September 20, 2024

Odia Express

Leading Odia News Portal of Odisha

ସବୁଦିନ ୧୭୦ ଅନାଥ ମା ବାପାଙ୍କୁ ଖାଦ୍ୟ ଖୁଆଉଥିଲେ ଦୁଇ ଭାଇ , ମାଗଣା ଚିକିତ୍ସା କରାଉଥିଲେ , କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ..

ଆଜି ବି ଦୁନିଆଁରେ ଏମିତି ବହୁତ ବାପା ମା ଅଛନ୍ତି ଯିଏକି ବୃଦ୍ଧା ଅବସ୍ଥାରେ ସାଥିରେ ରହିବାପାଇଁ କେହି ପସନ୍ଦ କରନ୍ତି ନାହିଁ , କିମ୍ବା ଛୁଆ ଦେବାକୁ ପସନ୍ଦ କରନ୍ତି ନାହିଁ , ଏହି ବୟସ୍କ ଲୋକ ବହୁତ ଅସୁବିଧାରେ ଜୀବନଯାପନ କରନ୍ତି , ଏମିତିରେ ଗୁଜୁରାଟର ସୁରଟର ଅଲଥାଣରେ ରହୁଥିବା ଦୁଇ ନିଜ ଭାଇ ଗୌରାଙ୍ଗଓ ହିମାଂଶୁ ସୁଖଡିଆ ଏହି ପରି ବୟସ୍କ ବୃଦ୍ଧଙ୍କର ପାଇଁ ଏକ ଦେବଦୂତ ହୋଇଆସିଲେ । ଗୌରାଙ୍ଗ ଓ ହିମାଂଶୁ ୨୦୧୬ ରୁ ସବୁଦିନ ୧୭୦ ଟି ଅସହାୟ ବୟସ୍କ ମା ବାପାଙ୍କୁ ଖାଦ୍ୟ ଖୁଆଇଥାନ୍ତି । ତାଙ୍କର ସେବା କେବଳ ଖାଦ୍ୟରେ ସିମିତ ନାହିଁ , ବରଂ ତାଙ୍କର ସ୍ୱାସ୍ଥ୍ୟ , ଚିକିତ୍ସା ଓ ଅନ୍ୟ ଦରକାରିତା ସଂବନ୍ଧିତକୁ ସାହାଯ୍ୟ କରୁଛି ।ଏହି ସବୁ ଆରମ୍ଭ ତେବେ ହେଲା ଯେବେ ଦୁଇ ଭାଇ ନିଜ ବାପାଙ୍କୁ ଏକ କାର୍ ଦୁର୍ଘଟଣାରେ ହରାଇଦେଲେ । ଯେବେ ଏହି ଦୁର୍ଘଟଣା ହୋଇଥିଲା ତେବେ କାର୍ ରେ ଗୌରାଙ୍ଗ ଓ ତାଙ୍କ ବାପା ଥିଲେ ।

ଦୂର୍ଘଟଣା ପରେ ବାପାଙ୍କ ଜୀବନ ଚାଲିଗଲା ଓ ଗୌରାଙ୍ଗ ବଞ୍ଚିଗଲେ , ଏହାପରେ ଗୌରାଙ୍ଗ ସବୁବେଳେ ଏହି କଥାକୁ ଧରି ବସିଲେ କି ସେ ନିଜ ବାପାଙ୍କ ପାଇଁ କିଛି ଖାସ୍ କରିପାରିଲେ ନାହିଁ , ଖାଲି ତାଙ୍କୁ ଏହି ଆଇଡିଆ ଆସିଲା କି ସେ ନିଜ ବାପାଙ୍କ ପାଇଁ କିଛି ସେମିତି କରିପାରିଲେ ନାହିଁ କିନ୍ତୁ ବାକି ମା ବାପାପାଇଁ କିଛି କରିବାକୁ ଚାହୁଁଛନ୍ତି , ଖାଲି ତେବେ ଏହି ବୟସ୍କ ବେସାହାରା ମା ବାପାଙ୍କ ଘରେ ଟିଫିନ୍ ପଠାଇବା ଆରମ୍ଭ କରିଦେଲେ ।ପେଶାରେ ଦୁଇ ଭାଇ ଜଳଖିଆ ଦୋକାନ କରିଛନ୍ତି , ଓ ତାହା ସହ ପ୍ରୋପଟି ଇନଭେରମେଣ୍ଟ କାର୍ଯ୍ୟ ବି କରନ୍ତି , ଯେବେ ସେମାନେ ଏହି କାମ ଆରମ୍ଭ କରିଥିଲେ । କେବଳ ୪୦ ବର୍ଷ ବୟସ୍କ ଖାଦ୍ୟ ପଠାଇଥିଲେ , ତାପରେ ଧୀରେ ଧିରେ ଏହି ସଂଖ୍ୟା ବଢିକରି ୧୭୦ ରେ ପହଞ୍ଚିଗଲା , ଏହି ଖାଦ୍ୟ ପଠାଇବାପାଇଁ ସେ ସବୁଦିନ କରିଥାନ୍ତି , କେଉଁ ଦିନ ବି ଛୁଟି ହୋଇନଥାଏ ।

 

ଏହି ଖାଦ୍ୟ ତିଆରି କରିବାପାଇଁ ସେ କର୍ମଚାରୀ ରଖିଛନ୍ତି , ଟିଫିନ୍ ପହଞ୍ଚାଇପାଇଁ ସେ ଅଟୋ ବାଲା ଚାରି ପାଞ୍ଚ ଜଣ ମିଶିକରି ଏହି କାମ କରିଥାନ୍ତି , ଏହି କାମ ତାଙ୍କୁ ସବୁ ମାସ ୧ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଯାଏ , ଏହାପରେ ସେମାନେ କାହାକୁ ସାହାଯ୍ୟ ପାଇଁ ହାତ ବଢାଇନାହାନ୍ତି , ଗୌରାଙ୍ଗ କହନ୍ତି କି କେବେ କେବେ ଲୋକେ ନିଜ ଇଚ୍ଛାରୁ ସହାୟତା ନିଶ୍ଚିତ କରାଇଥାନ୍ତି । ଗୌରାଙ୍ଗ କହନ୍ତି କି ଯେବେ କେଉଁ ପୁଅ କିମ୍ବା ଝିଅ ନିଜ ବାପା ମାଙ୍କୁ ଛାଡିଦେଇଥାଏ ତେବେ ବହୁତ କଷ୍ଟ ହୋଇଥାଏ , ଏବେ ମୁଁ ଏହି ଦୁଃଖ କମ୍ କରିପାରିବି ନାହିଁ କି କାହା ସହ ଏହାକୁ ବାଣ୍ଟି ପାରିବି,

ଏହି କାରଣରୁ ଗୌରାଙ୍ଗ ବୟସ୍କ ଲୋକଙ୍କୁ ଖାଦ୍ୟ ଖୁଆଇ ତାଙ୍କର ଦେଖାଶୁଣା କରନିତ୍ , ସେ ଏହା ବି ଜାଣିଛନ୍ତି କି ତାଙ୍କ ଛୁଆ ତାଙ୍କୁ କେଉଁ କାରଣରୁ ତ୍ୟାଗ କରିଛନ୍ତି , ଖାଲି ଏତିକି ନୁହେଁ ତାଙ୍କର ସ୍ୱାସ୍ଥ୍ୟ ଦେଖାଶୁଣା, ମେଡିସିନ୍ସ, ଆଖିରେ ଚଷମା ଓ ଅନ୍ୟ ଦରକାରୀ ଚିକିତ୍ସା ବି ଦାୟିତ୍ୱ ନେଇଛନ୍ତି । ଏହି କାମକୁ ନେଇକରି ସେ ନିଜକୁ ଏକ ବଡ ଉପଲ୍ଲବ୍ଧି ପାଇଛନ୍ତି ବୋଲି କହନ୍ତି , ଏମିତି ହୋଇଛି ଯେବେ କେଉଁ ବୟସ୍କ ବାପା ମାଙ୍କ ଦାୟିତ୍ୱ ରଖିଛି ଓ ତାଙ୍କ ଛୁଆ ଲଜ୍ଜିତ ହୋଇ ସାଥିରେ ନେଇଯାଆନ୍ତି , ଏହି ଦୁହେଁ ଭାଇ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇଥାନ୍ତି , ତାଙ୍କୁ ଆମର ସଲାମ୍ ।

Leave a Reply

Your email address will not be published. Required fields are marked *