ଏହି ୩ଟି ତରିକାରେ ଧୋକେବାଜ୍ ଲୋକଙ୍କ ଚିହ୍ନଟ କରନ୍ତୁ , ଜୀବନରେ ଆଉ କେବେ ଧୋକା ଖାଇବେ ନାହିଁ …
ଏହି ଦୁନିଆଁରେ ଧୋକେବାଜ୍ ଲୋକଙ୍କର ଅଭାବ ନାହିଁ , କିନ୍ତୁ ଅଫସୋସ୍ କଥା ଏହି କି ଯେ ସବୁ ବ୍ୟକ୍ତିର ଚେହେରାରେ ଏହା ଲେଖା ହୋଇନଥାଏ କି ସେ ଭଦ୍ର ଅଟେ କି ଧୋକେବାଜ୍ ଅଟେ , କେଉଁ ଧୋକେବାଜ୍ ଲୋକଙ୍କୁ ଚିହ୍ନିବା ବହୁତ କଠିନ ହୋଇଯାଇଛି, ହଁ ଆଜ୍ଞା ଏହା ବହୁତଥର ହୋଇଥାଏ , ଯେବେ ମଣିଷ କାହାକୁ ଅଧିକା ବିଶ୍ୱାସ କରିନିଏ ଓ ସେହି ଲୋକକୁ କିଏ ଧୋକା ଦିଏ , ଯାହାର କାରଣରୁ ବହୁତ ଦୁଃଖ ହୋଇଥାଏ । ଏବେ ଏହି କଥା ସତ କି ଯେବେ କେଉଁ ବ୍ୟକ୍ତି ଉପରେ ଅଧିକା ବିଶ୍ୱାସ କରିନେଲେ ଓ ସେହି ବ୍ୟକ୍ତି ଠିକ୍ ସମୟରେ ଭରସା ଭାଙ୍ଗିଦିଏ , ତେବେ ଚେହେରାରେ ରାଗ ଆସିବା ସ୍ୱାଭାବିକ ଅଟେ । ଏଥିପାଈଁ ଆମକୁ ସଠିକ୍ ଓ ଭୁଲ୍ ବ୍ୟକ୍ତିକୁ ଚିହ୍ନିବା ଉଚିତ୍ , ନହେଲେ ସବୁବେଳେ ବ୍ୟକ୍ତି ଧୋକା ଖାଉଥିବ , ସେମିତି କହିଦେବୁ କି ଯେଉଁ ବ୍ୟକ୍ତି ଧୋକାବାଜ ହୋଇଥାଏ ସେ ଭଲ ହୋଇ ଖରାପ କରିଥାଏ , ଓ ଖରାପ ଭାବନା ହୋଇଥାଏ ସେମିତି କିଛି ଲୋକଙ୍କ ବିଷୟରେ କହିବୁ ଯାହାକୁ ଆପଣ ପରଖିକରି ବ୍ୟକ୍ତିକୁ ଚିହ୍ନିପାରିବେ କି ସେ ଧୋକେବାଜ୍ କି ନାହିଁ , ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ
୧) ଯେଉଁ ବ୍ୟକ୍ତି ନିଜ ମୁହଁରେ କିଛି ଆଉ କହିଥାଏ , କିନ୍ତୁ ଅଲଗା ଲୋକଙ୍କ ସାମ୍ନାରେ କିଛି ଅଲଗା ରାଗ ଦେଖାଇଥାଏ , ଏମିତି ଲୋକଠାରୁ ଦୂରେଇ ରହିବା ଉଚିତ୍ , ହଁ ଆଜ୍ଞା କହିଦେବୁ କି ଏମିତି ଲୋକ ପକ୍କା ଧୋକେବାଜ୍ ହୋଇଥାନ୍ତି , ଓ କେବେ ବି କାହାକୁ ବି ଧୋକା ଦିଅନ୍ତି ।
୨) ଏହା ଛଡା ଧୋକେବାଜ୍ ଲୋକ ନିଜ କାମକୁ ବଡ ଆରମରେ କରିନେଇଥାଏ , କିନ୍ତୁ ଯେବେ ଆପଣଙ୍କୁ କାମ କରିବାକୁ ପଡିବ , ତେବେ ସେ ସିଧା ମନା କରିଦେବ , ହଁ ଆଜ୍ଞା କହିଦେବୁ କି ଏମିତି ଲୋକ କେବେ ବି ଇମାନଦାର୍ ହୋଇନଥାନ୍ତି ,
୩) ଜଣେଇଦେବୁ କି ଧୋକେବାଜ୍ ବ୍ୟକ୍ତି ଦରକାର ପଡିଲେ ଆପଣଙ୍କ ଠାରୁ ଉଧାର ନେଇଯିବ । କିନ୍ତୁ ପଇସା ଫେରାଇବା ସମୟ ଆସିଲେ ଆପଣଙ୍କୁ ଲୁଚି ବୁଲିବ , ଏଥିପାଇଁ ଏମିତି ଲୋକକୁ କେବେ ଉଧାର ଦେବେ ନାହିଁ , ଯାହା ଉପରେ ଆପଣଙ୍କ ଉପରେ ଭରସା ନାହିଁ , କାରଣ ଏମିତି ଲୋକ ପକ୍କା ଧୋକା ଦେବେ ।
ଏମିତି ତ ଧୋକେବାଜ୍ ବ୍ୟକ୍ତି ସାଧାରଣ କଥା ଅଟେ , ଯେଉଁ ବ୍ୟକ୍ତିଙ୍କୁ ସବୁ ବ୍ୟକ୍ତି ଜାଣିନେବା ଉଚିତ୍ , ଦୁନିଆଁରେ ଆଜି ଏମିତି ଲୋକ ଅଛନ୍ତି , ଯିଏ ନରମ ଓ ଭଦ୍ର ହୋଇଥାଏ । ଓ ଏମିତି ଲୋକ ଅନ୍ୟ ମାନଙ୍କର ସାହାଯ୍ୟ କରିବାପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ , ଏହି କାରଣରୁ କିଛି ଧୋକେବାଜ୍ ଲୋକେ ଏମିତି ଭଦ୍ର ଲୋକଙ୍କର ଫାଇଦା ଉଠାଇଥାଆନ୍ତି ।