September 20, 2024

Odia Express

Leading Odia News Portal of Odisha

ମହାଦେବଙ୍କ କୃପାରୁ ଆସନ୍ତା ସାତ ଦିନରେ ଏହି ୫ଟି ରାଶି ମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବ ,ଖରାପ ସମୟ ସମାପ୍ତ ହେବ…

ଆମ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କର ଜୀବନରେ ରାଶି ମାନଙ୍କର ଭୂମିକା ମହତ୍ଵପୂର୍ଣ୍ଣ ହୋଇଥାଏ । ରାଶି ଆଧାରରେ ଆମେ ବ୍ୟକ୍ତିଙ୍କର ଭବିଷ୍ୟତ ବିଷୟରେ ଜାଣିପାରିବା । ଯଦି ଗ୍ରହ ନକ୍ଷତ୍ରରେ କିଛି ପରିବର୍ତ୍ତନ ହୁଏ ତେବେ ଏହାର ପ୍ରଭାବ ସବୁ ରାଶି ଉପରେ କିଛି ନା କିଛି ନିଶ୍ଚିତ ପଡିବ । ଗ୍ରହ ସ୍ଥିତି ଅନୁସାରେ ବ୍ୟକ୍ତିଙ୍କୁ ନିଜର ଜୀବନରେ ଭଲମନ୍ଦ ସମୟର ସମ୍ମୁଖୀନ ହେବାକୁ ପଡେ । ଯଦି ଗ୍ରହ ଦଶା ଠିକ ରହେ ତେବେ ବ୍ୟକ୍ତିଙ୍କୁ ଖୁସି ପ୍ରାପ୍ତ ହୁଏ କିନ୍ତୁ ଯଦି ଗ୍ରହ ସ୍ଥିତି ଠିକ ନଥିବେ ତେବେ ବ୍ୟକ୍ତିଙ୍କୁ ନିଜର ଜୀବନରେ ବହୁତ ସମସ୍ୟାର ସାମନା କରିବାକୁ ପଡିପାରେ ।

 

ଏହି ସମ୍ବନ୍ଧରେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରବିବାରକୁ ଏକ ଏପରି ମହାସଂଯୋଗ ନିର୍ମିତ ହେଉଛି ଯେଉଁଥିରେ ଶିବଙ୍କ କୃପାରୁ ୫ଟି ରାଶି ଯାହା ବହୁତ ଭାଗ୍ୟଶାଳୀ ପ୍ରମାଣିତ ହେବେ ଓ ଏମାନଙ୍କୁ ଭାଗ୍ୟର ସହଯୋଗ ମିଳିବ ଓ ଏମାନେ ଜୀବନରେ ଅପାର ଖୁସି ପ୍ରାପ୍ତ କରିବେ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏହି ୫ଟି ରାଶି ବିଷୟରେ ସୂଚନା ଦେବୁ ।

 

ମେଷରାଶି – ମେଷରାଶି ଜାତକରେ ଆସନ୍ତା ୭ଦିନରେ ଭଗବାନ  ଶିବ ଅତ୍ୟନ୍ତ ପ୍ରସନ୍ନ ହେବାକାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କୁ ଆର୍ଥିକ ଲାଭର ବହୁତ ଅବସର ପ୍ରାପ୍ତ ହେବ । ଆପଣ କୌଣସି ନୂତନ ବାହନ କ୍ରୟ କରିପାରନ୍ତି , ଆପଣଙ୍କ ଜୀବନରେ ଧନ ସମ୍ବନ୍ଧିତ ସମସ୍ତ ଅସୁବିଧା ଦୂର ହେବ । ଯେଉଁ ବ୍ୟକ୍ତି ପ୍ରେମ ପ୍ରସଙ୍ଗରେ ଅଛନ୍ତି ତାଙ୍କୁ ପ୍ରେମ ସମ୍ବନ୍ଧିତ ମାମଲାରେ ସଫଳତା ପ୍ରାପ୍ତ ହେବ । ଆପଣଙ୍କ ଆସୁଥିବା ସମୟ ବହୁତ ଆନନ୍ଦଦାୟକ ହେବ ।

ମକର ରାଶି – ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭୋଳାନାଥ ବିଶେଷ କୃପା କରିଛନ୍ତି ଯେଉଁ କାରଣରୁ ଆପଣଙ୍କୁ ଅନେକ ଲାଭ ମିଳିବ । ଆପଣଙ୍କୁ ନିଜ ଜୀବନରେ ଅନେକ ସଫଳତା ପ୍ରାପ୍ତ ହେବ, ବିଦ୍ୟାର୍ଥୀ ମାନଙ୍କୁ ଆସୁଥିବା ସମୟରେ ବହୁତ ଭଲ ସଫଳତା ମିଳିବ ଓ ପ୍ରତିଯୋଗିତାରେ ସଫଳତା ପ୍ରାପ୍ତ ହେବ । ଏହାସହ ଆପଣଙ୍କ ମନ ପାଠରେ ଲାଗିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ଖୁସିଖବର ମିଳିପାରେ ।

ମୀନରାଶି – ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଆଜିଠାରୁ ପ୍ରଭୁ ଶିବଙ୍କର ବିଶେଷ କୃପା ରହିବାର ଅଛି ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ବିଦେଶ ଯାତ୍ରାର ଯୋଗ ଅଛି , କୋର୍ଟକଚେରୀ ନିଷ୍ପତ୍ତି ଆପଣଙ୍କ ପକ୍ଷରେ ରହିବ। ଧର୍ମ-କର୍ମ କାର୍ଯ୍ୟରେ ରୁଚି ରହିବ । ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ ରହିବ । କାର୍ଯ୍ୟ ନିମନ୍ତେ କରାଯାଉଥିବା ଯାତ୍ରାରେ ସଫଳତା ମିଳିବ । ଆପଣଙ୍କ ଘରପରିବାରରେ ଆନନ୍ଦର ବାତାବରଣ ରହିବ ।

 

କର୍କଟରାଶି – କର୍କଟରାଶିର ବ୍ୟକ୍ତିମାନଙ୍କର ଜୀବନରେ ଏବେ ଖୁଶିର ଆଗମନ ହେବାର ଅଛି । ଆପଣଙ୍କର ଯେତେ ଦୁଃଖ କଷ୍ଟ ଆଜିପର୍ଯ୍ୟନ୍ତ ଥିଲା ତାହାସବୁ ନିଜେ ଭଗବାନ ଶିବ ଦୂର କରିବେ । ଏହି ରାଶିର ବ୍ୟକ୍ତିମାନଙ୍କୁ ପ୍ରପର୍ଟି ସମ୍ବନ୍ଧରେ ଭଲ ଲାଭର ଯୋଗ ଅଛି । ଆପଣଙ୍କର ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ । ଆପଣ ନିଜ ଜୀବନରେ ଯାହା ସବୁ କାର୍ଯ୍ୟ ଅନ୍ୟମାନଙ୍କ ଭଲ ପାଇଁ କରିବେ ଆପଣଙ୍କୁ ଲାଭ ମିଳିବ । ଭୂମି କ୍ରୟ କରିପାରନ୍ତି ।

 

କନ୍ୟାରାଶି – କନ୍ୟାରାଶିର ଲୋକମାନଙ୍କ ଉପରେ ମହାଦେବ ଅତ୍ୟଧିକ ଦୟାବାନ ହୋଇଛନ୍ତି । ଅତୀତରେ ଏମାନଙ୍କର ଜୀବନରେ ଯାହା ସବୁ ଅସୁବିଧା ଥିଲା ସେସବୁ ଶେଷ ହେବ । ଆପଣ ନିଜର ପରିବାର ସହ ସୁଖଦ ସମୟ ବ୍ୟୟ କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ । ଯେଉଁ ବ୍ୟକ୍ତି ବ୍ୟବସାୟୀ ଅଟନ୍ତି ତାଙ୍କୁ ବ୍ୟବସାୟରେ ଲାଭ ପ୍ରାପ୍ତ ହେବାର ସମ୍ଭାବନା ରହିଛି । ଆପଣଙ୍କ ଉପରେ ମହାକାଳଙ୍କର ଲଗାତାର କୃପା ଦୃଷ୍ଟି ରହିବ ।

Leave a Reply

Your email address will not be published. Required fields are marked *