September 20, 2024

Odia Express

Leading Odia News Portal of Odisha

ସ୍ୱାମୀ ଓ ସ୍ତ୍ରୀ ଦୁହେଁ କଲେ CGPSC ପରୀକ୍ଷାରେ ଏକ ନମ୍ବର ହେଲେ ,କିନ୍ତୁ ଯେବେ ସତ୍ୟତା ଜଣ ପଡିଲା ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ..

କୁହନ୍ତି ଯଦି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ମିଶେ ତେବେ ଝଗଡା ହୁଏ ନାହିଁ , ଯଦି ଝଗଡା ହୋଇନଥାଏ ତେବେ ପ୍ରେମ ହିଁ ମିଳିଥାଏ , ଓ ଦୁହେଁ ଅନ୍ୟ ଜଣଙ୍କୁ ଯେ କୌଣସି କାମରେ ବିନା କାରଣରେ ସାହାଯ୍ୟ କରିପାରନ୍ତି , ଯଦି ଦୁହେଁ ଦମ୍ପତି ଜଣେ ଅନ୍ୟ ଜଣଙ୍କୁ ସମ୍ମାନ କରେ ତେବେ ସଫଳତା ପାଦ ଛୁଇଁ ଥାଏ , କିଛି ଏପରି ତାଳମେଳ ରାୟପୁରର ଦମ୍ପତିଙ୍କ ଠାରେ ଦେଖିବାକୁ ମିଳିଥିଲା , ଯିଏକି ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବାଉ ଯାଇ CGPSC ପରୀକ୍ଷାରେ ଟପ୍ କରିଥିଲେ , ଏହାପରେ ଦୁହେଁଙ୍କ ପ୍ରଶଂସା ପୁରା ପ୍ରଦେଶରେ ହେବାକୁ ଲାଗିଲା , ଚାଲନ୍ତୁ ଜାଣିବା ତାଙ୍କର ସଫଳତା ପଛର କାହାଣୀ ସଂମ୍ପର୍କୀତ ।ପ୍ରଦେଶରେ ପ୍ରଥମଥର କେଉଁ ଭର୍ତ୍ତି ପରିକ୍ଷାରେ ମେରିଟ୍ ଲିଷ୍ଟରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ସ୍ୱାମୀ-ସ୍ତ୍ରୀଙ୍କର ଚୟନ ହୋଇଥିଲା , ଛତିଶଗଡର ଲୋକ ସେବା ଆୟୋଗର ତରଫରୁ ୩୬ ଟି ପଦ ପାଇଁ ଆୟୋଜିତ ମୁଖ୍ୟନଗର ପାଳିକା ଅଧିକାରୀ ବର୍ଗ ଖ ଓ ଗ ଭର୍ତ୍ତି ପରୀକ୍ଷାରେ ରାୟପୁରର ଅନୁଭବ ସିଂ ଓ ବିଭା ସିଂ ଟପ୍ କରିଥିଲେ

 

, ଲିଖିତ ପରୀକ୍ଷାରେ ଅନୁଭବଙ୍କୁ ୩୦୦ରୁ ୨୭୮ ନମ୍ବର ଓ ବିଭାଙ୍କୁ ୩୦୦ ରୁ ୨୬୮ ନମ୍ବର ଅଙ୍କ ମିଳିଥିଲା , ସେ ଇଣ୍ଟରଭ୍ୟୁରେ କହିଲେ କି ୩୦ ରୁ ୨୦ ଓ ୧୫ ନମ୍ବର ମିଳିଥିଲା , କମ୍ୟୁଟର ସାଇନ୍ସରେ ସେ ବିଇ କରିବା ବାଲା ୩୫ ବର୍ଷୀୟ ଅନୁଭବ ଏବେ ପର୍ଯ୍ୟନ୍ତ ୨୦ ଟି ପରୀକ୍ଷା ଦେଇଛନ୍ତି , ଅନୁଭବ ଚାରିଟି ସରକାରୀ ଚାକିରିରେ ସିଲେକ୍ଟ ହୋଇଥିଲେ କିନ୍ତୁ ଛାଡିଦେଲେ , ବିଭା ବର୍ତ୍ତମାନ ଜନପନ ପଞ୍ଚାୟତର  ବିଲ୍ହା ରେ ଏଡିଇଓ ଅଛନ୍ତି , ଓ ସେ ୨୦୦୮ ରେ ପିଏସ୍ ସି ପାଇଁ ପ୍ରସ୍ତୁତି କରୁଥିଲେ , ୨୦୦୮ ରେ ପିଏସ୍ ସି ପ୍ରାରମ୍ବିକ ପରୀକ୍ଷାରେ ପାସ୍ କରିବା ମେନ୍ସ ପରୀକ୍ଷା ଦେଇଥିଲେ , କିନ୍ତୁ ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲେ ବିଭା ଜବ୍ କରୁକରୁ ସିଏମ୍ ଓ ପ୍ରସୁତି ଓ ଦ୍ୱିତୀୟ ସ୍ଥାନ ହାସିଲ୍ କଲେ ।

 

ବିଭା ସିଂ ଏବେ ପର୍ଯ୍ୟନ୍ତ ୧୦ ରୁ ଅଧିକା ପରୀକ୍ଷା ଦେଇଛନ୍ତି , ତାଙ୍କର ସ୍ୱାମୀ ଜବ୍ ରେ ଥିଲେ , ତେବେ ସେ ପାଠ ପଢାରେ ଫୋକସ୍ କରିପାରୁନଥିଲେ,  ଏଥିପାଇଁ ସେ ପାଠ ପଢା ଅଧାରୁ ଛାଡିଦେଇଥିଲେ , ବହୁତ ଲୋକଙ୍କ କହିବା କଥାକି ସ୍ତ୍ରୀ କାମ କରୁଛି , ଓ ଘରେ ବସିଥିବା ସ୍ୱାମୀ କୁ ସ୍ତ୍ରୀ ଅଣଦେଖା କରୁଛି, ଓ ପାଠ ପଢାରେ ଧ୍ୟାନ ଦେଲେ , ସ୍ୱାମୀ ଓ ସ୍ତ୍ରୀ ଓ ପରିବାର ଲୋକେ ଆଶା ଓ ସାହାସ ଦେଲେ , ଓ ପ୍ରଥମେ ଦୁହେଁ କୋଚିଙ୍ଗ୍ ରେ ପାଠ ପଢିଲେ , ତାପରେ ଗୋଟେ ବର୍ଷରେ ତାଙ୍କ ଷ୍ଟାର୍ଟେଜି ଓ ହିନ୍ଧୀ ଗ୍ରନ୍ଥର ଏକାଡେମୀ ବହି ପଢିଲେ , ସ୍ୱାମୀ ନିଜର ଓ ସ୍ତ୍ରୀପାଇଁ ନୋଟ୍ସ ପ୍ରସ୍ତୁତ କରୁଥିଲେ,  ଅନଲାଇନ୍ ଭିଡିଓ ଦେଖିଥିଲେ,  ଗତ ବର୍ଷ ପେପର୍ ପାର୍ଟର୍ଣ୍ଣ ବୁଝିଲେ , ସେମିତି ବିଭା ସବୁଦିନ ଅଫିସ୍ ଯାଉଥିଲେ , ଓ ସ୍ୱାମୀ ଘର ସମ୍ଭାଳିବା ସହ ନୋଟ୍ସ ବି ପ୍ରସ୍ତୁତ କରୁଥିଲେ ।

 

 

Leave a Reply

Your email address will not be published. Required fields are marked *