December 22, 2024

Odia Express

Leading Odia News Portal of Odisha

ଆପଣଙ୍କ ଶରୀରର ମୋଟାପଣ କମେଇବାର ଏହି ଜବରଦସ୍ତ ଉପାୟ, ଆଜି ପୂର୍ବରୁ କେହି ଆପଣଙ୍କୁ କହିନଥିବେ..

ବର୍ତ୍ତମାନ ସମୟରେ ସମସ୍ତେ ମେଦବହୁଳତା ଯୋଗୁ ବହୁତ ଅସୁବିଧା ଭୋଗୁଛନ୍ତି ଓ ସେମାନେ ଏହି ଅସୁବିଧାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି । ଏମିତିରେ ଆପଣ ମେଦବହୁଳତା କମେଇବା ପାଇଁ ଜିମ ଓ ଯୋଗଭ୍ୟାସ କରୁଛନ୍ତି , ଏହା ଛଡା ଆପଣ ବିଭିନ୍ନ ପ୍ରକାର ଘରୋଇ ଉପଚାର କରୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏ ମଧ୍ୟରୁ କିଛି କରିବା ପାଇଁ କହିବୁ ନାହିଁ ଓ ତାପରେ ମଧ୍ୟ ଆପଣ ନିଜର ଓଜନ କମେଇପାରିବେ । ଏବେ ଆପଣ ଭାବୁଥିବେ ଯେ ତାହେଲେ ଏପରି କଣ ପ୍ରତିକାର ଅଛି ଯଦ୍ୱାରା ଓଜନ କମିବ । ପ୍ରକୃତରେ ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ଏହା ଯେ ଆପଣ ନିଜର ଘରର କାମ କରି ନିଜର ଓଜନ କମେଇପାରିବେ ।

 

(୧) ଘରେ ଆପଣ ଅଧଘଣ୍ଟା ରୁ ଏକଘଣ୍ଟା ପର୍ଯ୍ୟନ୍ତ ପୋଛାପୋଛି କରନ୍ତୁ ଓ ଏପରି କରିବା ଦ୍ଵାରା ଆପଣଙ୍କ କ୍ୟାଲୋରି ଖର୍ଚ୍ଚ ହୋଇଯିବ ।

(୨) ଆପଣ ନିଜ ଘରର କପଡା ଧୋଇନିଆନ୍ତୁ ଏଥିରେ ମଧ୍ୟ ଆପଣଙ୍କ ଓଜନ କମିବ

(୩) ଆପଣ ନିଜ ଘରର ସମସ୍ତ କପଡା ଇସ୍ତ୍ରୀ କରିଦିଅନ୍ତୁ ଓ ଏହା ମଧ୍ୟ ଆପଣଙ୍କ ଓଜନ କମେଇବାରେ ଆପଣଙ୍କ ସାହାଯ୍ୟ କରିବ ।

(୪) ଓଜନ କମେଇବା ପାଇଁ ଆପଣ ନିଜ ଘର ଆଗରେ ବଗିଚା କରନ୍ତୁ

(୫) ଓଜନ କମେଇବା ପାଇଁ ବହୁତ କିଛି କରିବାକୁ ପଡେ , ଏଥିପାଇଁ ଆପଣ ନିଜ ଘରର ୱାଶରୁମ ପରିଷ୍କାର କରନ୍ତୁ ।

(୬) ଯଦି ଆପଣ ଓଜନ କମେଇବା ପାଇଁ ଚାହାନ୍ତି ତେବେ ଆଜିଠାରୁ ନିଜର କାରର ଧୋଇବା କାମ ଆରମ୍ଭ କରିଦିଅନ୍ତୁ କାରଣ ଏହା ମଧ୍ୟ ଓଜର କମେଇବାରେ ଆପଣଙ୍କ ସହାୟତା କରିବ ।

 

(୭) ଘରର କାମରେ ଘରର ପରିଷ୍କାର କରନ୍ତୁ କାରଣ ଏହା ମଧ୍ୟ ଆପଣଙ୍କ ଓଜନ କମେଇବ ।

(୮) ଓଜନ କମେଇବା ପାଇଁ ଆପଣ ନିଜ ଘରର ବାସନ ଧୋଇ ଦିଅନ୍ତୁ , ଅର୍ଥାତ ଘରର କାମ କରି ଆପଣ ନିଜର ଓଜନ କମେଇପାରିବେ ଓ ଜିମର ପଇସା ବଞ୍ଚେଇ ପାରିବେ କାରଣ ଆଜିକାଲି ପଇସା ବହୁତ ପରିଶ୍ରମ ପରେ ମିଳେ ।

Leave a Reply

Your email address will not be published. Required fields are marked *