December 22, 2024

Odia Express

Leading Odia News Portal of Odisha

ପ୍ରଧାନମନ୍ତ୍ରୀଙ୍କୁ ଯଦି ଅନଲାଇନ୍ ଅଭିଯୋଗ କରିବାର ଅଛି ତେବେ ଆପଣାନ୍ତୁ ଏହି ପ୍ରକିୟା – ସଂଗେ ସଂଗେ ମୋଦି ଆପଣଙ୍କ କଥା ଶୁଣିବେ..

ଆମେ ଯେଉଁ ଦେଶରେ ରହୁଛେ ତାହା ଏକ ଲୋକତାନ୍ତ୍ରିକ ଦେଶ ଅଟେ , ଏହାର ଅର୍ଥ ଏହା କି ଏଠାରେ ଲୋକଙ୍କର ଶାସନ ଏହାର ପରିଭାଷା ଅଛି ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ଶାସନ ଅଛି , ଏହା ଏପରି ଏକ ବ୍ୟବସ୍ଥା ଅଟେ ଯାହାର ସଂଚାଳନ ଲୋକଙ୍କ ଦ୍ୱାରା ବଛା ହୋଇଥିବା ପ୍ରତିନିଧିଙ୍କ ଦ୍ୱାରା କରାଯାଏ , ଭାରତ ଦେଶରେ ଲୋକଙ୍କ ଅଭିଯୋଗ ଶୁଣିବା ଓ ତାହାକୁ ସୁଚାରୁ ରୁପେ ବୁଝିବାପାଇଁ ସବୁ ସ୍ତରରେ ବିଭିନ୍ନ ଅଧିକାରୀ, ପ୍ରତିଅଧିକାରୀ, ଆଦି ନିର୍ବାଚିତ ହୋଇଥାନ୍ତି , କିନ୍ତୁ ଅଧିକାଂଶ ଲୋକ ଏହି ସବୁ ଜିନିଷରୁ ଜାଣିବାରେ ଅଜ୍ଞ ହୋଇଥାନ୍ତି , ଯେବେ କେଉଁ ଲୋକ ପ୍ରତିନିଧି ତାଙ୍କର ଅସୁବିଧାକୁ ଦୂର କରିପାରେ ନାହିଁ । ସେମାନେ ବହୁତ ନିରାଶ ହୋଇଥାନ୍ତି ।

 

ଏମିତିରେ ସାଧାରଣ ଲୋକଙ୍କ ନିରାଶା ଓ ହତାଶାକୁ ଦୂର କରିବାପାଇଁ ଏବେ ସିଧା ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବାପାଇଁ ଇଣ୍ଟରନେଟ୍  ମାଧ୍ୟମରେ ଅନଲାଇନ୍ ନିଜର ଅସୁବିଧା ଅଭିଯୋଗ ଦାଖିଲ କରିହେବ , ଓ ଦରକାର ପଡିଲେ ନିଜର ରାୟ ପ୍ରତିପାଦନ କରିପାରିବେ , ଆପଣଙ୍କୁ ଏକ ଅଭିଯୋଗ ନମ୍ବର ଦିଆଯିବ , ଯାହା ଜରିଆରେ ଆପଣ ନିଜର ଅଭିଯୋଗ କିମ୍ବା ମତାମତ ପୋଷଣ କରିପାରିବେ । ଏହାର ଏକ ବଡ ଫାଇଦା ହେଲା ଏହା ଦ୍ୱାରା ଆପଣଙ୍କ ଅଭିଯୋଗର ଶୁଣାଣୀ ଜଲଦି ହୋଇଯାଏ , ଏହାପାଇଁ ଆପଣଙ୍କୁ କିଛି ପ୍ରକିୟା କରିବାକୁ ହେବ , ସବୁଠାରୁ ପ୍ରଥମେ ନିଜ କମ୍ୟୁଟର କିମ୍ବା ଫୋନ୍ ରେ ପିଏମ୍ ଇଣ୍ତିଆ ଲେଖିକରି ସର୍ଚ୍ଚ କରିବାକୁ ହେବ , ଓ ଏହା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କର ଅଫିସିଆଲ୍ ସାଇଟ୍ ଓପନ୍ ହୋଇଯିବ , ତାହାପରେ ରାଇଟ୍ ସାଇଡ୍ ରେ ଯାଇକରି ନିଜର ଆଞ୍ଚଳିକ ଭାଷା ବାଛିବାକୁ ହେବ ।

 

ତଳକୁ ଆସିବାପରେ ସେଠାରେ ଏକ ଅପସନ୍ ଆସିବ ଯେଉଁଠି ନିଜର ଅଭିଯୋଗ କିମ୍ବା କୌଣସି ମତାମତ ପୋଷ୍ଟ କରିପାରିବେ , ଓ ଅନ୍ୟରେ ପ୍ରଧାନମନ୍ତ୍ରୀ ଲେଖା କଲମ୍ ରେ ନିଜ ଅଭିଯୋଗ ପୋଷ୍ଟ କରିପାରିବେ , ଏହା ଏକ ଫର୍ମ ହିସାବରେ ଓପନ୍ ହୋଇଯିବ , ଯେଉଁଥିରେ ଆପଣଙ୍କ ବ୍ୟକ୍ତିଗତ ବିବରଣୀ ଦେବାକୁ ହେବ , ଓ ଅଭିଯୋଗ ଲେଖିକରି ପଠଇବାକୁ ପଡିବ , ତାହା ପରେ ଏକ ଫୋନ୍ ରେ ଏକ ମେସେଜ୍ ଆସିବ ଯାହାକି ଆପଣଙ୍କ ଅଭିଯୋଗ ନମ୍ବର ଥିବ ।

Leave a Reply

Your email address will not be published. Required fields are marked *