September 20, 2024

Odia Express

Leading Odia News Portal of Odisha

ସମୁଦ୍ର କୂଳରେ ଦେଖିବାକୁ ମିଳିଲା ଏକ ରହସ୍ୟମୟୀ ଜୀବ- ଏହାର ସତ୍ୟତା ଜଣା ପଡିଲା ତ ଲୋକେ ହୋଇଗଲେ ସ୍ତମ୍ଭୀଭୁତ..ଆପଣ ମଧ୍ୟ ଜାଣି ରଖନ୍ତୁ..

ଏହି ଦୁନିଆଁରେ ବହୁତ ସାରା ରହସ୍ୟ ଅଛି ଯାହା ବିଷୟରେ ମନୁଷ୍ୟ ଏବେ ପର୍ଯ୍ୟନ୍ତ ଜାଣିନାହିଁ , ଏମିତି ଏକ ଦୁନିଆଁ ଅଛି ସମୁଦ୍ରର ଯେଉଁଥିରେ କେତେ ନା କେତେ ପ୍ରକାରର ଜୀବ ଜନ୍ତୁ ସମାହିତ ଅଛନ୍ତି , ବହୁତ ସାରା ଜୀବଙ୍କ ଖୋଜ୍ ହୋଇସାରିଛି, କିନ୍ତୁ ଏବେ ବହୁତ ସାରା ଏପରି ଜୀବ ଅଛନ୍ତି ଯାହାଙ୍କ ବିଷୟରେ ଆମେ ଜାଣିନାହେଁ , ଏମିତି ଏକ ଫିଲିପିଂସ ରେ ଏକ ରହସ୍ୟମୟୀ ସମୁଦ୍ରୀ ଜୀବ ଅଚାନକ ବହୁ ଥିବା ସମୁଦ୍ର ତଟରେ ଆସିଗଲା , ଏହି ଜୀବ ଦେଖିବାକୁ ବହୁତ ଖତରନାକ ଓ ବହୁତ ଭୟାନକ ଥିଲା , ଯାହା ଦେଖିବାକୁ ଏକ ଶକ୍ତିଶାଳୀ ଜୀବ ବୋଲି ମନେ ହେଉଥିଲା ।କୁଳରେ ଏକ ରହସ୍ୟମୟୀ ଜୀବ ଲୋକଙ୍କ ମଧ୍ୟରେ ଏକ ବିନାଶକାରୀ ବିପଦ ସୃଷ୍ଟି କରି ଭୟଭୀତ କରୁଛି, ୧୧ ମେ ସଂନ୍ଧ୍ୟା ପ୍ରାୟ ୭ ଟା ବେଳେ ଦେଖାଯାଇଥିବା ଏହି ବିଶାଳକାୟ ଜୀବ ସ୍ଥାନୀୟ ଲୋକ ଗ୍ଲୋବଷ୍ଟର କହୁଛନ୍ତି

 

ଏହି ଜୀବର ସୁଚନା ମିଳିବାପରେ ସମୁଦ୍ର ତଟରେ ପହଞ୍ଚିଥିବା ମେରାଇନ୍ କର୍ମଚାରୀମାନେ ସ୍ୟାମ୍ପେଲ୍ ହିସାବରେ ଜୀବର ଫଟୋ ନେଲେ , ସେଠାରେ ଉପସ୍ଥିତ ଲୋକଙ୍କ କହିବା କଥା କି ଏହି ଜୀବ ଠୁ ବହୁତ ଦୁର୍ଗନ୍ଧ ଆସୁଥିଲା, ମେରାଇନ୍ କର୍ମଚାରୀ କହିଲେ କି ଏହି ଜୀବ ଅଲଗା ଗ୍ରହର ହୋଇପାରେ । ଏହି ଜୀବକୁ ଦେଖିବାକୁ ବହୁତ ଭିଡ ହୋଇଥିଲା,  ଆଜି କାଲି ସେଲଫି ଜମାନାରେ ଲୋକେ ଏହି ଜୀବର ସେଲଫି ନେଲେ କିଛି ଲୋକଙ୍କର ମାନିବା କଥା କି ଏହି ଜୀବ ଏକ ବିନାଶକାରୀ ବିପଦ ର ସଙ୍କେତ ହୋଇପାରେ , ସ୍ଥାନୀୟ ଲୋକଙ୍କ କହିବା କଥାକି ଆରିଏଣ୍ଟଲ୍ ମିନଡୋରୋରେ ଏକ ଜବରଦସ୍ତ ଭୁମିକମ୍ପ ଆସିବାର ଅଛି, କେବଳ ଆମର ନିରାପଦ ପାଈଁ ଚିନ୍ତା କରନ୍ତୁ , ଏହି ଜୀବକୁ ନଷ୍ଟ କରିବାକୁ ପ୍ରସ୍ତୁତି ଚାଲିଛି , କର୍ମଚାରୀଙ୍କ କହିବା କଥା କି ଏହା ଏକ ମରି ହ୍ୱେଲ୍ ଅଟେ ।

 

ମତ୍ସ୍ୟ ପାଳନ ଆଇନ୍ ର ଅଧିକାରୀ ଏହି ଜୀବର କିଛି ନମୁନା ଏକାଠି କରିଛନ୍ତି , କିନ୍ତୁ ମାନା ଯାଉଛି କି ଏହି ଜୀବ ଏକ ହ୍ୱେଲ୍ ଅଟେ , କିନ୍ତୁ ଏହାର ସଠିକ୍ ପ୍ରଜାତି କଣ ଅଟେ , ଏହା ବିଷୟରେ କିଛି ସଠିକ୍ ପ୍ରମାଣ ମିଳିପାରିନାହିଁ, ଏହି ଜୀବର ଟିସ୍ୟୁ ଓ ଡିଏନ୍ ଏ ଯାଞ୍ଚ ପାଇଁ ଲ୍ୟାବ୍ ପଠାଯାଈଛି, ଏବେ ଯେବେ ପର୍ଯ୍ୟନ୍ତ ରିପୋର୍ଟ ନ ଆସେ ତେବେ ପର୍ଯ୍ୟନ୍ତ ଏହି ବିଶାଳକାୟ ଜୀବର ବିଷୟରେ କିଛି କୁହାଯାଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *