September 16, 2024

Odia Express

Leading Odia News Portal of Odisha

ଡାଇବେଟିଜ୍ ରୋଗୀଙ୍କ ଖାଇବାରେ ନିଶ୍ଚିତ ସାମିଲ୍ କରିନିଅନ୍ତୁ ଏହି ଜିନିଷ , ମାତ୍ର ଗୋଟିଏ ସପ୍ତାହ ରେ ଡାଇବେଟିଜ୍ ରୁ ସମ୍ପୂର୍ଣ ମୁକ୍ତି ମିଳିବ ..

ଆଜିର ଏହି କର୍ମ ବହୁଳ ଜୀବନରେ ମଣିଷ ପାଖରେ ଏତେ ବି ସମୟ ନାହିଁ କି ସେ କିଛି ସମୟ ରହିକରି ନିଜ ସ୍ୱାସ୍ଥ୍ୟ ବିଷୟରେ ଭାବିବ । ଏହି କାରଣରୁ ଆଜି ସବୁ ଲୋକଙ୍କ ମଧ୍ୟରୁ କିଛି ଲୋକେ ରୋଗାଗ୍ରସ୍ତ ହୋଇଥାନ୍ତି , ଯେଉଁ ରୋଗ ପାଇଁ ଏକ ଖାସ୍ ବୟସ ହେଉଥିଲା , ତାହା ଆଜି କମ୍ ବୟସରୁ ଆରମ୍ଭ ହୋଇଯାଉଛି , ସୂଚନାକାରୀଙ୍କ କହିବା କଥା କି ଯଦି ବ୍ୟକ୍ତି ନିଜ ଖାଦ୍ୟ୍ ପେୟ ଠିକ୍ ରଖେ ତେବେ ନାନାଦି ରୋଗରୁ ରକ୍ଷା ପାଇପାରିବ , ଭଲ ଖାଦ୍ୟ ପେୟ ବ୍ୟକ୍ତିକୁ ସଠିକ୍ ସୁସ୍ଥ୍ୟ ଜୀବନ ଦେଇଥାଏ । ଯଦି ଆପଣ ହେଲଦି ରହିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଇବାପିଇବାରେ ବିଶେଷ ଧ୍ୟାନ ଦେବାକୁ ହେବ । ନିଜ ନିତ୍ୟ ଡାଇଟ୍ ରେ କିଛି ଏପରି ଜିନିଷ ଅଛି ଯାହା ଆପଣଙ୍କ ରୋଗକୁ ଦୁର କରିପାରିବ , ଓ ଆପଣଙ୍କୁ ଭରପୁର ଉର୍ଜା ମିଳିପାରିବ , ମଣିଷ ବହୁତ ସାରା ଜୀନିଷ ଖାଇଥାଏ ଓ ତାହା ଶରୀର କିଛି ଦରକାରୀ ଜିନିଷକୁ ପୁରା କରିଥଏ , କିନ୍ତୁ ସୁସ୍ଥ୍ୟ ଜୀବନରେ ସନ୍ତୁଳିତ ଆହାର ବହୁତ ଅଧିକା ଦରକାରିତା ପଡିଥାଏ , ଫାଇବର୍ ଶରୀର ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଫାଇବର ଶରୀରର ବ୍ଲଡ୍ ସୁଗାର୍ କୁ ନିୟନ୍ତ୍ରିତ କରିଥାଏ ।

 

ଗୋଟେ ସୋଧରୁ ଏହି କଥା ସାମନାକୁ ଆସିଛି କି ଡାଇଟରି ଫାଇବରର ସେବନରେ ଟାଇପ୍ -୨ ଡାଇବେଟିଜ୍ ସହ ଲଢିବାରେ ସକ୍ଷମ ହୋଇଥାଏ । ଟାଇପ୍-୨ ଡାଇବେଟିଜ୍ ସହ ଲଢିବାକୁ ହେଲେ ଆପଣଙ୍କୁ ପ୍ରତିଦିନ ଡାଇଟ୍ ରେ ୨୦-୩୫ ଗ୍ରାମ ଫାଇବର୍ ନେବା ଉଚିତ୍ । ଆଜି ଆମେ ଆପଣଙ୍କୁ କିଛି ଏପରି ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହା ଡାଇବେଟିଜ୍ ସହ ଲଢିବାରେ ସାହାଯ୍ୟ କରିଥାଏ । ଏହି ଜିନିଷ ଗୁଡିକର ବ୍ୟବହାର ନିଜ ଡାଇଟ୍ ରେ ସାମିଲ୍ କରିନିଅନ୍ତୁ ।

 

୧) ଅଳସୀ : ଅଳସୀରେ ଭରପୁର ପରିମାଣରେ ଫାଇବର୍ ମିଳିଥାଏ , ଏହାର ସେବନରେ ହୃଦୟରୁ ରୋଗ ଦୂର କରିଥାଏ , ଏଥିରେ ଷ୍ଟ୍ରୋକ୍ ଆସିବାର ବିପଦ ବହୁତ ପରିମାଣର୍ କମ୍ ହୋଇଥାଏ । ଓ ରକ୍ତ ସୁଗର୍ ର ସ୍ତରକୁ ସନ୍ତୁଳିତ କରି ସୋସିଟିଭିଟି ବି ନିୟନ୍ତ୍ରଣ କରିଥାଏ ।

 

୨) ଡାଲି : ଡାଲିରେ ପ୍ରୋଟିନ୍ ସହ ଫାଇବର୍ ବି ପର୍ଯ୍ୟପ୍ତ ମାତ୍ରାରେ ମିଳିଥାଏ , ଡାଲିରେ ମିଳୁଥିବା କାର୍ବୋହାଇଡ୍ରେଡ୍ ପ୍ରାୟ ୪୦ ପ୍ରତିଶତ ଫାଇବର୍ ହୋଇଥାଏ । ଏହା ରକ୍ତରୁ ସୁଗରକୁ କାମ କରିଥାଏ ।

 

୩) ଗହମ : ଗହମ ଜଉ ଓ ଓଟ୍ସ ର ଫାଇବରର ଖଜଣା ଅଟେ , ଏହା ଧୀରେ ଧୀରେ ପଚିଥାଏ , ଯେଉଁଥିରେ ରକ୍ତରୁ ଅଚାନକ ସୁଗର୍ ବଢିପାରେ ନାହିଁ , ଏହା ଦ୍ୱାରା ଓଜନ ନିୟନ୍ତିତ ରୁହେ  ,

 

୪) ପିଜୁଳି : ପିଜୁଳିରେ ଭରପୁର ପରିମାଣର ଫାଇବର୍ ମିଳିଥାଏ , ଏହା କବ୍ଜରେ ବହୁତ ଫାଇଦା ଯୋଗାଇଥାଏ , ଡାଇବେଟିଜ୍ ରୋଗୀଙ୍କ ପାଇଁ କବ୍ଜର ଅଭିଯୋଗ ରହିଛି , ଓ ଭଲ ସ୍ନାକ୍ସ ରୁପେ ଏହାକୁ ବ୍ୟବହାର କରାଯାଏ ।

 

୫) ଟମାଟର : ଟମାଟର୍ , ଅମୃତଭଣ୍ତା ତରଭୁଜ ପରି ସବୁଜ ପନିପରିବା ଡାଇବେଟିଜ୍ ରୋଗୀଙ୍କ ପାଇଁ ଭଲ ମାନିଥାନ୍ତି , ଏହାର ସେବନରେ ଡାଇବେଟିଜ୍ ରୋଗ ଦୂର ହୋଇଯାଏ ।

 

୬) ମେଥି : ମେଥିର ମଞ୍ଜୀ ଓ ପତ୍ର ଦୁହେଁ ବହୁତ ଗୁଣକାରୀ ହୋଇଥାଏ , ଡାଇବେଟିଜ୍ ରୋଗ ସହ ଲଢିବାରେ ଏହା ସାହାଯ୍ୟ କରିଥାଏ , ଏଥିରେ ବି ଭରପୁର ମାତ୍ରାରେ ଫାଇବର୍ ମିଳିଥାଏ , ଏହା ଧିମା ଗତିରେ ପଚିଥାଏ । ଯାହା ଶରୀରରେ କାର୍ବୋ ହାଇଡ୍ରେଡ୍ ଓ ସୁଗରକୁ ଅବଶୋଷଣ ଉପରେ ନିୟନ୍ତ୍ରଣ ରଖିଥାଏ , ମେଥୀ ଶରୀରରେ ଖରାପ କୋଲେଷ୍ଟ୍ରୋଲ୍ କୁ ଶେଷ କରିଦିଏ ।

Leave a Reply

Your email address will not be published. Required fields are marked *