ଏହି ଜିନିଷ ନିଜ ଟୁଥ୍ ପେଷ୍ଟରେ ଲଗାନ୍ତୁ , ଓ ଘରେ ବସି ପାଆନ୍ତୁ ମୋତି ପରି ଚମକୁଥିବା ଦାନ୍ତ..
ସବୁ ବ୍ୟକ୍ତିର ପର୍ସନାଲିଟି ତାହାର ଚମକୁଥିବା ଦାନ୍ତରୁ ଝଲକିଥାଏ , ଆପଣ ସମସ୍ତେ ଦେଖିଥିବେ କି କିଛି ଲୋକଙ୍କର ଦାନ୍ତ ଏତେ ସଫା ହୋଇଥାଏ ଲୋକେ ତାଙ୍କର ପ୍ରଶଂସା ବି କରିଥାନ୍ତି , କିଛି ଲୋକେ ଏପରି ହୋଇଥାନ୍ତି ଯିଏ ହସୁଥିବା ବେଳେ ତାଙ୍କୁ ଦେଖିକରି ରହିଯାଉ , କିନ୍ତୁ ଯେଉଁ ଲୋକଙ୍କର ଦାନ୍ତ ହଳଦିଆ ହୋଇଥାଏ ତାକୁ ଦେଖି ଆମେ ପରିହାସ କରିଥାଉ , ଦାନ୍ତ ହଳଦିଆ ବର୍ଣ୍ଣ ହେବାର ବହୁତ କାରଣ ରହିଥାଏ , ଯାହାକି ଅତ୍ୟଧିକ ଚାହାର ସେବନ ଦ୍ୱାରା ହୋଇଥାଏ , ଓ ଏହା ଜଲଦି ହିଁ ଭାଙ୍ଗିଯାଏ ।
ବହୁତ ଲୋକେ ଦାନ୍ତକୁ ସଫା କରିବାକୁ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତି , ଯାହାର ଚିକିତ୍ସା କିଛି ସମୟ ପର୍ଯ୍ୟନ୍ତ ଦାନ୍ତର ହଳଦିଆ ବର୍ଣ୍ଣକୁ ଦୂର କରିଥାଏ । କିଛି ଦିନ ପରେ ତାହା ପୁଣିଆଉଥରେ ଆସିଯାଏ , ଏଥିପାଇଁ ଯଦି ଆପଣ ଚାହୁଁନାହାନ୍ତି ଆଉଥରେ ସେଭଳି ପରିସ୍ଥିତି ଆସୁ ତେବେ ଏହି ଘରୋଇ ଉପାୟ ଦ୍ୱାରା ଦାନ୍ତରୁ ସେହି ମଇଳା କିମ୍ବା ହଳଦିଆ ବର୍ଣ୍ଣ ଛଡାଇପାରିବେ ।
ଦାନ୍ତକୁ ସଫା କରିବାକୁ ହେଲେ କିଛି ପରିମାଣର ବେକିଙ୍ଗ୍ ସୋଡା ସହ ଲେମ୍ବୁର ୫-୬ ଠୋପା ମିଶାଇ ଲଗାଇଦିଅନ୍ତୁ , ଓ ଏହାର ବ୍ରଶ ସାହାଯ୍ୟରେ ସଫା କରନ୍ତୁ ,ଏହି ଉପାୟକୁ କମ୍ ସେ କମ୍ ୭ ଦିନ ଯାଏଁ ବ୍ୟବହାର କରନ୍ତୁ । ଏହାକୁ କଲେ ଦାନ୍ତ ଆଗ ଭଳି ଚମକିବାକୁ ଲାଗିବ ।