September 20, 2024

Odia Express

Leading Odia News Portal of Odisha

ସଡକରେ ଫୁଲ ବିକ୍ରି କରୁଥିଲା ଝିଅଟି , ମୁଖ୍ୟମନ୍ତ୍ରୀଙ୍କ ପଡିଗଲା ନଜର, ତାପରେ ସେ କଲେ ଏପରି କାମ ଯାହକୁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଆମ ଦେଶରେ ଆଜି ବି ଭଲ ଲୋକଙ୍କ କମି ନାହିଁ , ଦରକାର ଯେ ଠିକ୍ କିମ୍ବା ଭୁଲ୍ ପରଖିବା, ଯଦି ଆମେ ଠିକ୍ ବ୍ୟକ୍ତିର ଚୟନ କରୁଛନ୍ତି ତ ଆମ ସାଙ୍ଗରେ ଭଲ ହୋଇଥାଏ । ଯଦି ଆମେ ଭୁଲ୍ ବ୍ୟକ୍ତିକୁ ଚୟନ କରନ୍ତି ତ ସେ ଆମ ସହ ଭୁଲ୍ କରିଥାଏ ।ତେବେ ଦେଶରେ ଏବେ ମଧ୍ୟ ଏପରି କିଛି ମହାନ ଲୋକ ମହଜୁଦ ଅଛନ୍ତି ତାହା ଆପଣ ଆଜି ଜାଣି ପାରିବେ | ଆଜି ଆଂଏ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରଅ ସ୍ୱାମୀ ଙ୍କ କଥା କହୁଛେ ଯିଏକି କିଛି ଏପରି କାମ କଲେ ଯାହାକୁ ଆପଣ ନ ଦେଖି ରହି ପାରିବେ ନାହିଁ ।

ଆପଣଙ୍କୁ କହିଦେବୁ କି ସେ ରାଜ୍ୟର ଭ୍ରମଣରେ ଯାଇଥିଲେ । ଓ ସେ ଦେଖିଲେ ଏକ ଛୋଟ ଝିଅ ଗାଡି ବାଲାଙ୍କୁ ଫୁଲ ବିକ୍ରି କରୁଛି । ଯେତେବେଳେ ତାଙ୍କୁ ଜଣା ଗଲା କି ସେ ଝିଅଟି ଫୁଲ ବିକ୍ରି କରୁଛି ସେ ତାକୁ ନିଜ ପାଖକୁ ଡାକି ଘର ଓ ପରିବାର ଓ ଶିକ୍ଷାର ବିଷୟରେ ପଚାରିଲେ । ସେ ଝିଅଟି କହିଲା କି ତାର ମା ଓ ବାପା ରୋଗାକ୍ରାନ୍ତ ଅଛନ୍ତି । ଏଥିପାଇଁ ସେ ଘରର ଖର୍ଚ୍ଚ ବାହାର କରିବାପାଇଁ ଏହି ଫୁଲ ଗୁଡିକୁ ବିକ୍ରି କରୁଛି , ଝିଅଟି ଅଲଗା ଅଲଗା ଗାଡିମାନଙ୍କ ପାଖକୁ ଯାଇକରି ଫୁଲ ବିକ୍ରିକରୁଥିଲା ,

 

ଏତିକି ବି ନୁହେଁ ସେ ଝିଅକୁ ମୁଖ୍ୟମନ୍ତ୍ରୀ ଯେତେବେଳେ ପଇସା ଦେବାପାଇଁ ଚାହିଁଲେ ସେ ଝିଅଟି ମନା କରିଦେଲା । ଯେତେବେଳେ ମୁଖ୍ୟମନ୍ତ୍ରୀ ସେ ଝିଅର ଭବିଷ୍ୟତ ଉଜ୍ଜଳ କରିବାପାଇଁ ଏକ ନିର୍ଣ୍ଣୟ ନେଲେ ଓ ସେଇ ଝିଅକୁ ପାଠପଢା ଓ ରହିବାପାଇଁ ବ୍ୟବସ୍ଥାରୁ ନେଇକରି ମୁଖ୍ୟମନ୍ତ୍ରୀ ଆଦେଶ ଦେଲେ । ଏତିକି ବି ନୁହେଁ ମୁଖ୍ୟମନ୍ତ୍ରୀ ସେ ଝିଅର ବାପା ଓ ମାଙ୍କୁ ବିଷୟରେ ଜାଣିକରି ମୁଖ୍ୟମନ୍ତ୍ରୀ ଆବାସକୁ ଆସିବାପାଇଁ କହିଲେ । ଓ ସେଇ ଛୋଟ କୋମଳ ଝିଅର ଗାଲରେ ହାତ ବୁଲାଇଆଣିଲେ ।

ଯେତେବେଳେ କୁମାର ସ୍ୱାମୀ ଏହି ଘଟଣା ମିଡିଆ ପାଖରେ ପହଞ୍ଚିଲା ସେତେବେଳେ ସବୁ ଲୋକ ତାଙ୍କର ପ୍ରଶଂସା କରିଥିଲେ , ଆଜି ବି ସମୟରେ ନେତାମାନଙ୍କର ଏପଟେ ସେପଟେ ଦେଖିବାର ଫୁରସତ୍ ନାହିଁ ,କିନ୍ତୁ ସେହି କାମ ମୁଖ୍ୟମନ୍ତ୍ରୀ କଲେ

Leave a Reply

Your email address will not be published. Required fields are marked *