September 19, 2024

Odia Express

Leading Odia News Portal of Odisha

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରର ଏହି ୭ ଟି ଅଙ୍ଗଗୁଡିକରେ ଯଦି କୁଣ୍ତେଇ ହୁଏ ତେବେ ଜଲଦି ଶୁଭ ସଙ୍କେତ ମିଳିଥାଏ – ଏବେ ହିଁ ଜାଣିରଖନ୍ତୁ..

ଆଜିର ସବୁଦିନ କର୍ମବ୍ୟସ୍ତତା ଭିତରେ ସମସ୍ତଙ୍କୁ ପଇସା ଦରକାର ପଡିଥାଏ , ଏହା ଛଡା ବିନା କୌଣସି ପରିଶ୍ରମରେ କୌଣସି କାମ କରିବା ଅସମ୍ଭବ ଅଟେ । ଓ ପଇସା କମାଇବାକୁ ହେଲେ ପରିଶ୍ରମର ଆବଶ୍ୟକତା ପଡିଥାଏ , ଯଦି ଅଧିକା ପରିଶ୍ରମ କରିବେ ତେବେ ଧନର ପ୍ରାପ୍ତି ହେବ , ସାମୁଦ୍ରିକ ଶାସ୍ତ୍ରରେ ଶରୀରରେ ବିଭିନ୍ନ ଅଙ୍ଗରେ ହେବାକୁ ଥିବା ପରିବର୍ତ୍ତନ ବିଶ୍ଳେଷଣ କରାଯାଇଛି । ଯେଉଁଥିରେ ଶରୀରର ବିଭିନ୍ନ ଅଙ୍ଗରେ ହେଉଥିବା କୁଣ୍ତିଆର କିଛି ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ ଶରୀର ମଧ୍ୟରେ ହେଉଥିବା ୭ ଟି ଭିନ୍ନ ପ୍ରକାରର କୁଣ୍ତିଆ ବିଷୟରେ ଆଲୋଚନା କରିବୁ , ଯାହା ଦ୍ୱାରା ଆପଣଙ୍କୁ କିଛି ଶୁଭ ସଙ୍କେତ ମିଳିବ । ଆସନ୍ତୁ ଜାଣିବା ସେହି ବିଷୟରେ ।

 

୧) କାନ୍ଧ ଯଦି କୁଣ୍ତେଇ ହୁଏ : ଆପଣଙ୍କ ଡାହାଣ କାନ୍ଧରେ ଯଦି କୁଣ୍ତେଇ ହୁଏ ତେବେ ଏହା ଜଣାଇଥାଏ କି ଆପଣଙ୍କୁ କିଛି ବଡ ଜିନିଷ ମିଳିବାର ଆଶଙ୍କା ଅଛି, ଆପଣ କିଛି ଦିନ ମଧ୍ୟରେ ସନ୍ତାନ ସୁଖ ପ୍ରାପ୍ତି କରିପାରିବେ । ଓ ଏହା ସହ ଏହା ସୂଚାଇଥାଏ କି ଆପଣଙ୍କୁ କିଛି ଭଲ ମିଳିବାର ଅଛି ।

୨) ଗାଲରେ କୁଣ୍ତେଇ ହେବା : ସାମୁଦ୍ରିକ ଶାସ୍ତ୍ରରେ ଯଦି ବହୁତ ଦିନରୁ ଆପଣଙ୍କ ବାଁ ଗାଲରେ କୁଣ୍ତେଇ ହୁଏ ତେବେ ଏହାର ଅର୍ଥ ଆପଣ ଯେଉଁ ବ୍ୟକ୍ତିକୁ ଅଧିକା ପ୍ରେମ କରନ୍ତି , ଓ ସେ ଆପଣଙ୍କ ବିଷୟରେ ଭଲ ଭାବନା ରଖୁଛନ୍ତି , କିନ୍ତୁ ଯଦି ଆପଣଙ୍କ କୁଣ୍ତିଆ ଡାହାଣ ଗାଲରେ ହେଉଛି ତେବେ ଜାଣିବେ କି ମନରେ କିଛି ଖରାପ ଭାବନା ରହୁଛି , ଯଦି ଆପଣଙ୍କ କୁଣ୍ତିଆ ସିଧା ଗାଲରେ ହୋଇଥାଏ ତେବେ ବୁଝିଯିବେ କି ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ ଖରାପ ଚିନ୍ତାଧାରା ରଖୁଛନ୍ତି ।

 

୩) ଓଠ କୁଣ୍ତେଇ ହେବା : ଯଦି ଓଠରେ କୁଣ୍ତେଇ ହୁଏ ତେବେ ଏହା ଭଲ ହୋଇନଥାଏ , ଏହା ଦ୍ୱାରା ଜଣାପଡେ କି ଆପଣଙ୍କ ପାଖାପାଖି ଲୋକ କିଏ ଆପଣଙ୍କ ବିଷୟରେ ଖରାପ ଚିନ୍ତାଧାରା ନେଇ ଆଲୋଚନା କରୁଛି, ଯାହା ଆପଣଙ୍କ ସମ୍ମାନକୁ ପ୍ରଭାବିତ କରୁଛି । ଏହି କଥାକୁ ସଙ୍କେତ ଦିଏ କି ଯଦି ସେ ଖରାପ ଚିନ୍ତାଧାରା କରୁଛି ତେବେ ଆପଣଙ୍କ କ୍ଷତି ବି ପହଞ୍ଚାଇପାରେ , ଆପଣଙ୍କୁ ସାବଧନତା ଅବଲମ୍ବନ କରିବାକୁ ପଡିବ ।

 

୪) ମୁଣ୍ତର ପଛ ଭାଗରେ କୁଣ୍ତେଇ ହେବା :  ଯଦି ମୁଣ୍ତର ପଛ ଭାଗରେ କୁଣ୍ତେଇ ହୁଏ ତେବେ ଏହା ସୁଚେଇଥାଏ କି ଆପଣଙ୍କ ଅଫିସ୍ କିମ୍ବା କାର୍ଯ୍ୟସ୍ଥଳରେ କିଛି ବଡ ଉପଲ୍ଲବ୍ଧି ମିଳିବାର ଅଛି  , ତାପରେ ପଦୋନ୍ନତି ହୋଇପାରେ , ଏହା ସହ ଆପଣଙ୍କ କାର୍ଯ୍ୟରେ ଉନ୍ନତି ବି ହେବ ।

୫) ଯଦି ଆପଣଙ୍କ ଆଖିର ପତ୍ତା ଉପର କୁଣ୍ତେଇ ହୁଏ : ଏହାର ଲକ୍ଷଣ ଏହା ହୋଇଥାଏ କି ଭବିଷ୍ୟରେ ଆପଣଙ୍କ ପାଖାପାଖି ସଂମ୍ପର୍କୀୟ ଲୋକେ ନିରାଶ କରିପାରନ୍ତି , ଯଦି କୁଣ୍ତିଆ ଡାହାଣ ଆଖି ପତ୍ତାରେ ହୁଏ ତେବେ ଆପଣଙ୍କ ପୁରୁଣା ସାଙ୍ଗ ସହ ସାକ୍ଷାତ କରିପାରନ୍ତି , ଗଳାର ପଛ ଭାଗରେ କୁଣ୍ତିଆ ହେଲେ ଆପଣଙ୍କ ପରିବାର କେଉଁ ସଦସ୍ୟଙ୍କ ଖରାପ ହୋଇପାରେ ।

 

୬) ହାତର ମଝି ଭାଗରେ କୁଣ୍ତେଇ ହେବା : କେବେ କେବେ ହାତରେ କୁଣ୍ତେଇ ହେବା ଶୁଭ ସଙ୍କେତ ଦେଇଥାଏ , ଯଦି ଡାହାଣ ହାତରେ ହୋଇଥାଏ ତେବେ ଜଲଦି ହିଁ ଆପଣଙ୍କୁ ଧନ ମିଳିବାର ଆଶଙ୍କା ହୋଇଥାଏ , ବାଁ ହାତରେ କୁଣ୍ତିଆ ହେଲେ ଏହା ପଇସା କମେଇବାର ଆଶଙ୍କା ଦେଇଥାଏ ।

 

୭) ପାଦ ତଳ କୁଣ୍ତେଇ ହେବା : ଯଦି ଆପଣଙ୍କ ଡାହାଣ ଗୋଡର ପାଦ କୁଣ୍ତେଇ ହୁଏ ତେବେ ଏହା ସଙ୍କେତ ଦେଇଥାଏ କି ଆପଣ କେଉଁ ଆଡେ ଦୂର ଯାତ୍ରା କରିପାରନ୍ତି , ଏହା ଆପଣଙ୍କୁ ସୁଖଦ ପରିଣାମ ଦେବ , ଯଦି ବାଁ ପାଦରେ ହୁଏ ତେବେ ଏହା ଆର୍ଥିକ ଅବସ୍ଥାରେ କ୍ଷତି ପହଞ୍ଚାଇପାରେ ।

Leave a Reply

Your email address will not be published. Required fields are marked *