କେରଳ ରେ ହେଲା ଦେଶର ସବୁଠୁ ବଡ ବାହାଘର – ୨୦ କୋଟିର ମଣ୍ତପ , ହିରା ଓ ଗହଣାରେ ଛାଉଣି କନ୍ୟା , ଏହା ଥିଲା ୫୫ କୋଟିର ବାହାଘର – ଜାଣନ୍ତୁ କାହିଁକି ଏତେ ପଇସା ସାରିଲେ ବାପା
ରାଜକୀୟ ଢଙ୍ଗରେ ବାହାଘର କରିବା ଦେଶରେ ବହୁତ ଅଛନ୍ତି । ଏହି ଲିଷ୍ଟରେ ବହୁତ ନାଁ ଯୋଡି ହୋଇଅଛି । କେରଳରେ ରହୁଥିବା ଏକ ଏନ୍ ଆର୍ ଆଇ ରବି ପିଲାଇ ବି ଏହି ସୁଚୀରେ ସାମିଲ୍ ହୋଇସାରିଲେଣି । ଆପଣଙ୍କ ଜାନକାରୀ ପାଇଁ କହିଦେଉଛୁ କି ରବି ପିଲ୍ଲାଇ ଫୋର୍ବସ୍ ମ୍ୟାଗାଜିନ୍ ରେ ୧୦୦୦ ଆରବପତି ଙ୍କ ସୁଚିରେ ସାମିଲ୍ ଅଛନ୍ତି । ଓ ଗତ ବର୍ଷ ତାଙ୍କ ଝିଅର ବାହାଘର କରିଥିଲେ ଯେଉଁଥିରେ ପ୍ରାୟ ସେ ୫୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।
କିଏ ଅଟନ୍ତି ରବି ପିଲ୍ଲାଇ : କହିଦେଉଛୁ କି କେରଳରେ ରହୁଥିବା ସବୁଠାରୁ ବଡ ଧନୀ ଗଣନାରେ ତାଙ୍କୁ ଗଣା ହୁଏ । ତାଙ୍କର ମୁଳ ସଂମ୍ପତ୍ତି ର ମୂଲ୍ୟ ୨,୮ ଆରବ ଅଟେ । ଓ ସେ କେରଳରେ ଏନ୍ ଆର୍ ଆଇ ଶିଳ୍ପପତି ଙ୍କ ଭିତରୁ ଜଣେ ଅଟନ୍ତି । ଆପଣଙ୍କ ଜାନକାରୀ ପାଇଁ କହିଦେଉଛୁ କି ରବି ପିଲ୍ଲାଇ ଆର୍ ପି ଗ୍ରୁପ ଅଫ୍ କମ୍ପାନିଜ୍ ର ମାଲିକ ଅଟନ୍ତି । ଓ ତାଙ୍କ ବିଜିନେସ୍ ୨୬ ଟି ଦେଶରେ ବ୍ୟାପି ଅଛି ।
ଫିଲ୍ନ ବାହୁବଳୀର ପ୍ରଡକ୍ସସନ୍ ଡିଜାଇନର୍ କରିଥିଲେ ମଣ୍ତପ ତିଆରି । ବଲିଉଡ୍ ର ସବୁ ବଡ ଫିଲ୍ମ ବାହୁବଳି ର ପ୍ରଡକ୍ସସନ୍ ଡିଜାଇନର୍ ବାହାଘରର ଥିମ୍ ବନାଇଥିଲେ । ଏହା ଛଡା ସେ ପେଣ୍ତାଲ୍ ଓ ସଜାସଜି କାମ ୨୦୦ ପ୍ରଫେସନାଲ୍ ଙ୍କ ଦ୍ୱାରା କରେଇ ଥିଲେ । ଏହି ସେଟ୍ ବନେଇବାକୁ ତାଙ୍କୁ ପ୍ରାୟ ୭୫ ଦିନ ଲାଗିଥିଲା ।
୨୦ କୋଟିର ଏହି ମଣ୍ତପ : ଅରବପତି ରବି ପିଲ୍ଲାଇ ଙ୍କ ଝିଅର ବାହାଘର ପାଇଁ ବହୁତ ହି ଖାସ୍ ସେଟ୍ ତିଆରି କରାଯାଇଥିଲା । ଓ ଏହି ସେଟ୍ ରେ ପ୍ରାୟ ୮ ଏକର ଜାଗାରେ ସଜା ହୋଇଥିଲା ଓ ଏହାକୁ ବନେଇବା ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।
ବାହାଘରରେ ପ୍ରାୟ ୫୫ କୋଟି ଆସିଥିଲା ଖର୍ଚ୍ଚ :
ରବି ପିଲ୍ଲାଇଙ୍କ ଝିଅ ଡାକ୍ତର ଆରତୀଙ୍କ ବାହାଘର ଏକ ଏୟାର କଣ୍ତିସନର୍ ଡାଳ ବନା ହୋଇଥିଲା । ଓ ଏହାକୁ ରାଜସ୍ଥାନର ରୋୟାଲ୍ ପ୍ୟାଲେସ୍ ଭଳି ବନା ହୋଇଥିଲା ।
ବାହାଘରରେ ୩୦,୦୦୦ ଅତିଥି ଆସିଥିଲେ । ଓ ସେଖ୍ ମାନେ କଲେ ବାହାଘରରେ ଆସିଥିଲେ ଅତିଥି ହିସାବରେ ।
ସମାରୋହରେ ୪୨ ଟି ଦେଶରୁ ୩୦୦୦୦ ଅତିଥି ସାମିଲ୍ ହୋଇଥିଲେ । ଏହି ବଢିଆ ରୋୟାଲ୍ ଫ୍ୟାମିଲିରେ ସଦସ୍ୟ ହିସାବରେ ସେଖ୍ ଖଲିପା , ବିନ୍ ଦୟାଜ୍ ଅଲ୍ ଖଲିପା, ସାହି ପରିବାରର ସେଖ୍ ହମାଦ୍ ବିନ୍ ଖାଲିଦ୍ ସାଉଦିର ରୋୟାଲ୍ ଫ୍ୟାମିଲି ରୁ ଏସାମ୍ ଅବୁଦୁଲ୍ଲା ଭାଗ ନେଇଥିଲେ । ବହୁତ ସାରା ମନ୍ତ୍ରୀ ଓ ଷ୍ଟାର୍ ବି ଆସିଥିଲେ ।
ଫଟୋ ରେ ଦେଖିପାରୁଥିବେ କି ରବି ପିଲ୍ଲାଇଙ୍କ କିଛି ବି ସୁନା ପିନ୍ଦି ନାହାନ୍ତି ସେ କେବଳ ହିରାର ସେଟ୍ ପିନ୍ଦିଛନ୍ତି । ବାହାଘରରେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା । କାରଣ ଯୋଡା ବହୁତ ଚମକୁଥିଲା । କହିଦେଉଛୁ କି ରବି ପିଲ୍ଲାଇଙ୍କ ଝିଅ ପେଷାରେ ଡାକ୍ତର ଅଛନ୍ତି ।
ବାହାଘରରେ ଶୋଭନା ଓ ମଞ୍ଜୁ ୱାରିଅର୍ ଭଳି କଳାକାର ପ୍ରର୍ଦର୍ଶନ କରିଥିଲେ । ଏହି ବାହାଘରର ସୁରକ୍ଷା ପାଇଁ ୨୫୦ ପୋଲିସ୍ କର୍ମୀ ଓ ୩୫୦ ଜଣ ପ୍ରାଇଭେଟ୍ ଗାର୍ଡ ନିଯୁକ୍ତ ଥିଲେ ।