ଯଦି ଛୁଆଙ୍କୁ ଖୁଆଉଛନ୍ତି କୁର୍ କୁରେ , ତେବେ ହୋଇଯାଆନ୍ତୁ ସାବଧାନ , କୁରକୁରେ ଗୋଟେ ଛୋଟିଆ ଖଣ୍ଡ ଏହି ନିରିହ ଛୁଆର ଜୀବନ ନେଇଗଲା – ପଢନ୍ତୁ କଣ ଥିଲା ଘଟଣା..
ଏଥିରେ କୌଣସି ରାୟ ନାହିଁ କି ଆଜି କାଲିର ଛୁଆଙ୍କୁ ନିଜ ଘର ଖାଦ୍ୟ ଖାଇବା ଅପେକ୍ଷା ବାହାର ଖାଦ୍ୟ ବେଶୀ ପସନ୍ଦ ଆସୁଛି , ଯେପରି ଚିପ୍ସ, କୁରକୁରେ , ଆଦି ଜିନିଷ ଛୁଆଙ୍କୁ ବେଶୀ ଭଲ ଲାଗିଥାଏ , ସେମିତି ଛୋଟ ଛୁଆଙ୍କ କଥା କହିଲେ ଚିପ୍ସ କୁରକୁରେ ଖାଇବା ବହୁତ ପସନ୍ଦ ଆସିଥାଏ , କିନ୍ତୁ କହିଦେବୁ କି ଏଥିରେ କୌଣସି ପୃଷ୍ଟିକର ଖାଦ୍ୟ ନଥାଏ , ଏହା ସ୍ୱାଦକର ହୋଇଥାଏ , କିନ୍ତୁ ଏହି ଖାଦ୍ୟର କାରଣରୁ ଛୁଆଙ୍କ ଜୀବନ ପ୍ରତି ବିପଦ ହୋଇପାରେ , ଛୁଆଙ୍କ ଏହି ପରି ଅଭ୍ୟାସ ଯୋଗୁଁ ଏବେ କିଛି ଦିନ ତଳେ ଜଣେ ନିରିହ ଛୁଆର ଜୀବନ ଚାଲିଯାଈଛି ।ଏହି ଘଟଣା ପ୍ରତାପଗଡ ଇଲାକାରେ ଘଟିଛି , ଏହି ଇଲାକାର ସଲିମ୍ ନାମକ ଜଣେ ବ୍ୟକ୍ତି ପୁରା ପରିବାର ସହ ହସ ଖୁସିରେ ରହୁଥିଲେ , ସଲିମ୍ ଙ୍କ ଗୋଟେ ତେର ମାସର ଛୁଆ ସୋନୁ ଥିଲା , କିନ୍ତୁ ଦୂଃଖଦ କଥା ଏହି କି ଏହି ଖୁସି ବେଶୀ ଦିନ ଚାଲିନଥିଲା , କାରଣ ଗୋଟେ ଦିନ ସଲିମ୍ ର ପୁଅ ଦିନେ ଆରାମରେ ବସି କୁରକୁରେ ଖାଉଥିଲା ,
କିନ୍ତୁ ଏହି ସମୟରେ କୁରକୁରେ ର ଏକ ଖଣ୍ତ ତାର ଗଳାରେ ଫସିଗଲା , ଓ ଏହି କାରଣରୁ ସେ ଛୁଆଟି କଷ୍ଟରେ ଯନ୍ତ୍ରଣା ଭୋଗିବାକୁ ଲାଗିଲା , ଯେବେ ସଲିମ୍ ଙ୍କ ନଜର ନିଜ ଛୁଆ ଉପରେ ପଡିଲା ତେବେ ସଲିମ୍ ନିଜ ପୁଅର ଏଭଳି ପରିସ୍ଥିତିର କାରଣ ବୁଝିଗଲା । ସଲିମ୍ ନିଜ ଛୁଆର ମୁହଁରୁ କୁରକୁରେ ବାହାର କରିବାକୁ ବହୁତ ଚେଷ୍ଟା କରିଥିଲେ, ଏହା ଛଡା ସେ ଚିଲ୍ଲାଇକରି ଘର ଲୋକଙ୍କୁ ଡକାଇଦେଲେ , କିନ୍ତୁ ଘର ଲୋକେ ବହୁତ ଚେଷ୍ଟା କରିବାପରେ ବି ତାହା ବାହାରିନଥିଲା , ଏମିତିରେ ସେ ନିରିହ ଛୁଆ ସୋନୁ ନିଶ୍ୱାସ ନେବାରେ ଅସୁବିଧା ଭୋଗିଥିଲା , ଯାହାକୁ ନେଇ ତାକୁ ମେଡିକାଲ୍ ନେଇଗଲେ , କିନ୍ତୁ ସେ ଛୁଆଟି ବାଟରେ ଗଲା ବେଳେ ନିଜ ଜୀବନ ହାରିଯାଈଥିଲା , ଓ ମେଡିକାଲ ପହଞ୍ଚିଲା ପରେ ଡାକ୍ତର ତାକୁ ମୃତ ଘୋଷିତ କରିଦେଲେ ,
ସମୟ ଦେଖିକରି ବାପା ସେ ଛୁଆକୁ ପାଖରେ ଥିବା କବରିସ୍ଥାନରେ ପୋତିଥିଲେ , ଜଣାଇଦେବୁ କି ସୋନୁର ବାପା ସୋନୁର ଜନ୍ମ ପୂର୍ବରୁ ଚାକିରି କରିବାପାଇଁ ସାଉଦି ଆରବ ଚାଲିଯାଇଥିଲେ, ଓ ସେଠାରେ ଏକ ଡ୍ରାଇଭର୍ କାମ କରୁଥିଲେ , ସେଠାରେ ସଲିମ୍ ଭଲ କମାଇ କରୁଥିଲେ , ଯାହାର ଅନୁସାରେ ସେ ଘର ପାଇଁ ଖୁସି ଏକାଠି କରିପାରିଥିଲେ , ଦୁଇ ମାସ ପୂର୍ବରୁ ଛୁଟିନେଇକରି ସେ ନିଜ ଘରକୁ ଫେରିଆସିଥିଲେ , କିନ୍ତୁ ଏହି ପରି ଘଟଣା ସଲିମଙ୍କ ପରିବାରକୁ ଏକ ଶକ୍ତ ଧକ୍କା ଦେଲା , ଓ ସବୁ ଖୁସି ଛଡେଇନେଲା , ସଲିମ୍ ଙ୍କ ଦୁଇଟି ପୁଅ ଥିଲେ , ତାଙ୍କ ବଡ ପୁଅ ସଲମାନ ଓ ଛୋଟ ପୁଅ ସୋନୁ ବହୁତ ଗେହ୍ଲା ଥିଲା ,
ଏହି କଥାରୁ ଆପଣ ଏହି କଥା କହିବେ କି ପୁଅ ଯେତେ ଗ୍ଲେହା ହୋଇଥିବ ଭଲ ପାଇବା ଓ ସ୍ନେହ ଦେବେ କିନ୍ତୁ ତାହା ସହ ତାର ଯତ୍ନ ଓ ସାବଧନତା ଅବଲମ୍ବନ କରିବାକୁ ହେବ , ଏଥିପାଇଁ ଭୁଲ୍ ରେ ବି ଛୁଆଙ୍କୁ ଏପରି କିଛି ଜିନିଷ ନଦିଅନ୍ତୁ ଯାହା ଦ୍ୱାରା ତାହା ଖାଇଲେ ତାର ତଣ୍ଟିରେ ଅଟକି ରହୁ , ଓ ତାହାର ମୃତ୍ୟୁର କାରଣ ପାଲଟି ଯାଉ ।