October 24, 2024

Odia Express

Leading Odia News Portal of Odisha

ରାତିରେ ଶୋଇବା ବେଳେ ଶରୀରର ଏହି ଅଙ୍ଗରେ ଲଗାଇଦିଅନ୍ତୁ ଭେସଲିନ୍ , ତାପରେ ଦେଖିବେ କମାଲ..

ଭେସଲିନ୍ ର ବ୍ୟବହାର ଅଧିକାଂଶ ଶୀତ ଦିନରେ କରନ୍ତି । ଏହା ତ୍ୱଚାକୁ ନରମ କରିଦିଏ । ଯାହାର କାରଣରୁ ତ୍ୱଚାରେ ସୁଷ୍କ ପଣ ଆସିଯାଏ , ଏହା ଦ୍ୱାରା ତ୍ୱଚା ସଂବନ୍ଧିତ ବହୁତ ରୋଗ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏକ ବଢିଆ ଉପାୟ କହିବାକୁ ଯାଉଛୁ , ଏହାର ବ୍ୟବହାରରେ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିବ । ତେବେ ଆସନ୍ତୁ ଜାଣିବା ଏହା ର ବିଷୟରେ ।ଶୀତ ଦିନରେ ଅଧିକାଂଶ ଲୋକଙ୍କର ପାଦ ତଳ ଫାଟିବାକୁ ଲାଗେ , ଯାହା ଦ୍ୱାରା ଗୋଡରେ ଅସହନୀୟ ପିଡା ଓ ଫୁଲିବା ଭଳି ସମସ୍ୟା ଦେଖା ଦିଏ , ଏହାଠାରୁ ବଞ୍ଚିବାପାଇଁ ଭେସଲିନ୍ ବହୁତ ଲାଭକାରୀ ଅଟେ ।

ଏହାକୁ ପ୍ରୟୋଗ କରିବାକୁ ହେଲେ ପାଦକୁ ଭଲ ଭାବରେ ଟିକେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ , ଓ ଏହି ଫାଟି ଯାଇଥିବା ସ୍ଥାନରେ ଏହି ଭେସଲିନ୍ ଲଗାଇ ଦିଅନ୍ତୁ , ଏହା ଦ୍ୱାରା ଜଲଦି ହିଁ ମୁକ୍ତି ମିଳିବ , ଓ ଏହା ଚିକ୍କଣ ଓ ନରମ ହୋଇଯିବ , ଏହାକୁ ଲଗାଇ ସାରିବା ପରେ ତାକୁ ଭଲ ଭାବେ ମେସେଜ୍ କରନ୍ତୁ , ଲଗାତାର କିଛି ଦିନ ଯାଏଁ କଲେ ଆପଣଙ୍କୁ ଏହି ସମସ୍ୟାକୁ ମୁକ୍ତି ମିଳିଯିବ , ଓ ଆପଣଙ୍କ ପାଦ ଆହୁରି ଚିକ୍କଣ ଓ ନରମ ରହିବ ।

Leave a Reply

Your email address will not be published. Required fields are marked *