October 25, 2024

Odia Express

Leading Odia News Portal of Odisha

ବର ମାଗିଲା ଯୌତୁକରେ ଲମ୍ବା କାର୍ , କନ୍ୟା ୫ ଦିନ ପରେ ଦେଖାଇଲା ଏପରି ଏକ ଉଚିତ ଶିକ୍ଷା ଯେ ଭୁଲ୍ ମାନିକରି କାନ୍ଦିବାକୁ ଲାଗିଲା ବର…

ନିଜ ନୁଆ ବିବାହିତ କନ୍ୟା ପ୍ରିୟାଙ୍କ ବାହାଘର ଦ୍ୱିତୀୟ ଦିନ ଯୌତୁକରେ ମିଳିଥିବା ନୁଆ କାର୍ କୁ ସଂନ୍ଧ୍ୟାରେ ସୁରଜ୍ ଲଙ୍ଗ୍ ଡ୍ରାଇଭ୍ ରେ ନେଇକରି ବାହାରିଲା , ଗାଡି ବହୁତ ସ୍ପିଡ୍ ଚଲାଉଥିଲା , ପ୍ରିୟା ତାଙ୍କୁ ମନା କରୁଥିଲେ ବି ସେ ସେଥିରେ ବାରଣ କରୁଥିଲେ , ସୁରଜ୍ କହିଥିଲା କି ମୁଁ କେବେ ଭାବି ବି ନଥିଲି କିନ୍ତୁ ତୁମର ବାପା କିଣିବା ପାଇଁ ବାଧ୍ୟ କରିଦେଇଥିଲେ , ପ୍ରିୟା କହିଲେ ହଉ ମ୍ୟୁଜିକ୍ କମ୍ ରଖିବାକୁ ଦିଅ , ମ୍ୟୁଜିକ୍ କମ୍ କରି ପ୍ରିୟା କହିଲେ କିନ୍ତୁ ସେହି ସମୟରେ ଏକ ଭିକାରୀ ଆସିପହଞ୍ଚିଥିଲା, ବ୍ରେକ୍ ଲଗାଇ ସୁରଜ୍ ସେହି ଭିକାରୀକୁ ଗାଳି ଦେବାକୁ ଲାଗିଲା , ଆରେ ମରିବାକୁ ଆସିଛୁ କି ତୁ , ସେହି ସମୟରେ ପ୍ରିୟା ଗାଡିରୁ ବାହାରି ସେହି ଭିକାରୀକୁ ଦେଖିଥିଲେ ସେ ଭିକାରୀ ଶାରରୀକ ଭିନ୍ନକ୍ଷମ ଥିଲେ

 

ସେ ନିଜ ସ୍ୱାମୀଙ୍କ ଗାଳି ପାଇଁ କ୍ଷମା ମାଗିକରି ଏକ ଶହ ଟଙ୍କା ତାକୁ ଦେଇଥିଲେ , ତାପରେ ପ୍ରିୟା ସେ ଭିକାରୀକୁ ମିଠା ଖାଇବାକୁ ଦେଇଥିଲେ , ଓ ତାପରେ ପ୍ରିୟା ତାଙ୍କୁ ନେଇ ପାଖ ଫୁଟପାଥରେ ନେଇ ବସାଇଦେଲେ , ଗାଡିରେ ବସିବା ପରେ ସୁରଜ୍ କହିଲା କି ତୁମରି ପାଇଁ ତାଙ୍କର ସାହାସ ବଢିଯାଉଛି

କେବେ ବି ଭିକାରୀଙ୍କର ମନ ବଢାଇବା ଉଚିତ୍ ନୁହେଁ , ତେବେ ପ୍ରିୟା ହସିକରି କହିଲେ କି ଭିକାରୀ ଅସହାୟ ଥିଲା , ସେଥିପାଇଁ ସେ ଭିକ ମାଗୁଥିଲା ରାସ୍ତାରେ ଆସି କିନ୍ତୁ ସବୁ କିଛି ଥାଇ ବି ଲୋକେ ଭିକ ମାଗିଥାନ୍ତି ଯୌତୁକ ନେଇ , ତୁମେ ଜାଣିଛ କି କେତେ ପରିଶ୍ରମ ସହି ଗରିବ ଝିଅର ମା ଓ ବାପ ଯୌତୁକରେ ଦେଇଥାଏ , ତୁମେ ବାପାଙ୍କୁ ଗାଡି ମାଗିଥିଲ , ତେବେ ଭିକାରୀ କିଏ ହେଲା ତୁମେ ନା ସେ ଭିକାରୀ ।

 

ଜଣେ ବାପା ନିଜର୍ ଝିଅକୁ ୨୦ ବର୍ଷ ପର୍ଯ୍ୟନ୍ତ ସମ୍ଭାଳିକରି ରଖିଥାଏ , ଓ ତାପରେ ସେ ଅନ୍ୟକୁ ଦାନ କରିଥାଏ , ଯାହାକୁ କନ୍ୟାଦାନ କହିଥାନ୍ତି , ଯାହାକୁ ମହାଦାନ କୁହାଯାଏ , ଯାହା ଦ୍ୱାରା ସେ ଯାଇ ଅନ୍ୟର ବଂଶ ବୃଦ୍ଧିକରୁ , ଓ କାହାର ସଂସାର ବଢୁ , ଏଥିରେ ଯୌତୁକ ମାଗିବା ଭିକ୍ଷା ନୁହେଁ ତ ଆଉ କଣ କୁହ , ସୁରଜ୍ ଏକ ଦମ୍ ଚୁପ୍ ଚାପ୍ ହୋଇଯାଇଥିଲା , ପ୍ରିୟାର ଏହି ଭଳି କଥା ସୁରଜକୁ ଏକ ଚେତାବନୀ ଓ ଲଜ୍ଜିତ କରିଦେଇଥିଲା , ସେ ନିଜ ଭୁଲ୍ ମାନିଥିଲା , ସେଥିପାଇଁ ଯୌତୁକ ନେଉଥିବା ଲୋକ ହିଁ ଭିକାରୀ ସଦୃଶ ହୋଇଥାଏ ।<

Leave a Reply

Your email address will not be published. Required fields are marked *