September 20, 2024

Odia Express

Leading Odia News Portal of Odisha

ଏହି ଚାରୋଟି ରାଶିର ଲୋକଙ୍କ ମଧ୍ୟରେ ଥାଏ କିଛି ଖାସ୍ କଥା- କେବେ ଅନ୍ୟ ମାନଙ୍କ ଆଗରେ ନିଜ ହୃଦୟର କଷ୍ଟ ଖୋଲିକରି କହନ୍ତି ନାହିଁ…

ସମସ୍ତଙ୍କ ସ୍ୱଭାବ ଏକା ସମାନ ହୋଇନଥାଏ । ସମସ୍ତଙ୍କ ସ୍ୱଭାବଙ୍କ ମଧ୍ୟରେ କିଛି ନା କିଛି ଫରକ ଦେଖିବାକୁ ମିଳିଥାଏ , ସେମିତି ଦୁନିଆଁରେ କିଛି ଏମିତି ଲୋକ ଦେଖିବାକୁ ମିଳିଯିବେ ଯେଉଁମାନେ ନିଜକୁ ପରିସ୍ଥିତି ଅନୁସାରେ ଖାପ ଖୁଆଇ ଚଳିଯାଆନ୍ତି , ତେବେ ଆଉ କିଛି ଲୋକ ବଦଳୁଥିବା ପରିସ୍ଥିତିକୁ ଖାପ ଖୁଆଇବାରେ ଅସମର୍ଥ ହୋଇଥାନ୍ତି , ସମସ୍ତେ ପରିସ୍ଥିତିକୁ ଖାପ ଖୁଆଇ ଚାଲିବା ଏକା ଭଳି ସମ୍ଭବପର ହୋଇନଥାଏ , ବହୁତ ଲୋକେ ଏପରି ହୋଇଥାନ୍ତି ଯେଉଁ ମାନେ ନିଜ ଭାବନାକୁ ଅନ୍ୟ ମାନଙ୍କ ସାମ୍ନାରେ କହିବାକୁ ପସନ୍ଦ କରନ୍ତି , କିନ୍ତୁ ଆଜି ଆମେ ଯେଉଁ ରାଶିମାନଙ୍କ ବିଷୟରେ କହିବୁ ଯିଏକି ନିଜକୁ ସବୁ ପରିସ୍ଥିତିରେ ବଦଳାଇଦିଅନ୍ତି , ଓ ନିଜ ଅସୁବିଧାକୁ କାହାକୁ କହନ୍ତି ନାହିଁ । ଆସନ୍ତୁ ଜାଣିବା କେଉଁ କେଉଁ ସେହି ରାଶିଗୁଡିକ ।

 

କର୍କଟ ରାଶି : ନିଜ କଷ୍ଟକୁ ସହ୍ୟ କରୁଥିବା ପ୍ରଥମ ନାଁ ଏହି ରାଶିର ବ୍ୟକ୍ତିଙ୍କର ଆସେ , କର୍କଟ ରାଶିର ଲୋକେ ନିଜ କଷ୍ଟକୁ ଅନ୍ୟମାନଙ୍କ ଆଗରେ କହିବା ପରିବର୍ତ୍ତେ ନିଜ ମଧ୍ୟରେ ଲୁଚାଇ ରଖନ୍ତି , ଏହି ଜାତକର ଲୋକେ ବହୁତ ଅଧିକା ଇମୋସନୋଲ୍ ଓ ସେନ୍ସିଟିଭ୍ ହୋଇଥାନ୍ତି , ଓ ଦୁଃଖରେ କେବେ ନିଜର ଦୂଃଖ ପ୍ରକାଶ କରନ୍ତି ନାହିଁ । କାରଣ ତାଙ୍କୁ ଦୁଃଖରେ ହସିବା ବହୁତ ଭଲ ଭାବେ ଆସିଥାଏ । ସେମିତି କର୍କଟ ରାଶିର ଜାତକରେ ସବୁ ସଂମ୍ପର୍କର ଏକ ଅଲଗା ଅଲଗା ମହତ୍ତ୍ୱ ହୋଇଥାଏ , ଏହା ସବୁ ସଂମ୍ପର୍କକୁ ସାଥିରେ ନେଇକରି ଚାଲିବାକୁ ଚାହଁନ୍ତି , ଏମାନଙ୍କୁ ଯଦି କାରଣରୁ ପ୍ରେମ ଓ ବନ୍ଧୁତାରୁ କେଉଁ ଗୋଟାକୁ ବାଛିବାକୁ କୁହାଯାଏ ତେବେ ସେ ବହୁତ ସମୟ ଲଗାନ୍ତି ।

 

କନ୍ୟା ରାଶି : ଏହି ଲିଷ୍ଟରେ କନ୍ୟା ରାଶିର ଲୋକ ସାମିଲ୍ ଅଛନ୍ତି , କୁହନ୍ତି କି କନ୍ୟା ରାଶିର ଜାତକରେ ଲୋକେ ନିଜ ମଧ୍ୟରେ ସବୁଠାରୁ ବଡ ଆଲୋଚକ ହୋଇଥାନ୍ତି , ଏମାନେ ନିଜକୁ ସବୁବେଳେ ନିମ୍ନ ବୋଲି ମନେ କରନ୍ତି , ସବୁ ଜିନିଷ ପାଇଁ ନିଜକୁ ଦୋଷୀ ମାନିବାକୁ ଲାଗନ୍ତି , ଏହି ଜାତକ ପାଇଁ ଅଲଗା ଲୋକ ନିଜକୁ ଲୁଚାଇ ରଖନ୍ତି , ଏମାନେ କେବେ ଦୁଃଖି କିମ୍ବା ଖୁସି ଏହି କଥାର ଅନ୍ଦାଜା କେହି ବି ଲଗାଇପାରନ୍ତି ନାହିଁ, ଏମାନେ ଏହି କଥାରେ ନିଜର ଦୂର୍ବଳତାକୁ ଦୁର କରିବା ଚକ୍କରରେ ସବୁବେଳେ ଚିନ୍ତିତ ରୁହନ୍ତି , ଆପଣ ଯେତେ ବି ବୁଝାଇଲେ ଏମାନେ ଏହି କଥାକୁ କେବେ ବୁଝିପାରନ୍ତି ନାହିଁ ।

 

ବିଛା ରାଶି : ବହୁତ ଲୋକଙ୍କର ଏହା ମାନିବା କଥା କି କିଏ ବି ଏମାନଙ୍କ ପ୍ରୋବ୍ଲେମ୍ କୁ ଦୂର କରିପାରିବେ ନାହିଁ ,କିଛି ଏପରି ଭାବନା ରଖି ବିଛା ରାଶିର ଜାତକର ହୋଇଥାଏ , ଏହି ରାଶିର ଲୋକେ ଅତ୍ୟାଧିକ ସାମାଜିକ ହୋଇଥାନ୍ତି , ଏହି ଲୋକଙ୍କ ମିଶାମିଶି ଅଧିକା ପସନ୍ଦ ହୋଇନଥାଏ , ଏମାନେ ନିଜ ଖୁସି କାହାକୁ ସେୟାର୍ କରନ୍ତି ନାହିଁ ଓ ନା ହିଁ ଦୁଃଖ , ନିଜ ମଧ୍ୟରେ ସିମିତ ରଖନ୍ତି ।

 

କୁମ୍ଭ ରାଶି : ବହୁତ ଦୁଃଖକୁ ନିଜ ମଧ୍ୟରେ ଲୁଚାଇ ରଖିବାକୁ ଏହି ଜାତକର ଲୋକଙ୍କୁ ଜଣାଥାଏ , କୁମ୍ଭ ରାଶିର ଜାତକର ଲୋକେ କଥାକୁ ବଡ ଗମ୍ଭୀରତା ସହ ନେଇଥାନ୍ତି , ଓ ବଡ ସାବଧାନୀ ସହ ସମସ୍ୟାକୁ ନିବାରଣ କରନ୍ତି , ସେ ନିଜ ଭାବନାକୁ ଦେଖାନ୍ତି ନାହିଁ , ଯେବେ ପର୍ଯ୍ୟନ୍ତ ଆପଣଙ୍କୁ ନ କହନ୍ତି ତେବେ ଆପଣ ଅନ୍ଦାଜା ଲଗାଇପାରିବେ ନାହିଁ ।

Leave a Reply

Your email address will not be published. Required fields are marked *