September 13, 2024

Odia Express

Leading Odia News Portal of Odisha

ବିନା କୋଚିଙ୍ଗ୍ ରେ ଆଜି IAS ହୋଇଛନ୍ତି ଏକ ମାମୁଲି ଦୋକାନୀର ଝିଅ – କିନ୍ତୁ IAS ହେବାପରେ କଲେ ଏଭଳି କାମ ଯେ ସମସ୍ତେ ଚକିତ ହେଇଗଲେ..

ଯଦି ମଣିଷ ପରିଶ୍ରମ କରେ ତେବେ କିଛି ବି ଅସମ୍ଭବ ନୁହେଁ , ଆଜି ଆମେ ଆପଣଙ୍କୁ ୨୦୧୭ ର ଉତ୍ତରାଖଣ୍ତର ଟପର୍ ନମାମି ବନସଲ୍ ଙ୍କ କାହାଣି କହିବାକୁ ଯାଊଛୁ , ଯିଏକି ସମସ୍ତଙ୍କ୍ ପାଇଁ ଏକ ପ୍ରେରଣାର ଉତ୍ସ ହୋଇଛନ୍ତି , ଲାଜପତ ରାୟ ମାର୍ଗ ରିଷିକେଶ ନିବାସୀ ନମାମୀ ବନସଲ୍ ଙ୍କୁ ଦିନେ ଗୋଟିଏ ଫୋନ୍ ଆସିଲା କି ତାଙ୍କ ଝିଅ ଆଇଏଏସ୍ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି । ସେ ଖୁସିରେ ପାଗଳ ହୋଇଉଠିଥିଲେ , ନମାମୀ ବନସଲ୍ ଙ୍କ ବାପା ରାଜକୁମାର ବନସଲ୍ ରିଷିକେଶରେ ବାସନ ଦୋକାନ କରିଛନ୍ତି , ନମାମୀ ନିଜ ପ୍ରାଥମିକ ସ୍ତରରୁ ନେଇକରି ଇଣ୍ଟର ପର୍ଯ୍ୟନ୍ତ ଶିକ୍ଷା ଏନ୍ ଡିଏସ୍ ଗୁମାନିବାଲା ରୁ କରିଛନ୍ତି , ସେ ଦଶମରେ ୯୨,୪ ପ୍ରତିଶତ ଓ ଇଣ୍ଟରମେଡିଏଟ୍ ରେ ୯୪,୮ ପ୍ରତିଶତ ଅଙ୍କ ହାସିଲ୍ କରିଥିଲେ, ସ୍କୁଲ୍ ସହ ରିଷିକେଶର ନାଁ ଉଜ୍ଜଳ କରିଥିଲେ ,

 

ସେ ଅର୍ଥଶାସ୍ତ୍ରରେ ଅନର୍ସ ଲେଡି ଶ୍ରୀରାମ କଲେଜ ଦିଲ୍ଲୀ ରୁ ଏମ୍ ଏ ଓପନ୍ ୟୁନିଭରସିଟି ହଲଦ୍ୱାନୀ ରୁ ଅର୍ଥଶାସ୍ତ୍ର ବିଷୟ କରିଥିଲେ , ଏମ୍ ଏ ରେ ଓପନ୍ ୟୁନିଭରସିଟି ଟପର୍ ରହିଥିବା ନମାମୀ ରାଜ୍ୟପାଳ କେକେ ପୋଲ୍ ୧୭ ଅପ୍ରେଲ୍ ୨୦୧୭ କୁ ଗୋଲ୍ଡ ମେଡାଲ୍ ରୁ ସମ୍ମାନିତ ହୋଇଥିଲେ,  ସେ କହିଲେ କି ଏହି ପରିକ୍ଷା କୁ ପାସ୍ କରିବାପାଇଁ ସେ କେଉଁ ଭଳି କୋଚିଙ୍ଗ୍ ନେଇ ନାହାନ୍ତି  ସେ ନେଟ୍ ଦ୍ୱାରା ବିଷୟ ଗୁଡିକ ପ୍ରସ୍ତୁତ କରି ଏହି ପରୀକ୍ଷା ପାସ୍ କରିଛନ୍ତି ,

 

ସେ କହିଲେ କି ନେଟ୍ ରେ ସବୁ ଜିନିଷ ଉପଲ୍ଲବ୍ଧ ହୋଇଥାଏ,  ଯାହା ଆମେ ପଢି ସଫଳ ହୋଇପାରିବା , ସେ କହିଲେ କି ବାଳିକା ଶିକ୍ଷା ସହ ସେ ପାହାଡ ଏରିଆରୁ ହେଉଥିବା ପଳାୟନକୁ ରୋକିବାକୁ ପ୍ରାଥମିକତା କାର୍ଯ୍ୟ କରିବେ , ନମାମୀଙ୍କ ମା ଶରୀତା ବନସଲ୍ ଭାଇ ବିଭୁ ବନସଲ କହିଲେ କି ଏହା ଆମ ପାଇଁ ବହୁତ ବଡ ଗର୍ବର କଥା ଅଟେ,  ତାଙ୍କ ମା କହିଲେ ଏହା ଆମ ଜୀବନର ସବୁଠାରୁ ବଡ ଖୁସିର ଦିନ ଅଟେ , ନମାମୀଙ୍କ ମା କହିଲେ କି ସେ ପାଠ ପଢା ପ୍ରସ୍ତୁତି କରିବା ସହ ସବୁ ଘର କାମରେ ସାହାଯ୍ୟ ବି କରୁଥିଲେ ,

 

ନମାମୀ ବନସଲ୍ ଜଣେ ଆଇଇଏସ୍ ଅଧିକାରୀ କ୍ୟାଡର ପାଇଁ ପ୍ରଥମ ପସନ୍ଦ ନିଜ ଗୃହ ରାଜ୍ୟ ଉତ୍ତରାଖଣ୍ତ ବାଛିଥିଲେ , ଯେବେ କି ଦ୍ୱିତୀୟ ବିକଳ୍ପ ରାଜସ୍ଥାନ ଥିଲା , ଏହି ଦୁହେଁ ରାଜ୍ୟରୁ ବଛା ହେବା ଦ୍ୱାରା ଏହି ଦୁହେଁ ରାଜ୍ୟରୁ ନମାମୀଙ୍କ ପସନ୍ଦ ବହୁତ ବିଷୟ ଅଛି, ଯେଉଁଥିରୁ ସେ ଚାକିରି କରିବାକୁ ଚାହୁଁଥିଲେ,  ନମାମୀଙ୍କ ଅନୁସାରେ ଉତ୍ତରାଖଣ୍ତ ନିଜର ରାଜ୍ୟ ଅଟେ , ସେଠାରେ ସମସ୍ୟାଗୁଡିକୁ ଓ ସଂସାଧନ ବିଷୟରେ ସେ ଭଲ ଭାବେ ଜାଣିଛନ୍ତି , ଏଥିପାଇଁ ଜଣେ ଆଇଇଏସ୍ ଅଧିକାରୀଙ୍କ ପ୍ରଥମ ପସନ୍ଦ ନିଜ ରାଜ୍ୟର ସେବା କରିବା ହୋଇଥାଏ , ଉତ୍ତରାଖଣ୍ତର ବିକାଶ କାର୍ଯ୍ୟକ୍ରମ ପାଇଁ ପଲିସି ତୟ କରିବା ପାଇଁ ପର୍ଯ୍ୟାବକ୍ଷଣ ଚିନ୍ତା କରିବା ବି କଥା ହୋଇଥିଲେ ,

 

ନମାମୀ କହନ୍ତି କି ଉତ୍ତରାଖଣ୍ତ ପର୍ଯ୍ୟାବରଣ ହିସାବରେ ସଂବେଦନଶୀଳ ଭୁ ଭାଗ ଅଟେ , ଉତ୍ତରାଖଣ୍ତ ପର୍ଯ୍ୟବରଣ ସହ ବହୁତ କିଛି ଘଟଣା ହୋଇଛି , ଯାହାକି ପ୍ରାକୃତିକ ଦୈବିପାକ ଏହାର ଉଦାହରଣ ଅଟେ,  କିନ୍ତୁ ଏହା ବି ସତ ଅଟେ କି ଆମେ ଏହି ବିକାଶର କାର୍ଯ୍ୟକ୍ରମକୁ ଜାରି ରଖିବାର ଅଛି, ଏଥିପାଇଁ ବିକାଶ ଓ ପର୍ଯ୍ୟବରଣ ମଧ୍ୟରେ ଆମେ ସନ୍ତୁଳନ ସାଧନା ସିଖିବାକୁ ହେବ , ନମାମୀ କହିଲେ କି ତାଙ୍କର ଦ୍ୱିତୀୟ ପ୍ରିୟ ବିଷୟ ବାଳିକା ଶିକ୍ଷା କ୍ଷେତ୍ରରେ କାମ କରିବାର ଅଛି,

Leave a Reply

Your email address will not be published. Required fields are marked *