ଏହି କ୍ରିକେଟିୟରଙ୍କ ସ୍ତ୍ରୀ ଆଜି ମଧ୍ୟ ମାଟି ଚୁହ୍ଲାର ରୋଷେଇ କରୁଛନ୍ତି, ନାମ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ..
କ୍ରିକେଟ୍ ରୁ ଜଣା ପଡେ କି କ୍ରିକେଟ୍ ଖେଳୁଥିବା ଖେଳାଳୀଙ୍କ ପାଖରେ ସବୁବେଳେ ପଇସା ଥାଏ, ଓ ଖାସକରି ଭାରତରେ କ୍ରିକେଟ୍ ଖେଳରୁ ଏତେ ପଇସା ଅଛି ଯାହା କେହି ବି ଭାବିପାରିବେ ନାହିଁ , ଆଇପିଏଲ୍ ଖେଳରେ ଖେଳାଳୀମାନେ ଏତେ ପଇସା ଆୟ କରୁଛନ୍ତି କି ସେମାନେ ଜୀବନ ସାରା ତାଙ୍କ ପରିବାରକୁ ଖୁଆଇପାରିବେ ,। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଆପଣଙ୍କୁ କହିବୁ ଜଣେ କ୍ରିକେଟିୟରଙ୍କ ସ୍ତ୍ରୀଙ୍କ ବିଷୟରେ ଯିଏ ମାଟିର ହାଣ୍ତିରେ ଖାଇବା ଦିଅନ୍ତି , କହିଦେବୁ କି ଗୀତା ବସରା ଇନଷ୍ଟାଗ୍ରାମ ଏକାଉଣ୍ଟରେ ଫଟୋ ସେୟାର କରି ଏକ କ୍ୟାପଶନ୍ ଲେଖିଥିଲେ , ମଜା ପିଣ୍ତ ଦା , ଗୀତ ଏହି ପୋଷ୍ଟ ସେୟାର୍ କରି ଇମୋଜିର୍ ବ୍ୟବହାର କରିଥିଲେ , ଗୀତା ଏହିଥିରେ ଏକ ଗ୍ରୀନ କଲର୍ ର ସୁଟ୍ ପିନ୍ଧିଥିଲେ , ଓ ସେ ଖୁସି ନଜର ଆସୁଥିଲେ ।
ଗୀତାଙ୍କ ଏହି ଫଟୋକୁ ୩୭ ହଜାରରୁ ଅଧିକା ଲୋକ ଲାଇକ୍ କରିସାରିଛନ୍ତି , ଗୀତା ଏହି ଫଟୋକୁ ତାଙ୍କ ଫ୍ୟାନ୍ସଙ୍କୁ ଲାଇକ୍ କରିବା ସହ କମେଣ୍ଟ ବି କରିଛନ୍ତି , ଜଣେ ୟୁଜର୍ ଲେଖିଥିଲେ କି ଜଲନ୍ଧର ପିଣ୍ତ ନୁହେଁ ଦୟାକରି ସମ୍ମାନ କରନ୍ତୁ , ଜଣେ ୟୁଜର କମେଣ୍ଟରେ କହିଲେ କି ଆପଣଙ୍କୁ ଚୁଲ୍ଲୀ ଜଳାଇବାକୁ ଆସେ କି ।
କହିଦେବୁ କି ଗୀତା ବସରା ମିଡିଆରେ ଆଉ ଏକ ଫଟୋ ସେୟାର୍ କରିଥିଲେ , ଯେଉଁଥିରେ ସେ ନିଜ ସ୍ୱାମୀ ହରଭଜନ ସିଂଙ୍କ ସହ ନଜର ଆସିଛନ୍ତି , ଗୀତା ବସରା କ୍ରିକେଟିୟର ହରଭଜନ ସିଂଙ୍କୁ ୨୦୧୫ ରେ ବିବାହ କରିଥିଲେ , ହରଭଜନ ସିଂ ଗୀତା ପ୍ରାୟ ୭ ବର୍ଷ ସଂମ୍ପର୍କରେ ରହିବାପରେ ବାହାହେବା ପାଇଁ ଫଇସଲା ନେଲେ । ଜୁଲାଇ ୨୦୧୬ ରେ ତାଙ୍କ ଝିଅ ହିନାୟା ଜନ୍ମ ନେଇଥିଲା ।