September 19, 2024

Odia Express

Leading Odia News Portal of Odisha

ବିଲରେ ବୁଲୁଥିବା ବେଳେ ଫଟୋ ଉଠାଉଥିଲା ଜଣେ ବ୍ୟକ୍ତି- ତେବେ ନଜର ଆସିଲା ଏକ ଠେକୁଆର ଗାତ, କିନ୍ତୁ ଭିତରକୁ ଦେଖିଲା ବେଳକୁ..

କେବେ କେବେ ଜଣା ଅଜଣାରେ ମଣିଷ ଏପରି ଖୋଜ୍ କରିନିଏ ଯାହା ପୁରା ଦୁନିଆଁ ପାଇଁ ଏକ ରହସ୍ୟ ହୋଇଯାଏ , ଏମିତି କିଛି ଘଟିଥିଲା ଇଂଲଣ୍ତରେ ରହୁଥିବା ଫଟୋଗ୍ରାଫର୍ ମାଇକେଲ୍ ସ୍କର୍ଟ ଶ୍ରୋପସାୟର୍ ଙ୍କ ସହ ହୋଇଥିଲା,  ଏହି ଫଟୋଗ୍ରାଫର୍ କ୍ଷେତରେ ଫଟୋ ଉଠାଉଥିବା ବେଳେ ତାର ନଜର ଏକ ଠେକୁଆର ଗାତରେ ପଡିଲା , ଫଟୋଗ୍ରାଫର୍ ପାଖକୁ ଯାଇକରି ଦେଖିଲା କି ସେଠି ୭୦୦ ବର୍ଷରଏକ ପୁରୁଣା ଗୁମ୍ପା ଅଛି , ଏହି ଗୁମ୍ପାରେ ମାଇକେଲ୍ ରାତାରାତି ତାହା ଲୋକପ୍ରିୟତା କରାଇଦେଇଥିଲେ , ମାଇକେଲ୍ କହିଲେ କି ଏହି ଗୁମ୍ପାର ବିଷୟରେ ସୁଚନା ଆଗରୁ ଥିଲା , ଆଜି ପର୍ଯ୍ୟନ୍ତ ସେ ଏହି ଗୁମ୍ପାର ଖୋଜ୍ କଲେ , କିନ୍ତୁ ଖୋଜି ବାହାର କରିପାରିନଥିଲେ , ଏବେ ସେ ବର୍ମିଘମ୍ ରୁ ଶ୍ରଫସାୟର୍ ଗୁମ୍ପାର ଖୋଜ୍ ରେ ଆସିଥିଲେ , ଆଶ୍ଚର୍ଯ୍ୟର କଥା ଏହି କି ଯେ ଗୋଟେ ଠେକୁଆ ସକାଶେ ସେ ଏହି ଖୋଜ୍ କୁ ପୁରା କରିପାରିଲେ ।

 

ଏହି ଗୁମ୍ପା ବହୁତ ବର୍ଷ ହେଲା କ୍ଷେତ ତଳେ ପୋତି ହୋଇଥିଲା , କିନ୍ତୁ ଏହି ଗୁମ୍ପା ଦେଖିକରି ଏବେ ଏହା କୁହାଯାଇପାରିବ ନାହିଁ କି ଏହା ବହୁତ ବର୍ଷର ହେଲା ପୁରୁଣା ଅଟେ,  ଏହି ଗୁମ୍ପାରେ ସବୁ ଚ୍ୟାମ୍ବର ଭଲ ଅଛି , ଏହି ଗୁମ୍ପାର ନିର୍ମାଣ ନାଇଟ୍ସ ଟାପଲର୍ କରିଥିଲେ , ଏହା ଏକ ଏମିତି ଗ୍ରୁପ୍ ଥିଲା ଯାହା କ୍ରିଷ୍ଟିଆନ୍ ମିଲିଟ୍ରି ଗ୍ରୁପ୍ ପାଇଁ କାମ କରୁଥିଲା , ମାନା ଯାଊଛି କି ଏହି ଗୁମ୍ପାର ନିର୍ମାଣ ୧୧୨୯ ରୁ ୧୩୧୨ ମସିହା ମଧ୍ୟରେ ସିକ୍ରେଟ୍ ମିଟିଙ୍ଗ୍ ପାଇଁ କରାଯାଈଥିଲା , ୭୦୦ ବର୍ଷ ଏହି ଗୁମ୍ପା ଏବେ ବହୁତ ଭଲ ଅଛି ।

 

ଏବେ ହେଲା ପୁନଃନିର୍ମାଣ : ଯେବେ ମାଇକେଲ୍ ଏହି ଗୁମ୍ପା ବିଷୟରେ ଜାଣିପାରିଲେ ତେବେ ଚାଷୀ ଓ ଲୋକାଲ୍ ଅଥରିଟି ଆଦେଶରେ ଫଟୋଗ୍ରାଫି କରିଥିଲେ , ଏହି ଗୁମ୍ପାର ରାଜ୍ ଖୁଲାସା ହେବାପରେ ଲୋକେ ଏହା ଭିତର ଇଣ୍ଟରିୟର୍ ସୁଧାରିଲେ  କୁହାଯାଉଛି କି ଏହି ଗୁମ୍ପା ଫିଲ୍ମ ଇଣ୍ତିଆନା ଜନ୍ସ ଗୁମ୍ପା ପରି ଦେଖାଯାଏ ।

Leave a Reply

Your email address will not be published. Required fields are marked *