September 20, 2024

Odia Express

Leading Odia News Portal of Odisha

ଗରିବ ଚାଷୀ ହଳ କରୁଥିବା ସମୟରେ ମିଳିଗଲା ଖଜଣା -କିନ୍ତୁ ଯେବେ ସତ କଥା ଜଣା ପଡିଲା ତେବେ ଚାଷୀର ଆଖିରେ ଲୁହ ଆସିଗଲା..

ଆମକୁ ଏମିତି ଘଟଣା ଶୁଣିବାକୁ ମିଳିଥାଏ ଯାହା ଆଜି କେଉଁ ବ୍ୟକ୍ତି ପୋତା ହୋଇଥିବା ଧନର ପ୍ରାପ୍ତି କରେ , ଏହି ପରି ନାନାଦି ଖବର ଆମେ ଜାଣିବାକୁ ପାଉ, ଆଜି ଆମେ ଆପଣଙ୍କୁ ଏମିତି ଏକ ବିଷୟରେ କହିବୁ ଯାହା ଆପଣଙ୍କ ହୋସ୍ ଉଡାଇଦେବ , ଏମିତି ମାନାଯାଏ କି ସୁନା ପାଇବା ସବୁଠାରୁ ଅଶୁଭ ବୋଲି ଜଣାଯାଏ , ଓ ସୁନା ହଜାଇବା ବି ଅଶୁଭ ଲକ୍ଷଣ ହୋଇଥାଏ , କିନ୍ତୁ ଯଦି ଆପଣଙ୍କୁ କେଉଁଠି ସୁନା ମିଳିଯାଏ , ତେବେ ଆପଣ ତାକୁ ନେଇ ଆସନ୍ତି , ତାପରେ ସେହି ସୁନା ଆପଣଙ୍କ ଦ୍ୱାରା କେଉଁଠି ହରାଇବସିଥିବେ , ତେବେ ଆପଣ ପାଗଳ ହୋଇଯିବେ , ତେବେ ଆସନ୍ତୁ ଜାଣିବା ପୁରା ଘଟଣା ସଂମ୍ପର୍କିତ ଖବର ଉପରେ ନଜର ପକାଇବା ।

 

ଆପଣଙ୍କୁ କହିଦେବୁ କି ଏହି ଖବର ମଧ୍ୟପ୍ରଦେଶର ରାୟପୁର ଗାଁର ଏକ ଚାଷୀ ସହ ଜଡିତ , ଯିଏ ନିଜ ଜମିରେ କାମ କରୁଥିଲା,  ତେବେ ଅଚାନକ ସେ ଲଙ୍ଗଳ କରୁ କରୁ ମାଟିରେ ଏକ ଜିନିଷ ବାଜି ଥିଲା , ଓ ସେ ସେହି ଜାଗାରେ ଖୋଳିଥିଲେ । ଦେଖିଲା ବେଳକୁ ସେହି ଜାଗାରେ ତାଙ୍କୁ ଖଜଣା ମିଳିଯାଈଥିଲା , ଏଥିରେ ଚାଷୀ ଜଣଙ୍କ ବହୁତ ଖୁସି ହୋଇଥିଲେ , କାରଣ ସେ ମାଟି ତଳୁ ତାଙ୍କୁ ଏକ ମାଟି ହାଣ୍ତି ମିଳିଥିଲା । ଯାଞ୍ଚ ପରେ ପୋଲିସ୍ ସେହି ଖଜଣାକୁ ଜବତ କରିନେଲା , ଓ ଏହାର ଯାଞ୍ଚ ଆରମ୍ଭ କରିଦେଲା , ଏମିତିରେ ଯାହାକୁ ଏପରି ମାଟିତଳୁ କିଛି ଖଜଣା ମିଳେ ତେବେ ତାହା ସରକାରୀ ସଂମ୍ପତ୍ତି ବୋଲି ଧରାଯାଏ , ତାହା ଉପରେ କାହାର ଅଧିକାର ରହେ ନାହିଁ , ଓ ତାହା ଜନତା ଓ ସରକାରଙ୍କ ହକ୍ ବୋଲି ମାନାଯାଏ ,

 

ଏହା ଉପରେ କେହି ବି ଅଧିକାର ସାବସ୍ଥ କରିପାରିବେ ନାହିଁ , ଏହି ବୟାନ୍ ଉପରେ ପୋଲିସ୍ ଉପରେ ଭଡକି ଗଳା , ତାହାପରେ ଗାଁ ଲୋକେ କହିଲେ କି ପ୍ରଥମେ ପତ୍ତା କରନ୍ତୁ କି ଏହି ଯେଉଁ ଖଜଣା ମିଳିଛି ଏହା ଅସଲି ଅଟେ କି ନକଲି ।

 

ତାପରେ ଖଜଣାର ଯାଞ୍ଚ ଆରମ୍ଭ ହେଲା , ଓ ପରେ ଜଣା ପଡିଲା କି ଏହି ଖଜଣା ବିଲକୁଲ୍ ନକଲି ଅଟେ ,ତୁରନ୍ତ ସବୁ ଗାଁ ଲୋକଙ୍କ ଚେହେରା ସୁଖିଗଲା , ଓ ସେ ଭାବିବାକୁ ଲାଗିଲେ କି ଚମକୁଥିବା ସୁନା ଏବେ ତାଙ୍କୁ ଅନ୍ଧାରରେ ଆଣିଲା , ଓ ଏହି ଘଟଣା ପରେ ସବୁ ଆଡେ ଲୋକେ ଏହାକୁ ପରିହାସ କରୁଛନ୍ତି ।

 

 

Leave a Reply

Your email address will not be published. Required fields are marked *