋଇଥାଏ , ଓ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇଥାଏ ।ଶାସ୍ତ୍ରନୁସାରେ ଜୋତା କିମ୍ବା ଚପଲକୁ ଘରର ବାହାରେ ରଖିବାର ପ୍ରାବଧାନ ଅଛି , ଜୋତା ଚପଲ ପିନ୍ଧିକରି ଘରର ଧାର୍ମିକ ଦୃଷ୍ଟି କୋଣରୁ ଏହା ଅଶୁଭ ହୋଇଥାଏ , ବୈଜ୍ଞାନିକ ଦୃଷ୍ଟିରେ ଏହାକୁ ଭଲ ବୋଲି ମାନାଯାଇଛି ।

 

ଶାସ୍ତ୍ରର ମୁତାବିକ ସବୁ ଘରର ମଧ୍ୟରେ ଏକ ମନ୍ଦିର ସ୍ଥାପିତ ହୋଇଥାଏ , ଏହି ସ୍ଥାନରେ ସବୁଦିନ ପୂଜା ପାର୍ବଣ କରାଯାଏ , ସେଠାରେ ଦୈବିୟ ଶକ୍ତିର ବସବାସ ହୋଇଥାଏ , ଏହି ଜାଗାରେ ଭୁଲ୍ ରେ ବି ଜୋତା କିମ୍ବା ଚପଲ ପିନ୍ଧିକରି ଯିବାକୁ ବାରଣ କରାଯାଇଛି ।

 

ରୋଷେଇ ଘରର ଅନ୍ନ , ଜଳ ,ଅଗ୍ନି ଆଦି ତିନୋଟି ଜିନିଷ ହୋଇଥାଏ , ହିନ୍ଦୁ ଧର୍ମରେ ଏହାଙ୍କୁ ଦେବତା ସଦୃଶ ବୋଲି ମାନାଯାଇଛି, ରୋଷେଇ ଘରେ ଜୋତା ଓ ଚପଲ ପିନ୍ଧିକରି ବୁଲିଲେ ଦେବତା ନାରାଜ ହୋଇଯାଆନ୍ତି , ଏଥିରେ ଅନ୍ନର ଦେବୀ ମା ଲକ୍ଷ୍ମୀ କିମ୍ବା ଅନ୍ନପୂର୍ଣ୍ଣା ଦେବୀ ନାରାଜ ହୋଇଥାନ୍ତି , ଅନ୍ନର ଭଣ୍ତାରରେ ଅଭାବ ଦେଖାଦିଏ ।

 

ସେମିତି ବୈଜ୍ଞାନିକ ଦୃଷ୍ଟିକୋଣରେ କହିଲେ ଜୋତାରେ ବହୁ ପ୍ରକାରର ବ୍ୟାକ୍ଟେରିଆ ଥାନ୍ତି , ଯାହା ରୋଷେଇ ଘରୁ ପହଞ୍ଚିକରି ଭୋଜନକୁ ଦୂଷିତ କରନ୍ତି , ଯାହା ଦ୍ୱାରା ସ୍ୱାସ୍ଥ୍ୟ ସଂବନ୍ଧି ଓ ପରିବାରଲୋକଙ୍କର ସମସ୍ୟା ଉତ୍ପନ୍ନ ହୋଇପାରେ ।

Leave a Reply

Your email address will not be published. Required fields are marked *