September 20, 2024

Odia Express

Leading Odia News Portal of Odisha

ନାଭି ଖୋଲିଥାଏ ଲୋକଙ୍କର ରହସ୍ୟ , ଏଠାରେ ପଢନ୍ତୁ ଓ ଜାଣନ୍ତୁ କଣ କହିଥାଏ ଆପଣଙ୍କ ନାଭି ଆପଣଙ୍କ ବିଷୟରେ..

କେଉଁ ବ୍ୟକ୍ତିର ନାଭିର ସେପ୍ ମଣିଷ ବିଷୟରେ ବହୁତ କିଛି କଥା ବାହାର କରିଥାଏ । ଦୁନିଆଁରେ ବହୁତ ଲୋକ ଅଛନ୍ତି ଯାହା ମଣିଷ ଶରୀରକୁ ଦେଖିକରି ତାହାର ହରକତ ବିଷୟରେ ଜାଣିପାରିବେ , କାରଣ ଆମ ଶରୀରରେ ବହୁତ ଭାଗ ଅଛି ଯାହା ଆମ କାହାଣୀ କହିଥାଏ , ଏହା ମଧ୍ୟରେ ଗୋଟିଏ ଅଟେ କେଉଁ ବ୍ୟକ୍ତିର ନାଭି , ଆଜି ଆମେ କହିବାକୁ ଯାଉଛୁ ଅଲଗା ଅଲଗା ନାଭି ମାନଙ୍କ ବିଷୟରେ ।

୧) ବିରୋଧ ନାଭି : ଏହି ପ୍ରକାରର ନାଭିଗୁଡିକ ଲାଗିଯାଇଥାଏ , ଆପଣ ଏହି ଫଟୋରେ ଦେଖିପାରିବେ , ଏହି ପରି ନାଭିଥିଲା ବାଲା ଲୋକ ହଟ ଓ ଧୀର୍ ପ୍ରକୃତିର ହୋଇଥାନ୍ତି , ଏମିତି ନାଭି ଲୋକେ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥାନ୍ତି , ବିରୋଧ ନାଭି ବାଲା ଲୋକେ ଯେ କୌଣସି ସଂମ୍ପର୍କକୁ ପୁରା ଭାବେ ନିଭାଇଥାନ୍ତି ।

 

୨) ବହୁତ ଗଭୀର ଥିବା ବାଲା ନାଭି : ବଡ ଓ ଗଭୀର ଥିବା ନାଭି ବଡ ଦିଲୱାଲା ହୋଇଥାନ୍ତି , ଏହି ଲୋକ ନିଜ କଠିନତା ନିଜ ମଧ୍ୟରେ ରଖିଥାନ୍ତି , ଓ ଏହାକୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ , ସେମାନେ ବହୁତ ବଡ ସହାନୁଭୁତି ବାଲା ହୋଇଥାନ୍ତି , ଓ ସମସ୍ତଙ୍କ ସହ ଭଲ ବ୍ୟବହାର କରିଥାନ୍ତି , ସେମାନଙ୍କୁ ମିଲିଥିବା ଅଲଗା ଅଲଗା ଅନୁଭବ କାରଣରୁ ସେମାନେ ପରିସ୍ଥିତି ସହ ଭଲ ଭାବେ ମୁକାବଲା କରିପାରନ୍ତି ।

 

୩) ଛୋଟ ନାବି : ଏହି ପରି ନାଭି ଥିବା ବାଲା ଲୋକେ ବହୁତ ଚତୁର ହୋଇଥାନ୍ତି , ସେମାନେ ନିଜ ମଧ୍ୟରେ କଥାକୁ ଲୁଚାଇ ରଖିଥାନ୍ତି , ଓ ଲୋକଙ୍କର ନକରାତ୍ମକ କାର୍ଯ୍ୟକୁ ସେ ଆଗରୁ ଜାଣିପାରନ୍ତି , ସେମାନେ ନିଜ ଜୀବନ ବିଷୟରେ କାହା ଆଗରେ କଥା ବାର୍ତ୍ତା କରନ୍ତି ନାହିଁ ।

 

ତଳୁଆ ନାଭି : ତଳ ପାର୍ଶ୍ୱକୁ ଥିବ୍ ନାଭି ଉର୍ଜା ସ୍ତର କମ୍ ଦେଖାଯାଏ , ଏମାନେ ମାନୁଆଲ୍ କାମକୁ ବେଶୀ ପସନ୍ଦକରନ୍ତି ନାହିଁ , କିନ୍ତୁ ଅନ୍ୟ କାର୍ଯ୍ୟକୁ ବହୁତ୍ ଧ୍ୟାନ ଦିଅନ୍ତି , ଯେଉଁଥିରେ ବୁଦ୍ଧିମତା ର ଆବଶ୍ୟକତା ହୋଇଥାଏ , ଏମାନେ ଅଳସୁଆ ପ୍ରବୃତିର ହୋଇଥାନ୍ତି , ଓ ଏମାନଙ୍କ ଆଳସ ଯୋଗୁଁ ଏମାନଙ୍କୁ ଅଧିକା ଚାଲକ ହୋଇପାରନ୍ତି ନାହିଁ , ଓ ଏମାନେ ନିଜ ମଧ୍ୟରେ ଖୁସି ରୁହନ୍ତି ।

 

ଓଭାଲ୍ ନାଭି : ଯଦି ଆପଣଙ୍କ ନାଭି ଏପରି ଅଟେ ତେବେ ଆପଣ ବହୁତ ଦୂର୍ବଳ ପ୍ରକୃତିର ଅଟନ୍ତି , ଆପଣ ଅଧୀର ହେବା କାରଣରୁ ବହୁତ ଜଲଦି ଚିନ୍ତିତ ହୋଇଯାଆନ୍ତି , ଆପଣ ନିଜକୁ ବହୁତ ବିଜି ରଖନ୍ତି , ଓ ନୁଆ ନୁଆ ଜିନିଷ ବିଷୟରେ ଜାଣିବାକୁ ଇଚ୍ଚା ରଖନ୍ତି , ଓ ସବୁ ଜିନିଷକୁ ଅଧିକା ଗମ୍ଭୀରତାର ସହ ନେଇଥାନ୍ତି , ଯାହାକାରଣରୁ ନିଜକୁ ଆଘାତ ଦେଇବସନ୍ତି , ଓ ନିଜ ମଧ୍ୟରେ ସବୁ ପୀଡା ସହ୍ୟ କରିନିଅନ୍ତି ।

 

ୱାଇଡ୍ ବେଲି ନାଭି : ଏହି ପରି ନାଭି ଲୋକ ସବୁ ପରିସ୍ଥିତିକୁ ଲଢିବାର ସବୁବେଳେ ପ୍ରସ୍ତୁତ ରୁହନ୍ତି , ଓ ସବୁ ବେଳେ ନିଜ ଗୋଡରେ ଠିଆ ହେବାକୁ ପସନ୍ଦ କରନ୍ତି , ଏହି ଲୋକ ସହଜରେ ଅନ୍ୟ ଲୋକଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *