February 5, 2025

Odia Express

Leading Odia News Portal of Odisha

ଏହି ଝିଅ କୁ ବାହାହେଲେ ବାହାଘର ରେ ସୁନାର କାର୍ ଓ ଏକ ହଜାର କୋଟି ଦେବାକୁ ପ୍ରସ୍ତୁତ ଅଛି ଏହି ଝିଅ, କିନ୍ତୁ ପୁଅକୁ ବିବାହ କରିବା ପାଇଁ ଏହି ଗୋଟେ ସର୍ତ୍ତ ରଖିଛନ୍ତି…

ବାହାଘର ଦୁଇ ପରିବାର ଓ ଦୁଇ ଲୋକଙ୍କ ମଧ୍ୟରେ ଏମିତି ଏକ ବନ୍ଧନ ଅଟେ,ଯାହା ସବୁ ବୟସ ସହ ତାଙ୍କୁ ଅନ୍ୟ ଜଣଙ୍କ ସହ ବାନ୍ଧିକରି ରଖିଥାଏ । ଦେଖାଗଲେ କେଉଁ ଝିଅ କେଉଁ ପୁଅ ସହ ବିବାହ ନ କଲା ଯାଏଁ ଅଧୁରା ଥାନ୍ତି । ଏହି ଜୀବନରେ ଯାହାକୁ ହେଲେ ବି ଗୋଟେ ଜୀବନସାଥୀ ଦରକାର ହୋଇଥାଏ । ଯଦି ବାହାଘର ନିଜ ପସନ୍ଦର ଲୋକ ସହ ହୋଇଯାଏ ତେବେ ଅସୁବିଧା ବି ସବୁ ସୁବିଧାରେ ପରିଣତ ହୋଇଯାଏ ।ଆମ ଭାରତ ଛଡା ଦେଶରେ ଅନ୍ୟ ଦେଶ ଗୁଡିକ ବି ଅଛି ଯେଉଁଠି ଯୌତୁକ ନେବା ପରମ୍ପରା ଚାଲୁଅଛି । କିନ୍ତୁ ଜାଣିରଖିବା ଉଚିତ୍ କି ଏହା ଏକ ଆଇନଗତ ଅପରାଧ ଅଟେ , କିଛି ଧନୀ ଲୋକେ ନିଜ ଝିଅମାନଙ୍କୁ ଯୌତୁକ ଦେବା ପସନ୍ଦ କରିଥାନ୍ତି । ଏମିତି ଏକ ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କ ବିଷୟରେ ଆମେ କହିବାକୁ ଯାଉଛୁ , ଏହି ଦିନରେ ସେ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚିତ ହେଉଛନ୍ତି ,

 

ଏହି ଝିଅ କେଉଁ ସାଧାରଣ ଘରର ଝିଅ ନୁହନ୍ତି , ବରଂ ଏକ ଜଣା ଶୁଣା ବ୍ୟକ୍ତିତ୍ୱ ଅଟନ୍ତି , ଯାହାଙ୍କ ବାହାଘର ପାଇଁ ଦୁନିଆଁ ସାରା ପୁଅ ପାଗଳ ହୋଇଛନ୍ତି । ଏହାପଛରେ ଏକ କାରଣ ବି ଅଛି ଯାହାହେଲା ସେ ଝିଅ ଦେଖିବାକୁ ଯେତେ ସୁନ୍ଦରୀ ଅଟନ୍ତି , ତାଙ୍କର ବହୁତ ଗୁଣରେ ସେ ଧନୀ ବି ଅଟନ୍ତି । ଖବର ଅନୁସାରେ ସେ ଝିଅ ବାହାଘର ହେବାପାଇଁ ଏକ ଘୋଷଣା କରିଥିଲେ , ଯେଉଁ ପୁଅ ତାଙ୍କୁ ବିବାହ କରିବ ସେ ବଦଳରେ ଯୌତୁକ ଦେବେ , ଯାହାକି ଏକ ହଜାର କୋଟି ସହ ଏକ ସୁନାର କାର୍ , ଆପଣଙ୍କୁ ଏହା ଶୁଣିବାକୁ ଟିକେ ଅଜବ ଲାଗୁଥିବ କିନ୍ତୁ ଏହା ବିଲକୁଲ୍ ସତ ଅଟେ ।

 

ମିଡିଆରୁ ମିଳିଥିବା ସୁଚନା ଅନୁଯାୟୀ ଏହି ଝିଅ ବାହାଘର ପାଇଁ ଏକ ଖାସ୍ ସର୍ତ୍ତ ରଖିଛନ୍ତି , ଯିଏ ସେହି ସର୍ତ୍ତକୁ ପୁରଣ କରିବ ସେ ହିଁ ସେହି ସୁନାର କାର୍ ଓ ଏକ ହଜାର କୋଟିର ମାଲିକ ହୋଇପାରିବ , ଝିଅର ସର୍ତ୍ତ ଅନୁଯାୟୀ ତା ହେବାକୁ ଥିବା ସ୍ୱାମୀ ବଳବାନ ହେବା ଦରକାର , ଏବେ ଆପଣ ଭାବୁଥିବେ ଏମିତି ଅଜବ ଡିମାଣ୍ତ କଣ ପାଇଁ , ତେବେ ବନ୍ଧୁଗଣ କହିଦେବୁ କି ଏହି ଝିଅ କେଉଁ ସାଧାରଣ ଝିଅ ନୁହେଁ , ଦୁନିଆଁର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ଝିଅ ଅଟେ , ଯାହା ସହିତ ବିବାହ କରିବାକୁ ହେଲେ ସେମିତି ଯୋଗ୍ୟତା ରହିଥିବା ଦରକାର ।

ଆମେ ସୁଚନା ଏକାଠି କରି ଜାଣିବାକୁ ପାଇଲୁ କି ଏହି ଝିଅ ଆଉ କେହି ନୁହେଁ ବରଂ ତାଙ୍କର ଭାଇ କିମ୍ ଉନ୍ ଅଟନ୍ତି , କିମ୍ ଉନ୍ ଉତ୍ତର କୋରିଆର ସବୁଠାରୁ ଖତରନାକ ବ୍ୟକ୍ତି ହିସାବରେ ଜଣାଯାଆନ୍ତି । ଯିଏକି ନିଜ ଭଉଣୀ ପାଇଁ ଗୋଟେ ପୁଅ ଖୋଜୁଛନ୍ତି , ସେମିତି ଯଦି ଭାରତରେ କେଉଁ ଝିଅ ଏହି ଭଳି ସର୍ତ୍ତ ରଖେ ତେବେ ଲକ୍ଷେ ଲୋକ ଲାଇନ୍ ରେ ରହିଥାନ୍ତି କିନ୍ତୁ ଉତ୍ତର କୋରିଆରେ ଏହି ଝିଅକୁ ବିବାହ କରିବାପାଇଁ କିଏ ହେଲେ ବି ସାହାସ କରିପାରୁନାହାନ୍ତି ।</p>
<p>ଏହି ଝିଅର ଉଚ୍ଚତା ୫ ଫୁଟ୍ ୧୦ ଇଞ୍ଚ ଅଟେ । ଓ ପୁଅ ବାହା ହେବାର ସର୍ତ୍ତ ଗୁଡିକ ହେଲା :- ସେ ଅତୀତରେ କାହାକୁ ବିବାହ କରିନଥିବ , ଓ ତାହାର ଓଜନ ୭୫ କେଜି ହେବା ଦରକାର , ଓ ସିକ୍ସ ପ୍ୟାକ୍ ହେବା ଦରକାର । ଏବେ ଆପଣ ନିଜେ ଭାବନ୍ତୁ ଏପରି ପରଫେକ୍ଟ ପୁଅ କେଉଁଠୁ ମିଳିବା ସମ୍ଭବ ?

Leave a Reply

Your email address will not be published. Required fields are marked *