September 20, 2024

Odia Express

Leading Odia News Portal of Odisha

ଇଣ୍ତୋନେସିଆରେ ପ୍ରକମ୍ପିତ ହେଲା ଭାରତୀୟ ରାଷ୍ଟ୍ରିୟ ଗାନ ଜନଗଣ , ଭାରତୀୟ ଝିଅ ମ୍ୟାରି କମ୍ ଜିତିଲେ ସ୍ୱର୍ଣ୍ନ ପଦକ..

ଭାରତର ଝିଅ ସବୁ ଦିନ ଦେଶର ନାଁ ଉଜ୍ଜଳ କରୁଛନ୍ତି , ପ୍ରଥମେ ହିମା ଦାସ୍ ଓ ଏବେ ମ୍ୟାରିକମ୍ , ଛଅ ଥର ବିଶ୍ୱଚ୍ୟାମିୟନ୍ ମ୍ୟାରି କମ୍ ୨୩ ତମ ପ୍ରେସିଡେଣ୍ଟସ୍ କପ୍ ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ରେ ଗୋଲ୍ଡ ମେଡାଲ୍ ପାଇଥିଲେ , ରବିବାରକୁ ଇଣ୍ତୋନେସିଆ ଙ୍କ ଲାବୁଆନ୍ ମାନେ ଖେଳିଥିବା ୫୧ କେଜି ଭାରବର୍ଗରେ ମ୍ୟାରି ଦମଦାର୍ ପ୍ରଦର୍ଶନ କରିଥିଲେ । ସେ ଅଷ୍ଟ୍ରେଲିଆ ପ୍ରତିନ୍ଦ୍ୱନ୍ଧୀଙ୍କୁ ଏକ ତରଫା ମୁକାବଲାରେ ୫-୦ ରେ ହରାଇଥିଲେ , ଅଲମ୍ପିକ୍ ରେ କାଂସ ପଦକ ଜିତିଥିବା ମ୍ୟାର୍ କମ୍ ୩୬ ବର୍ଷୀୟ ବୟସରେ ନିଜର ବିଜେତା ହାସିଲ୍ କରିଥିଲେ ।

 

ମେ ରେ ଇଣ୍ତିଆ ଓପନ୍ ଗୋଲ୍ଡ ଓ ଏବେ ପ୍ରେସିଡେଣ୍ଟ କପ୍ ରେ ବି ଗୋଲ୍ଡ ଜିତିବାପରେ ମ୍ୟାରିଙ୍କ ସାହାସ ବହୁତ ବୃଦ୍ଧି ହୋଇଛି, ୱାର୍ଲଡ୍ ଚ୍ୟାମ୍ପିୟନସିପ୍ ନିଜ ଦାବିଦାରୀ କରିବେ , ଓ ତାପରେ ଗୋଲ୍ଡ ମେଡାଲ୍ ରେ ନିଜର ଲକ୍ଷ୍ୟ ରଖିବେ ,

ଆପଣଙ୍କୁ କହିଦେବୁ କି ଏହାର ପ୍ରଥମ ମୁକାବଲା ଭାରତର ଗୋଲ୍ଡ ବିଜେତା ହିମା ଦାସ୍ ୧୯ ଦିନରେ ୫ ଟି ଗୋଲ୍ଡ ବିଜୟୀ ହୋଇଥିଲେ , ଓ ଭାରତର ନାଁ ପୁରା ବିଶ୍ୱରେ ପ୍ରଚାରିତ କରିଥିଲେ , ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇକରି ବଲିଉଡ୍ ସବୁ କଳାକାରମାନେ ହିମା ଦାସ୍ ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *