September 20, 2024

Odia Express

Leading Odia News Portal of Odisha

୪୦ ମିନିଟ୍ ପର୍ଯ୍ୟନ୍ତ ରହିଥିଲା ଗୋଟେ ଜାଗାରେ ରହିଥିଲା ଟ୍ରେନ୍ – କାରଣ ଜଣା ପଡିବାରୁ ସବୁ ଲୋକଙ୍କ ମନରେ ଖେଳିଗଲା ଖୁସିର ଲହରି – ଆପଣ ମଧ୍ୟ ଜାଣି ରଖନ୍ତୁ

ଆପଣଙ୍କୁ ତ ଜଣାଥିବ କି ଯେଉଁ ଲୋକମାନେ ଟ୍ରେନ୍ ରେ ଯାତ୍ରା କରୁଛନ୍ତି ତାଙ୍କର ଚିନ୍ତା ବଢିଯାଇଥାଏ ଯେଉଁମାନେ କାମରେ କୁଆଡେ ବାହାରକୁ ଯିବାର ଥିବ ଓ ଟ୍ରେନ୍ କିଛି କାରଣ ଯୋଗୁଁ ରହିଯାଇଥିବ । ଆପଣଙ୍କ ଜାନକାରୀ ପାଇଁ କହିଦେଉଛୁ କି ଏବେ ଏମିତି କିଛି ମାମଲା ସାମନାକୁ ଆସିଥିଲା ଯେଉଁଠି ଲୋକେ ଡେରି ରାତି ଯାଏଁ ହଇରାଣ ହେଇଥିଲେ । କହିଦେଉଛୁ କି ରବିବାର ରାତି ଦିଲ୍ଲୀରୁ ହାୱଡା ଯାଉଥିବା ଦାଦରୀ ରେଲୱେ ଷ୍ଟେସନ୍ ପାଖରେ ଅଚାନକ ରହିଗଲା। ଓ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ରହିଥିଲା । ଯେଉଁଥିପାଇଁ ଲୋକେ ବହୁତ ହଇରାଣ ହେଇଥିଲେ । ଓ ବହୁତ ରାଗିଥିଲେ । ଚାଲନ୍ତୁ ଜାଣିବା ପୂରା ମାମଲା ବିଷୟରେ । କଣ ପାଇଁ ଟ୍ରେନ୍ ଏତେ ସମୟ ରହିଥିଲା ।

 

ରବିବାର ଡେରି ରାତି ଯାଏଁ ଷ୍ଟେସନ୍ ରେ ଅଟକି ଥିଲା ଟ୍ରେନ୍

ଆପଣଙ୍କୁ କହିଦେଉଛୁ କି ଏକ ଗର୍ଭବତୀ ମହିଳା ଏହି ଟ୍ରେନ୍ ରେ ବସିଥିଲେ । ଯାହାକି ତାଙ୍କୁ ରାତି ଅଧରେ ପ୍ରସବ ପୀଡା ହୋଇଥିଲା । ଏହି ଖବର ରେଳ କର୍ମଚାରୀଙ୍କୁ ଲାଗିବା ପରେ ସେମାନେ କିଛି ନ ଭାବି ଟ୍ରେନ୍ କୁ ମଝିରାସ୍ତାରେ ଅଟକାଇ ଦେଇଥିଲେ । ଓ ମହିଳାକୁ ସବୁ ସୁବିଧା ଉପଲବ୍ଧ କରାଇଲେ । ଏଠାରେ ଟ୍ରେନ୍ ୪୦ ମିନିଟ୍ ପର୍ଯ୍ୟନ୍ତ ରହିଥିଲା ।

 

ଜାନକାରୀ ମୁତାବକ କହିଦେଉଛୁ କି ମହିଳା ନିଜ ସ୍ୱାମୀ ସହ ଯାଇଥିଲା । ସେମାନେ ବିହାରର ଶେଖପୁର୍ ଗାଁର ଥିଲେ । ଯେତେବେଳେ ଟ୍ରେନ୍ ଗାଜିଆବାଦ୍ ଷ୍ଟେସନ୍ ରେ ଯାଉଥିଲା ସେତେବେଳେ ସେ ବ୍ୟକ୍ତିର ସ୍ତ୍ରୀ ପ୍ରସବ ପୀଡା ହେଲା । ଏହି କଥାର ସୁଚନା ରେଳ କର୍ମଚାରୀଙ୍କ ପାଖରେ ପହଞ୍ଚିଲା । ଓ ସେମାନେ ତୁରନ୍ତ ଏହି କଥାର ସୁଚନା ଆସୁଥିବା ଦାଦରୀ ଷ୍ଟେସନ୍ ଅଧିକାରୀଙ୍କୁ ଦେଲେ । ଏହା ଶୁଣିବା ପରେ ଟ୍ରେନ୍ କୁ ଅଟକାଇ ଦେଇଥିଲେ ।

ମହିଳା ଟ୍ରେନ୍ ରେ ଦେଲେ ଶିଶୁ କୁ ଜନ୍ମ

କର୍ମଚାରୀ ମହିଳାଙ୍କ ହାଲତ୍ ଦେଖିକରି ଦାଦରୀ ଷ୍ଟେସନରେ ଟ୍ରେନ୍ କୁ ଅଟକାଇ ଥିଲେ । ଓ ସେଠାରେ ବହୁତ ଆଗରୁ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା । ଓ ଜଣେ ମହିଳା ଡାକ୍ତର ବି ଉପସ୍ଥିତ ଥିଲେ । ଓ ସେମାନେ ସେହି ମହିଳାକୁ ଟ୍ରେନ୍ ରେ ପ୍ରସବ କରାଇଥିଲେ । ଓ ତାପରେ ସେହି ମହିଳା ଏକ ସୁସ୍ଥ ଶିଶୁ କୁ ଜନ୍ମ ଦେଇଥିଲେ । ଓ ଏହା ଦ୍ୱାରା ଟ୍ରେନ୍ ୪୦ ମିନିଟ୍ ପର୍ଯ୍ୟନ୍ତ ଅଟକିଥିଲା ଯେତେବେଳେ ପିଲା ଜନ୍ମ ହେଲା ସମସ୍ତଙ୍କ ମନରେ ଖୁସିର ଲହରି ଖେଳିଗଲା । ଓ ସେହି ମହିଳାକୁ ଡାକ୍ତରଙ୍କ ଅବ୍ ଜର୍ ଭେସନ୍ ରେ ରଖାଗଲା । ଓ ତା ପର ଦିନ ସେହି ମହିଳାକୁ ଠିକ୍ ଭାବରେ ଘରକୁ ପଠାଇଦିଆଗଲା

Leave a Reply

Your email address will not be published. Required fields are marked *