September 20, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କ ପାଖରେ ଏଭଳି ୫୦ ଟଙ୍କିଆ ନୋଟ୍ ଅଛି , ତେବେ ଆପଣ ହୋଇପାରିବେ କୋଟିପତି – ଦେଖନ୍ତୁ କିପରି..

ସାଧାରଣ ଲୋକ ପାଇଁ କୋଟିପତି ହେବା ଏକ ସ୍ୱପ୍ନ ହୋଇଥାଏ , ଏହି ସ୍ୱପ୍ନକୁ ମଧ୍ୟମ ବର୍ଗ ବ୍ୟକ୍ତି ନିଶ୍ଚିତ ଦେଖିଥାଏ କିନ୍ତୁ କୋଟିପତି ହେବା ଏତେ ସହଜ ହୋଇନଥାଏ , ଲୋକଙ୍କୁ ପୁରା ଜୀବନ ଲାଗିଯାଏ ଲକ୍ଷେ ଟଙ୍କା ଜମା କରିବାପାଇଁ , ଏଥିପାଇଁ ଅଧିକାଂଶ ଲୋକ କୋଟିପତି ହେବାପାଇଁ କେବଲ ସ୍ୱପ୍ନ ଦେଖିଥାନ୍ତି , କିନ୍ତୁ ଆଜି ଆମେ କହିଦେବୁ କି ବିନା ପରିଶ୍ରମ କରି କିପରି କୋଟିପତି ହୋଇପାରିବେ , ଆପଣଙ୍କୁ ଏହି କଥାରେ ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ଏହି କଥା ବିଲକୁଲ୍ ସତ ଅଟେ , ଆପଣ କମ୍ ସମୟ ମଧ୍ୟରେ କୋଟିପତି ହୋଇପାରିବେ , କିନ୍ତୁ ଆପଣଙ୍କ ମନରେ ଏହା ଭାବନା ଆସୁଥିବ କି ଏମିତି କିପରି ହୋଇପାରିବ , ତେବେ କହିବାକୁ ଚାହୁଁଛୁ କି ଏହାପାଇଁ ଆପଣଙ୍କୁ ୫୦ ଟଙ୍କା ନୋଟ୍ ଥିବା ଜରୁରୀ , କିନ୍ତୁ ଜାଣି ରଖନ୍ତୁ କି ଏହା ସାଧାରଣ ନୋଟ୍ ପରି ନୁହେଁ , ବରଂ କିଛି ଖାସ୍ ସିରିୟାଲ୍ ନମ୍ବର ହେବା ଜରୁରୀ ।

 

କହିଦେବୁ କି ଏହି ଖାସ୍ ସିରିୟାଲ୍ ନମ୍ବର ବାଲା ନୋଟ୍ ଇଣ୍ଟରନେଟ୍ ଓ ସାଧାରଣ ବଜାରରେ ବହୁତ ଚାହିଦା ଅଛି, ଯାହାକୁ ନେଇ ଲୋକେ ଏହାକୁ ଭଲ ଦାମ୍ ଦେବାପାଇଁ ରାଜି ଅଛନ୍ତି , କହିଦେବୁ କି ଏହି ନୋଟ୍ ସିରିୟାଲ୍ ୭୮୬ ରୁ ଆରମ୍ଭ ହୋଇଥାଏ , ଓ ଏହାକୁ ୫୦ ଟଙ୍କିଆ ନୋଟ୍ ର ଲକି ନୋଟ୍ ହିସାବରେ ଜଣାଯାଏ , ଏଠାରେ ମୁସଲିମ୍ ଧର୍ମରେ ୭୮୬ ସିରିୟାଲ୍ ନମ୍ବର ବାଲା ନୋଟ୍ ଓ ଧର୍ମ ସହ ଯୋଡିହୋଇଛି , ଏଥିପାଇଁ ଏହାକୁ ଯେତେ ଦାମରେ ହେବ କିଣିପାରିବେ ।

 

ଇଣ୍ଟରନେଟ୍ ରେ ଏହି ସମୟରେ ବହୁତ ୱେବସାଇଟ୍ ଅଛି ଯାହା ଦ୍ୱାରା ଆପଣ ଏହି ଖାସ୍ ସିରିୟାଲ୍ ନମ୍ବର ବାଲା ନୋଟ୍ ୫୦ ଟଙ୍କିଆ ନୋଟ୍ କୁ ଅନଲାଇନ୍ ବିକ୍ରି କରିପାରିବେ  , ଇବେ ନାମକ ଏକ ୱେବସାଇଟ୍ ଦ୍ୱାରା ଆପଣ ଏହି ୭୮୬ ସିରିୟଲ୍ ନମ୍ବର ବାଲା ନୋଟ୍ ଅଧିକ ପଇସାରେ ବିକ୍ରି କରିପାରିବେ , ଆପଣଙ୍କୁ ଏହି ୫୦ ଟଙ୍କିଆ ନୋଟ୍ କୋଟିପତି କରିଦେବ , ସେମିତି ୦୦୦୦୦ ଥର ଶୁନ୍ୟ ସିରିୟାଲ୍ ନମ୍ବର ବାଲା ନୋଟ୍ ଲକ୍ଷେ ଟଙ୍କାରେ କିଣାଯାଇଥାଏ , ଏଥିପାଇଁ ଯଦି ଆପଣଙ୍କ ପାଖରେ କିଛି ଏପରି ନୋଟ୍ ଅଛି ତେବେ ତୁରନ୍ତ ଅନଲାଇନ୍ ବିକ୍ରି କରିଦିଅନ୍ତୁ , ଏହାକୁ ଇଣ୍ଟରନେଟ୍ ରେ ଦେଲେ ଆପଣଙ୍କୁ ଭଲ ଦାମ୍ ମିଳିଯିବ ।

Leave a Reply

Your email address will not be published. Required fields are marked *