September 20, 2024

Odia Express

Leading Odia News Portal of Odisha

ବଲିଉଡ୍ ର ଏହି ଅଭିନେତାଙ୍କୁ ଡରିଥାଏ ପୁରା ପାକିସ୍ଥାନ , ତାଙ୍କ ନାମ ଆପଣ ଜାଣିଲେ ଗର୍ବ କରିବେ ନିଶ୍ଚୟ …

ଆପଣଙ୍କୁ କହିଦେବୁ କି ବଲିଉଡ୍ ରେ ଗୋଟେ ରୁ ବଢିକରି ଗୋଟେ ଅଭିନେତା ଅଛନ୍ତି ଯିଏ ନିଜର ଅଭିନୟ ପାଇଁ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି ,  ଓ ବହୁତ ଅଭିନେତା ଏମିତି ଅଛନ୍ତି ଯିଏ ନିଜ ରିୟଲ୍ ଲାଇଫ୍ ରେ ବହୁତ ଘାତକ ବୋଲି ଜଣାଯାଆନ୍ତି , ଆଜି ଆମେ ଏମିତି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ପାକିସ୍ଥାନ ଭୟଭୀତ ହୋଇଥାଏ , ତେବେ ଆସନ୍ତୁ ଜାଣିବା ସେହି ଅଭିନେତାମାନଙ୍କ ବିଷୟରେ ,ଏହି ଅଭିନେତାଙ୍କ ବହୁତ ଏପରି ଫିଲ୍ମ ଅଛି ଯାହାକୁ ପାକିସ୍ଥାନ ବିରୋଧ କରିଆସିଛି , ପାକିସ୍ଥାନରେ ଏହି ଅଭିନେତାଙ୍କୁ ସବୁ ଦେଶ ଭକ୍ତି ଫିଲ୍ମ ଉପରେ ବ୍ୟାନ ଲଗାଇଦେଇଛନ୍ତି ,

 

ଆପଣଙ୍କୁ କହିଦେବୁ କି ସନି ଦେଓଲ ବର୍ଡର ଫିଲ୍ମ ପାକିସ୍ଥାଣରେ ପୁରା ଭାବେ ବ୍ୟାନ କରାଯାଇଛି, ଆପଣଙ୍କୁ କହିଦେବୁ କି ସନି ଦେଓଲଙ୍କ ଫିଲ୍ମ ଦେଖିବାକୁ ପାକିସ୍ଥାନ ବହୁତ ଡରି ଥାଏ , ସେଥିପାଇଁ ସେମାନେ ସେହି ଫିଲ୍ମ ଗୁଡିକ ବ୍ୟାନ କରିଦେଇଛନ୍ତି , ସେମିତି ରିୟଲ ଲାଇଫ୍ ରେ ବହୁତ ଖତରନାକ ଅଭିନେତା ଅଟନ୍ତି , ତାଙ୍କର ଆବାଜ୍ ବହୁତ ଦମ୍ଭ ଅଛି , ଓ ତାଙ୍କର ଡାଇଲଗ୍ ବହୁତ ପ୍ରସିଦ୍ଧ ଅଟେ ,

 

ଆପଣଙ୍କୁ କହିଦେବୁ କି ଯଦି କେଉଁ ଫିଲ୍ମରେ ସନି ଦେଓଲ ଭଲ ହୋଇଥାଏ ତେବେ ପାକିସ୍ଥାନ ବହୁତ କ୍ଷୁବ୍ଧ ପ୍ରକାଶ କରିଥାଏ , ଯେବେ ପାକିସ୍ଥାନ ସନି ଦେଓଲଙ୍କ ଫିଲ୍ମର ସବୁ ସିନ୍ କୁ ଭଲ ଭାବେ ଦେଖିନେଇଥାଏ ତେବେ ଯାଇ ତାଙ୍କ ସିନେମା ହଲ୍ ରେ ଏହାକୁ ରିଲିଜ୍ କରିଥାଏ , ଆପଣଙ୍କୁ କହିଦେବୁ କି ଗୋଟେ ଫିଲ୍ମ ଗଦର୍ ଥିଲା ଯେଉଁଥିରେ ସେ ପାକିସ୍ଥାନକୁ ଯାଇକରି ପାକିସ୍ଥାନୀଙ୍କୁ ଏକେଲା ମାରିଥିଲେ , ଓ ତାଙ୍କର ସେହି ହ୍ୟାଣ୍ତପମ୍ପ ବହୁତ ସୁପରହିଟ୍ ଥିଲା , ଓ ଯେବେ ପାକିସ୍ଥାନ ଏହି ସିନ୍ ଦେଖିଲା ସେ ବହୁତ ଭୟଭିତ ହୋଇଯାଇଥିଲା , ଯାହାର କାରଣରୁ ପାକିସ୍ଥାନର ସରକାର ଏହି ଅଭିନେତାଙ୍କୁ ପଙ୍ଗା ନିଏ ନାହିଁ । ଓ ଭୟଭୀତ ହୋଇଥାଏ ।

Leave a Reply

Your email address will not be published. Required fields are marked *