September 20, 2024

Odia Express

Leading Odia News Portal of Odisha

ମାଟିଖୋଳିବା ବେଳେ ଖଟ୍ ଖଟ୍ ଆବାଜ୍ ଆସିଲା , JCB ମେସିନ୍ ଧସିବାକୁ ଲାଗିଲା , ଓ ସାମ୍ନାରେ ପ୍ରକଟ ହେଇଗଲା ଶିବଲିଙ୍ଗ ଆଉ ତାପରେ..

ଆଜି ଆମେ ଆପଣଙ୍କୁ ଭୋଳାନାଥଙ୍କ ଏକ ଚମର୍କାରୀ କାହାଣୀ କହିବାକୁ ଯାଊଛୁ , ଏବେ ଏହି ଘଟଣା କିଛି ଦିନ ପୁରୁଣା ଅଟେ । କିନ୍ତୁ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି, କାନପୁରରେ ଏକ ଏମିତି ନଜାରା ଦେଖିବାକୁ ମିଳିଥିଲା,  ଯାହାକୁ ଦେଖିଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ଖୁଦାଇ ସମୟରେ ଅଚାନକ ଏକ ଜେସିବି ଧସିବାକୁ ଲାଗିଲା , ଖଟଖଟ୍ ଆୱାଜ୍ ଆସିଲା , ଖୁଦାଇ ସମୟରେ ଅଫିସର ମାନେ ଖୁଦାଇ ଜାରି ରଖିବାକୁ ନିର୍ଦ୍ଧେଶ ଦେଲେ,  ଟିକିଏ ସମୟ ପରେ ଏକ ଶିବଲିଙ୍ଗ ଦେଖାଗଲା । କାନୁପୁରର କୋୟଲା ଘାଟ କ୍ୟାଣ୍ଟ କାନପୁରରେ ନମାମି ଗଙ୍ଗେ ଅନ୍ତର୍ଗତ ଖୁଦାଇ କରୁଥିବା ସମୟରେ ଶିବଲିଙ୍ଗ ବାହାରିଥିଲା,  ମହଜୁଦ୍ ଅଫିସର ଏହର ଅଷ୍ଟ ଧାତୁ ହେବାର କଥା କହିଥିଲେ । ଏହି ଶିବଲିଙ୍ଗର୍ ବିଶେଷ କଥା ଏହି କି ଯେ ଏହା ଏକ ବିଶେଷ ଆକୃତି ର ହୋଇଛି,

 

ଖୁଦାଇ କରୁଥିବା କର୍ମଚାରୀମାନେ କହିଲେ କି ଅଚାନକ ଜେସିବି ଧସି ହେବା କାରଣରୁ ଖଟଖଟ୍ ଆୱାଜ୍ ଆସିଥିଲା । କିଛି ସମୟ ପରେ ମେସିନ୍ ସହ ଶିବଲିଙ୍ଗ ଦେଖିଲେ , ମେସିନ୍ ଉପରେ ଆସିବାକୁ ଦେଖିଲା ପରେ ଶିବଲିଙ୍ଗ ଅଛି ଶିବଲିଙ୍ଗ ବାହାର କରିବାର ସୁଚନା ମିଳିବାର ହିଁ ଭିଡ ଦେଖାଯାଇଥିଲା,  ଏହି ଶିବଲିଙ୍ଗ ଉପରେ ଭଗବାନ ଶିବଙ୍କର ସ୍ୱରୁପ ଥିଲା,

 

ଖୁଦାଇ କରୁଥିବା ଶ୍ରମିକମାନେ ଶିବଲିଙ୍ଗ ଦେଖିକରି ହର୍ ହର୍ ମହାଦେବ ନାରା ଲଗାଇଥିଲେ,  ଖୁଦାଇ କରୁଥିବା ଲୋକେ ଦାବି କଲେ କି ଶିବଲିଙ୍ଗ ୧୩ ମିଟର ଖୁଦାଇ କରିବା ପରେ ଏହା ଦେଖାଯାଇଥିଲା,  ଏହି ଶିବଲିଙ୍ଗ ମିଳିବାପରେ ଏହା ଶିବମନ୍ଦିରରେ ରଖିଦିଆଗଲା , ଇଶ୍ୱରିୟ ଚମତ୍କାର ମାନିକରି ଲୋକେ ତାଙ୍କର ପୁଜା ଅର୍ଚ୍ଚନା କରିବାକୁ ଲାଗିଲେ , ସେଠାରେ ମହଜୁତ ଲୋକେ ଶିବଲିଙ୍ଗକୁ ଦେଖିକରି କହୁଥିଲେ କି ସ୍ୱୟଂ ଭୋଳାନାଥଙ୍କ ପ୍ରତିମା ସ୍ୱୟଂ ଉଭା ହୋଇଛନ୍ତି , ଏବେ ଆଖପାଖର ଲୋକେ ଏଠାରେ ଆସି ଭିଡ ଜମାଇସାରିଛନ୍ତି ।

Leave a Reply

Your email address will not be published. Required fields are marked *