September 20, 2024

Odia Express

Leading Odia News Portal of Odisha

ଯଦି ଆପଣ ମଧ୍ୟ କୌଣସି ବିବାହିତା ମହିଳାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି ତେବେ ନିଶ୍ଚିତ ଜାଣିରଖନ୍ତୁ ଏହି ଚାରୋଟି କଥା…

ଆଜିର ଯୁଗ ବହୁତ ଆଧୁନିକ ହୋଇସାରିଛି ଓ ଯଦି ଆମେ ବର୍ତ୍ତମାନର ଯୁବପିଢି ବିଷୟରେ କହିବା ତେବେ ଏମାନେ ସବୁଥିରେ ଆଗରେ ଅଛନ୍ତି । କିଛି ଘଟଣାରେ ଏପରି ଦେଖିବାକୁ ମିଳୁଛି ଯେ ପ୍ରକୃତରେ ଚମକେଇଦେଲାଭଳି ଅଟେ । ହଁ ଆଜ୍ଞା ଆପଣ ପ୍ରେମ ପ୍ରୀତି ଓ ଆକର୍ଷଣ ଭଳି ସବୁକଥା ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ଶୁଣିକରି ହୁଏତ ଆପଣ ବିଶ୍ଵାସ କରି ନପାରନ୍ତି  | ସର୍ବପ୍ରଥମେ ଏହା ଜଣେଇଦେଉଛୁ ଯେ ଆମ ସମାଜରେ ଏହା ବିଶ୍ଵାସ କରାଯାଏ ଯେ ବିବାହ ପରେ ନାରୀ ମାନଙ୍କର ଚେହେରା ଆହୁରି ସୁନ୍ଦର ହୋଇଯାଏ ଓ ସେମାନେ ଆହୁରି ଅଧିକ ସୁନ୍ଦରୀ ଲାଗନ୍ତି । ବୋଧହୁଏ ଏହା ହିଁ କାରଣ ଯେ କିଛି ଅବିବାହିତ ପୁଅ ସେମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଯାନ୍ତି । ଏମିତିରେ ମଧ୍ୟ ବିବାହର ଦୀର୍ଘ ସମୟ ପରେ ସମ୍ପର୍କରେ ପୂର୍ବପରି ପ୍ରେମ ରହେନାହିଁ ତ ସ୍ଵାମୀ କିମ୍ବା ସ୍ତ୍ରୀ ବାହାରେ ସମ୍ପର୍କ ଖୋଜନ୍ତି ।

 

ଅନେକଥର ଦେଖାଯାଇଛି ଯେ ବିବାହିତା ମହିଳାମାନେ ଅବିବାହିତାଙ୍କ ତୁଳନାରେ ଅଧିକ ଆତ୍ମବିଶ୍ବାସୀ ହୋଇଥାନ୍ତି , ଏଥିପାଇଁ ସେମାନେ ପୁରୁଷଙ୍କୁ ପ୍ରଭାବିତ କରିପାରନ୍ତି ଓ ସେମାନଙ୍କର ଜାଣତ ବା ଅଜାଣତରେ ନଚାହିଁ ମଧ୍ୟ ଆକର୍ଷଣ ସୃଷ୍ଟି ହୋଇଥାଏ । ବିବାହିତା ମହିଳାମାନେ ପୁରୁଷଙ୍କ ମନସ୍ତତ୍ଵ ଭଲଭାବରେ ବୁଝିପାରନ୍ତି ଓ ତାଙ୍କର ଭାବନାତ୍ମକ ଆବଶ୍ୟକତା ହିସାବରେ କାମ କରନ୍ତି ।

 

ଏହି କାରଣରୁ ବିବାହିତା ମହିଳାମାନେ ଅନ୍ୟମାନଙ୍କୁ ନିଜ ତରଫକୁ ଶୀଘ୍ର ଆକର୍ଷିତ କରିପାରନ୍ତି । କିନ୍ତୁ କଣ ଆପଣଙ୍କୁ ଜଣା ଯେ କେବଳ ପୁରୁଷ ନୁହେଁ ମହିଳାମାନେ ମଧ୍ୟ ଏସବୁରେ କମ ନୁହଁନ୍ତି ତେଣୁ ଆପଣମାନେ ଅନେକ ସମୟରେ ଖବରକାଗଜରେ କିମ୍ବା ଟିଭିରେ ଅତିରିକ୍ତ ବୈବାହିକ ସମ୍ପର୍କ ର ଖବର ଶୁଣିବାକୁ ପାଉଥିବେ । ଆପଣଙ୍କୁ ଏହା ମଧ୍ୟ ଜଣେଇଦେଉଛୁ ଯେ ଯେତେବେଳେ କୌଣସି ଅବିବାହିତ ପୁଅ ବା ଝିଅ କୌଣସି ବିବାହିତ ତରଫକୁ ଆକର୍ଷିତ ହୁଅନ୍ତି ତେବେ ତାଙ୍କୁ କିଛି ବିଷୟର ଧ୍ୟାନ ନିଶ୍ଚିତ ରଖିବା ଉଚିତ ।

 

ଆସନ୍ତୁ ଜାଣିବା ସେକଥା ଗୁଡିକ କଣସବୁ

ପ୍ରଥମେ ଆପଣଙ୍କୁ ଜଣେଇ ଦେବୁ ଯେ ଯେବେ ବି କୌଣସି ବିବାହିତା ମହିଳାଙ୍କ ତରଫକୁ ଆକର୍ଷିତ ହେବେ ତେବେ ସେଠାରେ ନିଜର ପାଦ ଆଗକୁ ବଢେଇବା ଆଗରୁ ଦଶଥର ଭବିବେ କାରଣ ଏହିପରକର ସମ୍ପର୍କର କୌଣସି ଭବିଷ୍ୟତ ନଥାଏ ।

ସେଠାରେ ଧ୍ୟାନ ରଖିବେ ଯେ ଯଦି ଆପଣ ଏହି ପ୍ରକାର ମହିଳାଙ୍କ ପ୍ରେମରେ ପଡିଯିବେ ତେବେ ଏହି ସମ୍ପର୍କରୁ ମୁକ୍ତି ପାଇବା କଷ୍ଟ ହେବ କିନ୍ତୁ ଏହା ବ୍ୟତୀତ ଆପଣ ଧ୍ୟାନ ରଖିବେ ଯେ ଏହି ସମ୍ପର୍କ   ରଖିବାର ସ୍ଵପ୍ନ ରଖିବେ ନାହିଁ  କାରଣ ଏହି ସମ୍ପର୍କ ବହୁତ ମଜବୁତ ହୋଇଯାଏ ଓ ପରେ ଅଲଗା ହେବ ବହୁତ ମୁସ୍କିଲ ହୋଇଯାଏ ।

 

ଅନେକଥର ଏପରି ବି ହୁଏ ଯେ ଗୋଟିଏ ସ୍ଥାନରେ ଏକସଙ୍ଗରେ କାମ କରୁଥିବା ସମୟରେ ପୁଅମାନେ ନିଜର ସହକର୍ମୀଙ୍କ ତରଫକୁ ଆକର୍ଷିତ ହୋଇଯାନ୍ତି ପଛେ ସେ କୁଆଁରୀ ହେଉ କିମ୍ବା ବିବାହିତା, କିନ୍ତୁ ତାଙ୍କୁ ଏହା ଜଣାନଥାଏ ଯେ ତାଙ୍କର ଏହି ପଦକ୍ଷେପ ତାଙ୍କୁ କେଉଁ ବିପଦ ଆଡକୁ ଟାଣିନେବ । କାରଣ ଆଗକୁ ଯାଇ ଏହି ସମ୍ପର୍କରେ ବିବାହର ପ୍ରଶ୍ନ ହିଁ ନଥାଏ ।

ଧ୍ୟାନରଖିବେ ଯେ କେବେ ମଧ୍ୟ କୌଣସି ବିବାହିତା ମହିଳାଙ୍କ ପ୍ରତି ସମ୍ପର୍କ ରଖିବା ପୂର୍ବରୁ ନିଜ ମନକୁ ସଂପୂର୍ଣ୍ଣ ସମ୍ଭାଳିକରି ରଖିବେ ଓ ତାଙ୍କଠାରୁ ଏହି ଆଶା ରଖିବେ ନାହିଁ ଯେ ସେ ନିଜର ସ୍ଵାମୀ ଓ ଘରପରିବାର ଛାଡି ଆପଣଙ୍କ ପାଖକୁ ଆସିବେ କାରଣ ମହିଳା କେବେବି ଆପଣାକୁ ନିଜ ଜୀବନରୁ ଚାଲିଯିବାକୁ କହିବେ ନାହିଁ ।

Leave a Reply

Your email address will not be published. Required fields are marked *