୬ ବର୍ଷର ଝିଅଟି ନିଜ ଆୟରେ କିଣିଲା ୫୫ କୋଟିର ଘର ,ସବୁ ମାସରେ କମାଇଥାଏ ଏତେ କୋଟି ଟଙ୍କା – ଜାଣନ୍ତୁ କିପରି..
ଛୁଆବେଳ ଗୋଟିଏ ସମୟ ହୋଇଥାଏ ଯାହା ସମସ୍ତେ ଖୋଲିକରି ଲାଇଫ୍ ଖୁସିରେ କଟାନ୍ତି , ଏହି ବୟସରେ ଆମେ ଦାୟିତ୍ୱ ନିଭାଇ କିମ୍ବା କମାଇବା ଉପରେ ଟେନସନ୍ ନଥାଏ , ଯଦି କିଛି ଦରକାର ତେବେ ଆମେ ନିଜ ବାପା ମା ଙ୍କୁ ଜଣାଈଥାଉ , ଟିକିଏ ଭାବନ୍ତୁ , ଯେବେ ଆମେ ଛୁଆ ଥିଲେ ତେବେ ମା ବାଆ ସବୁ ବେଳେ କିଛି ପକେଟ୍ ମନିଦେଉଥିଲେ , ୫୦ ଟଙ୍କା ଏହିଥିରେ ଆମେ ପୁରା ମାସ ଖୁସିରେ କାଟୀ ପାରୁଥିଲେ , କିଛି ଲୋକତ ଏହାକୁ କମ୍ ପଇସା ବୋଲି କହୁଥିଲେ , ତେବେ ଆଜି ଆମେ ଏକ ଏପରି ଝିଅ ସହ ସାକ୍ଷାତ କରାଇବୁ ଯିଏ ୬ ବର୍ଷର ବୟସରେ ଆଜି ନିଜ ଆୟରେ ୫୫ କୋଟିର ବଙ୍ଗଳା କିଣିପାରିଛି ।
୫୫ କୋଟି ଟଙ୍କା ନାଁ ଶୁଣିଲେ ଆପଣଙ୍କ ମଧ୍ୟରେ ବହୁତ ଲୋକଙ୍କର ମୁଣ୍ତ କାମ କରିବା ବନ୍ଦ କରିଦେବ , ଏତେ ପଇସା ବଡ ବଡ ଲୋକଙ୍କ ପାଖରେ ବି ନଥାଏ , ତାପରେ ଏକ ୬ ବର୍ଷର ଝିଅ ପାଖରେ ଏତେ ପଇସା ଆସିଲା କେଉଁଠୁ, ତେବେ ଆଜି ଏହି ରହସ୍ୟରୁ ପର୍ଦା ଉଠାଇବା , କହିଦେବୁ କି ୬ ବର୍ଷର ଏହି ଝିଅଟି ଜଣେ ୟୁଟୁବୁର୍ ଅଟେ , ମାନେ ଏହି ଝିଅଟି ୟୁଟ୍ୟୁବ୍ ରୁ ଭିଡିଓ ବନାଇକରି କମାଇଛି, ଆପଣଙ୍କୁ ଜଣାଇଦେବୁ କି ୟୁଟ୍ୟୁବ ରେ ଅଧିକା ସବସ୍କ୍ରାଇବର୍ ଓ ଅଧିକା ଭ୍ୟୁ ହେଲେ ଆପଣ ଏଥିରୁ ଭଲ ଆୟ୍ କରିପାରିବେ ।
ଆମେ ଯେଉଁ ୬ ବର୍ଷର ଝିଅ ବିଷୟରେ କହୁଛୁ ତାହାର ନାଁ ବୋରମ୍ ଅଟେ, ବୋରମ୍ ଦକ୍ଷିଣ କୋରିଆର ସିୟୋଲ୍ ରେ ରହୁଛି, ବୋରମ୍ ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଛି, ଖାସ୍ କରି ଛୁଆଙ୍କୁ ଭିଡିଓ ଦେଖିବା ଅଧିକା ପସନ୍ଦ ଆସିଥାଏ , ବୋରମ୍ ୟୁଟ୍ୟୁବ୍ ରେ ଖେଳନା ରିଭ୍ୟୁ ଦେଇଥାଏ ଓ ଏହି ନିରିହ ମାସୁମ୍ ଝିଅର ଚାଳିଚଳଣ କହିଥାଏ କି ଏହାର ଖେଳନା କିପରି ଅଟେ, ବୋରମ୍ ଙ୍କ ପାଖରେ ଦୁଇଟି ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି , ଯାହାର ନାଁ ବୋରମ୍ ଟ୍ୟୁବ୍ ଟୟସ୍ ରିଭ୍ୟୁ ଓ ବୋରମ୍ ବ୍ଲଗ୍ ଅଛି ଏହି ଭିଡିଓ ଗୁଡିକ ଜରିଆରେ ଏତେ ଛୋଟ ବୟସରେ ସେ ଏତେ ଅଧିକା ପଇସା କମାଇଛି, ଏହି ଚ୍ୟାନ୍ଲେ କୋରିଆରେ ଅଧିକା ଲାଭ କମାଇଥିବା ୟୁଟ୍ୟୁବ୍ ଚ୍ୟାନେଲ୍ ହୋଇସାରିଛି ।
ସେ ସିଓଲର ଗଂଗନମ ଇଲାକାରେ ଏକ ୫ ମହଲା ବଙ୍ଗଳା କରିଛି, ଏହି ଘରେ ଏହି ଛୁଆଟି ପୁରା ୫୫ କୋଟି ଟଙ୍କାରେ କିଣୀଛି, ସୁଚନା ପାଇଁ କହିଦେବୁ କି ବୋରମ୍ ନ ନୁଆ ବଙ୍ଗଳା ୨୭୮୦,୩୨ ସ୍କେୟାର୍ ଫୁଟ୍ ଅଟେ ।
ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ବୋରମ୍ ୬ ବର୍ଷ ବୟସରେ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସବୁ ମାସ ପ୍ରାୟ ୩,୧ ମିଲିୟନ୍ ଡଲାର୍ ମାନେ ୨୧ କୋଟି ଟଙ୍କା କମାଇଥାଏ , ତାଙ୍କର ଭିଡିଓ ପ୍ରାୟ ସମସ୍ତେ ପସନ୍ଦ କରନ୍ତି , ଖେଳନା ଅନବକସିଙ୍ଗ୍ କରିବା ଛଡା ନିଜ ସବୁଦିନ କାର୍ଯ୍ୟର ଜୀବନରେ ସେ ଏହାର ରେକର୍ଡ କରନ୍ତି , ଆଅଣ ମାନେ ତାଙ୍କର ବୋରମ୍ ୟୁଟ୍ୟୁବ୍ ବ୍ଲଗ୍ ଦେଖିପାରିବେ ।
ଏହି ସବୁ କଥା ଶୁଣିଲେ ବିଶ୍ୱାସ କରିପାରିବେ ନାହୀଁ ଓ ବହୁତ ଲୋକଙ୍କର ଏହା ଅବିଶ୍ୱାସୀ ଲାଗିବ , ଆପଣ ଭାବୁଥିବେ କି ଏହି ଝିଅଟୀ ପରିଷେଷରେ ଏକ ଭିଡିଓରେ ଦେଖାଦେଇଥିଲେ ସେ ଏମିତି କଣ କରୁଛନ୍ତି , ତେବେ ଆସନ୍ତୁ କିଛି ଭିଡିଓ ଗୁଡିକ ଆମେ ଦେଖିନେବା ।