ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ମିଳିଥାଏ ଏହି ପରି ଲକ୍ଷଣ , ସେମାନେ ଜନ୍ମରୁ ଧନୀ ହୋଇଥାନ୍ତି – ଆପଣ ସେହି ଭାଗ୍ୟବାନ ନୁହନ୍ତି ତ – ଏବେ ଦେଖନ୍ତୁ..
ଏମିତି କୁହାଯାଏ କି ବ୍ୟକ୍ତି ନିଜ ଭାଗ୍ୟ ନିଜେ ନିର୍ମାଣ କରେ , କାରଣ ବ୍ୟକ୍ତି ଦ୍ୱାରା କରାଯାଇଥିବା କର୍ମ ଅନୁସାରେ ତାହାର ଭାଗ୍ୟ ପରିବର୍ତ୍ତନ ହୋଇଥାଏ , ଏହି ଦୁନିଆଁରେ ବହୁତ ଏମିତି ବ୍ୟକ୍ତି ଅଛନ୍ତି ଯେଉଁମାନେ କଡା ପରିଶ୍ରମ କରିଥାନ୍ତି , ସେମାନଙ୍କ ମଧ୍ୟରୁ କିଛି ଭଲ କର୍ମ କରିଥାନ୍ତି , କିନ୍ତୁ ତାହା ସତ୍ତ୍ୱେ ମଧ୍ୟ ତାଙ୍କ ଭାଗ୍ୟ ପରିବର୍ତ୍ତନ ହୁଏ ନାହିଁ , ଏମିତି କୁହାଯାଏ କି ବ୍ୟକ୍ତି ନିଜ ଭାଗ୍ୟ ନିଜେ ଲେଖିକରି ଆସିଥାଏ , ଓ ତାର କମ୍ ପରିଶ୍ରମରେ ଅଧିକା ସଫଳତା ପ୍ରାପ୍ତି ହୋଇଥାଏ , ଏହି ବ୍ୟକ୍ତିମାନଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀ ସର୍ବଦା କୃପା ବୃଷ୍ଟି କରନ୍ତି , କିନ୍ତୁ ଅଧିକାଂଶ ବ୍ୟକ୍ତି ଜୀବନ ସାରା କଠିନ ପରିଶ୍ରମ କରିଥାନ୍ତି , କିନ୍ତୁ ସେ ନିଜ ଜୀବନରେ ଏତେ ଧନ ଅର୍ଜନ କରିପାରନ୍ତି ନାହିଁ । ଆଜି ଆମେ ଏହି ଲେଖ ମାଧ୍ୟମରେ ଏମିତି କିଛି ବ୍ୟକ୍ତିଙ୍କ ବିଷୟରେ ଓ ତାଙ୍କର ଲକ୍ଷଣ ମାନଙ୍କର ବିଷୟରେ କହିବୁ ଯାହା ଏହି କଥାରୁ ଅନୁମାନ ଲଗାଯାଇପାରିବ କି ସେମାନେ ନିଜ ଭାଗ୍ୟରେ ଧନୀ ହେବାର ଲେଖିକରି ଆସିଛନ୍ତି ।
ହାତର ଧ୍ୱଜାର ଚିହ୍ନ : ଯେଉଁ ବ୍ୟକ୍ତିର ହାତରେ ଧ୍ୱଜାର ଚିହ୍ନ ହୋଇଥାଏ , ସେମାନେ ନିଜ ଜୀବନରେ କେବେ ବି ଧନବାନ ଅବଶ୍ୟ ହୋଇଥାନ୍ତି , ଏମିତିରେ ବ୍ୟକ୍ତି ଜନ୍ମ ସେମିତି ନେଇଯା , ଓ ସେ ସାଧାରଣ ପରିବାରରେ ଜନ୍ମ ନେଇଥାଉ ନା କାହିଁକି କିନ୍ତୁ ନିଜ ପରିଶ୍ରମ ବଳରେ ଏତେ ଧନ କମାଇ ଦିଏ କି ଯାହାର ଶ୍ରେଣୀ ଧନୀକ ହିସାବରେ ଜଣାଯାଏ ।
ଯେଉଁ ବ୍ୟକ୍ତିର ଆଙ୍ଗୁଠିରେ ଜୌ ପରି ଚିହ୍ନ ମିଳିଥାଏ , ସେମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ଏମିତି ଲକ୍ଷଣ ମିଳିଥାଏ , ସେମାନେ ନିଜ ଚେଷ୍ଟାରୁ ଧନୀ ହୋଇଥାନ୍ତି , ଯଦି ଏହି ଚିହ୍ନ ହାତ ମଧ୍ୟରେ ଆସିଥାଏ ତେବେ ସେହି ବ୍ୟକ୍ତିର ସନ୍ତାନ ଭଲ ଗୁଣ ବାଲା ହୋଇଥାନ୍ତି । ଯାହାର ମାଧ୍ୟମରେ ତାଙ୍କର ଧନ ଦୌଲତ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।
ଯେଉଁ ବ୍ୟକ୍ତିଙ୍କ ହାତରେ ହାଲକା ରେଖା ଦେଖାଯାଏ , ସେମାନଙ୍କୁ ରୋଗକାରକ ଓ ଅଶୁଭ ବୋଲି ମାନିଥାନ୍ତି , କିନ୍ତୁ ହାତରେ ଗୋଲାପି ରଙ୍ଗର ରେଖାଗୁଡିକୁ ଶୁଭ ବୋଲି ମାନିଥାନ୍ତି , ଯଦି କେଉଁ ବ୍ୟକ୍ତିର ହାତରେ ମହଜୁତ ରେଖା ଗୋଟେ ଅନ୍ୟକୁ କାଟିପାରୁନଥାଏ , ତେବେ ତାହାର ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ , ଓ ଜୀବନରେ ଉନ୍ନତି ହୋଇଥାଏ ।
ଯେଉଁ ବ୍ୟକ୍ତିମାନଙ୍କର ଆଙ୍ଗୁଠି ଗୁଡିକ ବଡ ବଡ ଓ ସିଧା ସିଧା ହୋଇଥାଏ , ସେହି ବ୍ୟକ୍ତି ଧନ ସଂଞ୍ଚୟ ବାଲା ବ୍ୟକ୍ତି ବୋଲି ମାନିଥାନ୍ତି , ସାମୁଦ୍ରିକ ଶାସ୍ତ୍ରର ମୁତାବିକ ଯେଉଁ ବ୍ୟକ୍ତିର ଏମିତି ଲକ୍ଷଣ ମିଳିଥାଏ , ସେହି ବ୍ୟକ୍ତି ଯେ କୌଣସି ଭାବେ ଧନ ଏକାଠି କରିନିଅନ୍ତି , ଓ ଆର୍ଥିକ ହିସାବରେ ସଂପନ୍ନ ହୋଇଥାନ୍ତି , ସେମାନେ ଭଲ ବେପାରି ବି ହୋଇପାରନ୍ତି ।
ଯେଉଁ ବ୍ୟକ୍ତିଙ୍କର ହାତରେ ଚକ୍ର କିମ୍ବା ଖଣ୍ତା ତ୍ରିଶୁଲ, ଧନୁ ପରି କେଉଁ ଚିହ୍ନ ମହଜୁତ ଥାଏ , ଏମିତି ବ୍ୟକ୍ତି ସରକାରୀ ପଦରେ ଲାଭ ଉଠାଇଥାନ୍ତି , ଓ ବ୍ୟକ୍ତିଙ୍କ ଜୀବନରେ ଧନ ଦୌଲତ ବୈଭବ ଓ ସଂମ୍ପତ୍ତି କେଉଁ ଭଳି ଭାବେ ଅଭାବ ଆସେ ନାହିଁ , ଯଦି ହାତରେ ମନ୍ଦିରର ତ୍ରିକୋଣ ଚିହ୍ନ ଆସେ ତେବେ ଏହି ଲୋକ ଆଧ୍ୟାତ୍ମିକ ଚିନ୍ତାଧାରର ବ୍ୟକ୍ତି ବିଶେଷ ହୋଇଥାନ୍ତି , ଓ ସମାଜରେ ବହୁତ ମାନ ସମ୍ମାନ ପାଇଥାନ୍ତି ,