September 20, 2024

Odia Express

Leading Odia News Portal of Odisha

ସବୁ ଦିନ ତରକାରୀରେଏହି ପରିବା ଖାଆନ୍ତି ନୀତା ଅମ୍ବାନୀ , ଏହା ହେଲା ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟର ଗୁଢ ରହସ୍ୟ..ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ..

ଦେଶର ସବୁଠାରୁ ବଡ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଆସିବା ଦିନରୁ ନିଜର ଶାନଦାର ଜୀବନଶୈଳୀ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏତିକି ନୁହେଁ ଏକ ବିଜନେସ୍ ମହିଳା ହିସାବରେ ବି ଜଣାଯାଆନ୍ତି , ଓ ତାଙ୍କର କାରୋବାର ବି ବିଦେଶ ସାରା ବ୍ୟାପିଛି, କହିଦେବୁ କି ନୀତା ଅମ୍ବାନୀ ତିନୋଟି ଛୁଆଙ୍କର ମା ଅଟନ୍ତି , ଓ ସେମାନେ ଏବେ ବଡ ହୋଇସାରିଲେଣି, କିନ୍ତୁ ତାଙ୍କ ଚେହେରାରେ ଏବେ ବି ବଢୁଥିବା ବୟସର ଛାପ କେବେ ଦେଖାଦେଇନାହିଁ , ପୂର୍ବରୁ ସେ ବହୁତ ସୁନ୍ଦରଦେଖାଯାଉଥିଲେ । ନୀତା ଅମ୍ବାନୀଙ୍କ ସୁନ୍ଦରତା ଓ ଫିଟନେସ୍ କୁ ଦେଖିକରି ସମୟରେ ଏହା ଭାବିଛନ୍ତି କି ସେ ନିଜର ଫିଟନେସ୍ ଓ ତ୍ୱଚାର ସୁନ୍ଦରତା ପାଇଁ କଣ କଣ ଯତ୍ନ ନେଉଥିବେ ।

 

ଆଜି ସେହି ବିଷୟରେ ଆମେ ଏହି ଲେଖ ମାଧ୍ୟମରେ ଆଲୋଚନା କରିବାକୁ ଯାଉଛୁ । ଆପଣଙ୍କୁ କହିଦେବୁ କି ନୀତା ଅମ୍ବାନୀ ଏତେ କର୍ମବ୍ୟସ୍ତ ଜୀବନ ମଧ୍ୟରେ ସେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଜାଗ ରୁହନ୍ତି , ଏଥିପାଇଁ ସେ କେବେ ବି ଏପଟସେପଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଏତିକି ନୁହେଁ ନୀତା ଅମ୍ବାନୀ କେବେ ବି ଜଙ୍କ୍ ଫୁଡ୍ ଖାଦ୍ୟ ଖାଇନଥାନ୍ତି । ଜଙ୍କ୍ ଫୁଡ୍ କୁ ନେଇ ନୀତା ଅମ୍ବାନୀଙ୍କ ମତ କି ତାହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ , ନୀତା ଅମ୍ବାନୀ ନିଜ ଖାଦ୍ୟରେ ସବୁବେଳେ ପରିବାର ତରକାରୀ ଖାଇବାକୁ ପସନ୍ଦ କରନ୍ତି ।

 

ଯେଉଁଠି ପାଣି କଖାରୁ ତରକାରୀ କଥା ସାମ୍ନାକୁ ଆସେ ତେବେ ସମସ୍ତେ ଜାଣିଛନ୍ତି କି ଏଥିରେ ମହଜୁତ୍ ଚର୍ବୀ ବହୁତ କମ୍ ହୋଇଥାଏ , ଓ ଏହି କାରଣରୁ ନୀତା ଅମ୍ବାନୀ ଏହି ପାଣି କଖାରୁ ତରକାରୀକୁ ଖାଇବାକୁ ପସନ୍ଦ କରନ୍ତି । ଏଥିରେ ସେ କେବେ ମସଲା ନେବାକୁ ପସନ୍ଦ କରନ୍ତି ଓ ଏହା ସଂପୂର୍ଣ୍ଣ ସାଧା ହୋଇଥାଏ , ଏଥିପାଇଁ ସେ ସର୍ବଦା ଏହା ଖାଇ ନିଜକୁ ଫିଟ୍ ଓ ଗ୍ଲାମର୍ ରଖିଥାନ୍ତି ।

Leave a Reply

Your email address will not be published. Required fields are marked *