September 20, 2024

Odia Express

Leading Odia News Portal of Odisha

ମୃତ୍ୟୁକୁ ଛାଡି ସବୁ ରୋଗକୁ ମୁଳରୁ ଶେଷ କରିଦିଏ ଏହି ଜିନିଷ, ଜାଣନ୍ତୁ ଏହି ଲାଭକାରୀ ଜିନିଷ ଉପରେ…

ସବୁ ଦିନେ ଆମେ ନାନାଦି ପ୍ରକାର ପରିବା କିଣିଥାନ୍ତି , କିଛି ପରିବା ଆମେ ଭାଜିକରି ଖାଇଥାନ୍ତି , ଓ କିଛି ସାଲାଡ୍ ହିସାଅରେ ଖାଇଥାନ୍ତି , ଏହି ପରିବା ଗୁଡିକ ମଧ୍ୟରେ ଔଷଧୀୟ ଗୁଣରେ ଭରପୁର ହୋଇଥାଏ , କିନ୍ତୁ ଆମେ ସେହି ଗୁଣ ମଧ୍ୟରୁ କିଛି ଗୁଣ ବିଷୟରେ ଜାଣିନଥାଉ , ଏହି ପରିବା ର ସେବନରେ ଆମେ ନାନାଦି ରୋଗରୁ ମୁକ୍ତି ପାଇଥାନ୍ତି ।

୧) ପେଟରେ ହେଉଥିବା କୃମି: ସଜନାର ପତ୍ରକୁ ରସ କରି ପିଇଲେ ଏହା ପେଟ ମଧ୍ୟରୁ କୃମିକୁ ସମୁଳ ନାଶ କରିଥାଏ , ଓ ଏହା ସମସ୍ତ ପେଟର ସମସ୍ୟାକୁ ଦୂର କରିଥାଏ ।

 

୨) ହାଡ ଗୁଡିକ ମଜବୁତ କରିବା ପାଇଁ : ସଜନାକୁ ଆମେ କ୍ଷୀର ଠାରୁ ବି ଅଧିକା କାଲସିୟମ୍ ପାଇଥାଉ, ଏହାକୁ ନିୟମିତ ସେବନ କରିଲେ , ହାଡଗୁଡିକ ମଜବୁତ ହୋଇଥାଏ ।

 

୩) ରକ୍ତ ସଫା କରିବାକୁ ହେଲେ : ସଜନା ପତ୍ରକୁ ସୁପ୍ କରି ପିଇଲେ ଏହା ରକ୍ତ ସଫା କରିଥାଏ , ଓ ଏହା ଏକ ଔଷଧୀୟ ବନସ୍ପତି ପରି କାମ ଦେଇଥାଏ , ଏହାକୁ ନିୟମିତ ଶରୀରର ବହୁତ ରୋଗରୁ ଦୂର କରିଥାଏ ।

Leave a Reply

Your email address will not be published. Required fields are marked *