February 5, 2025

Odia Express

Leading Odia News Portal of Odisha

ଅନ୍ ଲାଇନ୍ ପ୍ରେମରେ ପଡି ୪ କୋଟି ଟଙ୍କା ଖର୍ଚ୍ଚ କରିଦେଲେ ଏହି ଯୁବତୀ , ଓ ତାପରେ

ଏକ ଏମିତି ମହିଳାଙ୍କ ବିଷୟରେ ଜଣା ପଡିଛି କି ଯିଏ ଅନଲାଇନ୍ ରିଲେସନସିପ୍ ର ଚକ୍କରରେ ଫସିକରି କୋଟିଏ ଉପରେ ଟଙ୍କା କ୍ଷତି କରିସାରିଛନ୍ତି , ସୁଜି ନାମକ ଏହି ମହିଳା କହିଲେ କି ସେ କେଉଁ ଭଳି ପ୍ରେମରେ ନିଜ ମତିଭ୍ରମ କରିଥିଲେ , ସେ କହିଲେ କି ପ୍ରେମର ଚକ୍କରରେ ପଡିବା ପରେ ସେ ନିଜ ଘର ବିକ୍ରି କରିଦେଇଥିଲେ , ଓ ଲକ୍ଷାଧିକ ଡଲାର ନିଜ ପାର୍ଟନର ଉପରେ ଖର୍ଚ୍ଚ କରିଦେଇଥିଲେ । କରେଣ୍ଟ ଆଫେୟାର୍ କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସୁଜି କହିଲେ କି ଅନଲାଇନ୍ ରିଲେସନସିପ୍ ର ଚକ୍କରରେ ପଡିକରି ମୁଁ ତିନିଥର ବିବାହ କରିସାରିଛି , ପ୍ରଥମ ନାଁ ଡେଭିଡ୍ ଫିଶର୍ ବ୍ରିଟିଶ୍ ର ରହୁଥିଲା , ସେ ସୁଜିଙ୍କୁ ବେହେଳାଇ ବ୍ୟାଙ୍କ୍ ଏକାଉଣ୍ଟ୍ ଆକ୍ସେସ୍ କରିଥିଲା , ଓ ଲ୍ୟାପଟପ୍ କିଣିବାପାଇଁ ପଇସା ମାଗିଥିଲା , ତାପରେ ସୁଜିଙ୍କ ବାପାଙ୍କ ଠାରୁ ୬ ହଜାର ଡଲାରର ସଂମ୍ପତ୍ତିରୁ ବେ ଦଖଲ କରିଥିଲା ।

 

ଫିଶର ଧୋକା ଖାଇବାପ୍ପରେ ସୁଜି ଆଉ ଏକ ଆମେରିକାରେ ରହୁଥିବା ଜନସନ୍ ବିଲିୟନ୍ସ ପ୍ରେମରେ ପଡିଗଲେ , କିଛି ଦିନ କଟିବାପରେ ସେ ସୁଜିକୁ ପଇସା ମାଗିବାକୁ ଆରମ୍ଭ କରିଦେଇଥିଲେ , ପୂର୍ବରୁ ସେ ନିଜକୁ ଆମେରିକାର ସୈନିକ ବୋଲି କହିତିଲେ , କିନ୍ତୁ ସେ ପଛରେ ଜଣା ପଡିଥିଲେ କି ଏକ ଧୋକାବାଜ ବ୍ୟକ୍ତି ଅଟନ୍ତି ,

ସୁଜି ପ୍ରେମରେ ଏପରି ପାଗଳ ହୋଇସାରିଥିଲେ କି ସେ ଜନସନ୍ ଙ୍କୁ ପଇସା ଦେବାପାଇଁ ନିଜ ଘର୍ ବିକ୍ରି କରିଦେଇଥିଲେ , ସୁଜି କହିଲେ କି ଜନସନଙ୍କୁ ଦେଖା କରିବା ପରେ ଏମିତି ଲାଗିଥିଲା କି ଆମକୁ ସବୁକିଛି ମିଳିସାରିଛି, କିନ୍ତୁ ତାଙ୍କ ବିଷୟରେ ତେବେ ଜଣା ପଡିଲା ଯେବେ ଜନସନଙ୍କ ବ୍ୟାଙ୍କ ଷ୍ଟେଟ୍ ମେଣ୍ଟ ଚେକ୍ କରିଥିଲି , ସୁଜି ଦେଖିକରି ଆଶ୍ଚର୍ଯ୍ୟ ହୋଇଗଲେ କି ଜନ୍ ସନ୍ ଆଉ ୫ ଜଣ ମହିଳାଙ୍କୁ ପଇସା ଟ୍ରାନ୍ସଫର କରୁଛନ୍ତି ।

 

ତୃତୀୟ ଥର ୟୁଗାଣ୍ତ ର ଗଣ୍ତପୁରା କ୍ୟୁଜୁନଗୋ ନାମକ ଜଣେ ବ୍ୟକ୍ତିଙ୍କ ସହ ସୁଜିଙ୍କ ପ୍ରେମ ସଂମ୍ପର୍କ ହୋଇଥିଲା , କିନ୍ତୁ ସେ ବି ସୁଜିଙ୍କ ଠାରୁ ଅଧିକା ଫାଇଦା ଉଠାଇବାକୁ ଚାହୁଁଥିଲେ , କ୍ୟୁଜୁନଗୋ ସୁଜିଙ୍କୁ କେବଳ ଏଥିପାଇଁ ବାହାହେବାପାଇଁ ଚାହୁଁଥିଲା କାରଣ ତାକୁ ଅଷ୍ଟ୍ରେଲିଆର ନାଗରିକତା ମିଳିପାରିବ ।

Leave a Reply

Your email address will not be published. Required fields are marked *