September 20, 2024

Odia Express

Leading Odia News Portal of Odisha

ବିଲଡିଙ୍ଗ୍ ରେ ଲାଗିଲା ନିଆଁ ତ ୧୯ ମହଲା ବିଲଡିଙ୍ଗ୍ ରୁ ସ୍ପାଇଡର୍ ମ୍ୟାନ୍ ପରି ସହଜରେ ଓହ୍ଲାଇଲା ବ୍ୟକ୍ତି – ଲୋକ ଦେଖିକି ଚକିତ ହେଇଗଲେ – ଆପଣ ମଧ୍ୟ ଦେଖି ନିୟନ୍ତୁ

ଯେବେ କେଉଁ ବ୍ୟକ୍ତି ଅଚାନକ କେଉଁ ଅସୁବିଧାରେ ପଡିଯାଏ ତେବେ ତାର ମୁଣ୍ତ କାମ କରିବା ବନ୍ଦ କରିଦିଏ , ପ୍ରଥମେ ସେ ବହୁତ ଜଲଦି ଡରିଯାଏ , ଓ ତାର ମୁଣ୍ତରେ ସବୁ ଭୁଲ୍ ଓ ନିର୍ବୋଧ ଭଳି ଭାବନା ଆସିଯାଏ , ବହୁତ ଥର କିଛି ଭୁଲ୍ ଫଇସଲା କିମ୍ବା ଡରର କାରଣରୁ  ଜୀବନ ଚାଲି ଯାଏ । କିନ୍ତୁ ଆଉ କିଛି ଅଲଗା ଲୋକ ଥାନ୍ତି ସେମାନେ ଏହି ବିପଦ ପରିସ୍ଥିତିକୁ ଭଲ ଭାବେ ସାମ୍ନା କରିବାକୁ ଜାଣିଥାନ୍ତି , ଓ ନିଜ ମସ୍ତିଷ୍କକୁ ସବୁବେଳେ ଆକ୍ଟିଭ୍ ରଖନ୍ତି , ଓ ଖରାପ ପରିସ୍ଥିତିରେ ନିଜକୁ ସଠିକ୍ ବୁଦ୍ଧି ପ୍ରୟୋଗ କରି ସୁରକ୍ଷାରେ ରହିପାରନ୍ତି । ମାନିନିଅନ୍ତୁ ଆପଣ କେଉଁ ବିଲଡିଙ୍ଗ୍ ରେ ଅଛନ୍ତି , ଓ ବିଲଡିଙ୍ଗ୍ ରେ ନିଆଁ ଲାଗିଲେ ଓ ରାସ୍ତା ସବୁଆଡୁ ବନ୍ଦ ହୋଇଗଲେ ଆପଣଙ୍କ ମୁଣ୍ତ କାମ କରିବା ବନ୍ଦ କରିଦେବ , କିନ୍ତୁ ଏହି ଭଳି ସ୍ଥିତିରେ ଅବା ଆପଣ କଣ କରିବେ ? ଓ ଏହିଥିରେ ଆପଣ ନିଆଁର ଝାସରେ ଆସି ଜୀବନ ହରାଇ ବି ପାରନ୍ତି ।

 

କିନ୍ତୁ କିଛି ଦିନ ହେବ ଏପରି ଏକ ମାମଲା ଆସିଲା ଯେଉଁଠି ଜଣେ ଯୁବକ ବିଲଡିଙ୍ଗ୍ ରେ ନିଆଁ ଲାଗିବାପରେ ୧୯ ମହଲା ବିଶିଷ୍ଟ ବିଲଡିଙ୍ଗ୍ ରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ଏମିତି କାରନାମା କରିଦେଖାଇଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି , ସେ ଦେଖିବେ ବହୁତ ସହଜରେ ୧୯ ତମ ମହଲା ବିଶିଷ୍ଟ ବିଲଡିଙ୍ଗ୍ ରୁ ଝରକାରୁ ଝରକା ଦେଇ ସହଜରେ ତଳକୁ ଖସି ଆସୁଛନ୍ତି , ଏହି କାମ ସେ ଏପରି ଢଙ୍ଗରେ କଲେ ଯାହା ଲାଗୁଥିଲା କି ସେ ଏହାକୁ ସବୁଦିନ ପ୍ରାକ୍ଟିସ୍ କରୁଛନ୍ତି , ଓ ଲୋକେ ଏହା ଦେଖି ତାଙ୍କୁ ସ୍ପାଇଡର ମ୍ୟାନ୍ କହିବାକୁ ଲାଗିଲେ ,

 

ଏହି ପୁରା ମାମଲା ଆମେରିକାର ଫିଲାଡେଲଫିଆର ଅଟେ , ଗୁରୁବାରଦିନ ଏଠାରେ ଭୟାନକ ନିଆଁ ଲାଗିଥିଲା,  ଏହି ବିଲଡୀଙ୍ଗ୍ ରେ ଥିବା ସବୁ ଲୋକେ ଭୟଭୀତ ହୋଇ ଏପଟସେପଟ ଦୌଡିବାକୁ ଲାଗିଲେ , କିନ୍ତୁ ଏହି ବ୍ୟକ୍ତି ଆରାମରେ ଝରକା ପଟ ଦେଇ ବହୁତ ସହଜରେ ଫଟାଫଟ ୧୯ ମହଲା ବିଶିଷ୍ଟ ବିଲଡିଙ୍ଗ୍ ରୁ ତଳକୁ ଓହ୍ଲାଇଥିଲେ , ଏହା ଦେଖି ଏମିତି ଲାଗୁଥିଲା କି ଯେପରି ଯୁବକ ମନରେ ଭୟ ବୋଲି କିଛି ନାହିଁ , ସେ ଓହ୍ଲାଉଥିଲା ଯେପରି ଲାଗୁଥିଲା କି ଗାର୍ଡେନ୍ ରେ ସେ ବୁଲୁଚି ।

 

ମଜାଦାର୍ କଥା ଏହି କି ଯେ ଏହି ବିଲଡିଙ୍ଗ୍ ରେ ଲୋକେ ଫସି ରହିଥିବା ସୁଚନା ପାଇଁ ସୁରକ୍ଷା କର୍ମୀ ହେଲିକାପ୍ଟର ବି ମଗାଇଥିଲେ , ଯେବେ ଦେଖିଲେ ସେହି ଯୁବକ ଆରମରେ ଝରକାରୁ ତଳକୁ ଖସୁଛି ସେ ଆଶ୍ଚର୍ଯ୍ୟ ହୋଇଗଲେ,  ଓ ସେହି ବ୍ୟକ୍ତିର ଭିଡୀଓ କରିନେଲେ , ଓ ଇଣ୍ଟରନେଟ୍ ରେ ଛାଡିଦେଲେ , ଏହି ଭୟାନକ ଅଗ୍ନିକାଣ୍ତ ଏପରି ହୋଇଥିଲା କି ଅଗ୍ନୀ ରକ୍ଷକ ଦଳ ନା ଭିତରକୁ ଯାଇପାରୁଥିଲେ ନା ଭିତର ଥିବା ଲୋକେ ବାହାରକୁ ଆସିପାରୁଥିଲେ , ଓ ଅଧିକା ଧୁଆଁ ସକାଶେ କିଛି ବି ଜଣା ପଡୁନଥିଲା ,

 

ଏଥିରୁ ଜଣାଯାଏ କି ଯୁବକ ଯାହା କଲେ ତାହା କେଉଁ ସମ୍ଭବପର କାର୍ଯ୍ୟ ନୁହେଁ , ସାଧାରଣ ଲୋକ ଚଢିବାରେ ମାହିର୍ ହୋଇଥାନ୍ତି , କିନ୍ତୁ ଏପରି ପରିସ୍ଥିତିରେ ୧୯ ତମ ମହଲା ବିଶିଷ୍ଟ ବିଲଡିଙ୍ଗ୍ ରୁ ତଳକୁ ଖସିବା ଏକ ଅସମ୍ଭବ କାର୍ଯ୍ୟ , ଯାହାକି ଏହି ଯୁବକ ବହୁତ ଦୁଃସାହସିକ ଭାବେ କରିଦେଖାଇଛନ୍ତି , ଏହି ଯୁବକଙ୍କ ଠାରୁ କିଛି ଶିଖିବା ଉଚିତ୍ , ଏହି ଭଳି ପରିସ୍ଥିତିରେ ସବୁବେଳେ ଦିମାଗକୁ ଶାନ୍ତ ରଖି କାର୍ଯ୍ୟ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *