December 22, 2024

Odia Express

Leading Odia News Portal of Odisha

ଯଦି ହେବାକୁ ଚାହୁଁଛନ୍ତି କୋଟିପତି ତେବେ ଖାଲି ଆପଣାଇ ନିଅନ୍ତୁ ଲୁଣ ସହ ଏହି ଅଦ୍ଭୁତ ଉପାୟ..

ଘରେ ଶାନ୍ତି ବଜାୟ ରଖିବାପାଇଁ ଏବେ ପର୍ଯ୍ୟନ୍ତ କେତେ ଉପାୟ ଶୁଣିଥିବେ ଓ ଏହା ଜ୍ୟୋତିଷ୍ୟଙ୍କ ଦ୍ୱାରା କୁହାଯାଇଥିବା ବହୁତ ସାରା ଉପାୟକୁ ଆପଣାଇକରି ଦେଖିଥିବେ , କିନ୍ତୁ ଏହା ସତ୍ତ୍ୱେ ବି ଯଦି ଆପଣଙ୍କ ଘରେ ସୁଖ ଶାନ୍ତି ମିଳିପାରୁନାହିଁ  କିମ୍ବା ଆର୍ଥିକ ଅସୁବିଧାରେ ଚିନ୍ତିତ ତେବେ ଆସନ୍ତୁ ଜାଣିବା ଆମେ ଆପଣଙ୍କୁ ଲୁଣର କିଛି ପ୍ରୟୋଗ ବିଷୟରେ କହିବୁ, ଯାହା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯିବ ।

ଆସନ୍ତୁ ଜାଣିବା ଲୁଣର ପ୍ରୟୋଗରେ ୬ଟି ଚମତ୍କାରୀ ଫାଇଦା ବିଷୟରେ ।

 

୧) ମନରେ ଚିନ୍ତା : ଯଦି ଆପଣଙ୍କ ମନ ଚିନ୍ତିତ ଅଛି ତେବେ ଲୂଣ ମିଶାଇକରି ଜଳରେ ସ୍ନାନ କରିନିଅନ୍ତୁ , କିମ୍ବା ଆପଣ ଚାହିଁଲେ ଦୁଇ ହାତରେ ସାବୁନ୍ ଓ ଲୂଣ ଭରି କରି କିଛି ସମୟ ରଖିପାରିବେ , ତାପରେ ୱାଶିଙ୍ଗ୍ ମେସିନ୍ ରେ ପକାଇକରି ପାଣିରେ ପ୍ରବାହିତ କରିଦିଅନ୍ତୁ , ଆପଣଙ୍କ ମନରେ ଥିବା ସବୁ ଚିନ୍ତା ଓ ଦ୍ୱନ୍ଦ ଦୁର ହୋଈଯିବ ।

୨) ରୋଗରୁ ମୁକ୍ତି : ଯଦି ଆପଣଙ୍କୁ କିଛି ଦିନ ହେବ ରୋଗାଗ୍ରସ୍ତ ଅଛନ୍ତି , ତେବେ କାଚର ବାସନରେ ଲୂଣ ରଖିନିଅନ୍ତୁ , ଗୋଟେ ସପ୍ତାହ ପରେ ସେହି ଲୁଣକୁ ବଦଳାଇଦିଅନ୍ତୁ , ଓ ପୁଣି ଆଉଥରେ ନୁଆ ଲୂଣ ରଖନ୍ତୁ , ଧୀରେ ଧୀରେ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।

 

୩) ଶନି, ଚନ୍ଦ୍ର ଓ ମଙ୍ଗଳର ଦୁପ୍ରଭାବ : ଯଦି ଆପଣଙ୍କ ଜୀବନରେ ଏହି ଦିନରେ କିଛି ଦୁପ୍ରଭାବ ଦେଖିବାକୁ ମିଳେ ତେବେ ଏଥିରୁ ଆପଣ ମୁକ୍ତି ପାଇବାକୁ ଚାହୁଁଛନ୍ତି , ତେବେ ଭୋଜନ କରୁଥିବା ସମୟରେ ଡାଲି କିମ୍ବା ତରକାରୀରେ ଲୁଣ କିମ୍ବା ଲଙ୍କା କମ୍ ଖାଆନ୍ତୁ ଓ କମ୍ ପକାନ୍ତୁ , ଏମିତି କଲେ ଶନି, ଚନ୍ଦ୍ର , ମଙ୍ଗଳଙ୍କ ଦୁପ୍ରଭାବ ପଡିବ ନାହିଁ ।

୪) କେଉଁ ଲୁଣକ୍ ଅନାବ୍ୟଶକ ଭାବେ ସେବନ କରନ୍ତୁ ନାହିଁ : ଯଦି ଆପଣ ସୁଖି ହେବାକୁ ଚାହୁଁଛନ୍ତି ତେବେ କେଉଁ ଶତ୍ରୁ କିମ୍ବା ପାପି ପୁରୁଷଙ୍କର ପାଖରେ ଲୁଣ ଖାଆନ୍ତୁ ନାହିଁ , ଏହି କଥାକୁ ସବୁବେଳେ ଧ୍ୟାନ ରଖିବେ ।

୫) ଘର କଳହ : ଯଦି ଆପଣଙ୍କ ଘରେ କଳହ ଲାଗିରହୁଛି ତେବେ ଆପଣ ସେକା ଲୁଣ ଏକ ଖଣ୍ତ ଶୋଇବା କକ୍ଷରେ ଏକ କୋଣରେ ରଖିଦିଅନ୍ତୁ , ଏହି ଖଣ୍ତକୁ ସବୁ ମାସରେ ଭରିକରି ବଦଳାନ୍ତୁ , ଓ ଅନ୍ୟ ଏକ ଖଣ୍ତକୁ ସେଠାରେ ରଖିଦିଅନ୍ତୁ , ଏହା ଦ୍ୱାରା ସ୍ୱାମୀ –ସ୍ତ୍ରୀଙ୍କ ମଧ୍ୟରେ କେବେ କଳହ ହେବ ନାହିଁ ।

୬) ଧନର ପ୍ରାପ୍ତି : ଯଦି ଆପଣଙ୍କ ଘରେ ହେଉଥିବା ଆର୍ଥିକ ଅଭାବର ଅସୁବିଧାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ କାଚର ଗିଲାସରେ ପାଣି ଓ ଲୂଣ ମିଶାଇକରି ଘରର ନକ୍ଷତ୍ର କୋଣରେ ରଖିଦିଅନ୍ତୁ , ଓ ପଛରେ ଲାଲ ରଙ୍ଗର ବଲବ୍ ଲଗାଇଦିଅନ୍ତୁ , ପାଣି ଓ ଲୁଣକୁ ସମୟ ସମୟରେ ବଦଳାନ୍ତୁ ।

Leave a Reply

Your email address will not be published. Required fields are marked *