ଯେଉଁ ଲୋକଙ୍କର ନାଁ N ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନଙ୍କ ମଧ୍ୟରେ ଭି ବିଶେଷ ଗୁଣ ସବୁ ଥାଏ – ନିଶ୍ଚୟ ଜାଣି ନିୟନ୍ତୁ..
ଏମିତି ତ ସବୁ ବ୍ୟକ୍ତିର ନାଁ ନିଜ ଏକ ଅଲଗା ମହତ୍ତ୍ୱ ହୋଇଥାଏ , କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି ଆପଣଙ୍କ ପସନ୍ଦ ଓ ନା ପସନ୍ଦ ଆପଣଙ୍କ ଉପରେ ପ୍ରଭାବିତ କରିଥାଏ , ତେବେ ନିଶ୍ଚିତ ଆପଣ ଆଶ୍ଚର୍ଯ୍ୟ ହେବେ , ଏହା ସତ ଅଟେ , ଏହା ତାଙ୍କର ଜୀବନ ଶୈଳୀରେ ପ୍ରଭାବିତ କରିଥାଏ । ମାନେ କହିବାକୁ ଗଲେ ଆପଣଙ୍କ ନାଁ ଆପଣଙ୍କ ବ୍ୟକ୍ତିତ୍ୱ ଓ ଭାଗ୍ୟକୁ ପ୍ରଭାବିତ କରିଥାଏ , ଏହା ଛଡା ବ୍ୟକ୍ତି ନାଁ ଯେଉଁ ଅକ୍ଷରରୁ ଆରମ୍ଭ ହୋଇଥାଏ , ତେବେ ତାହା ଅଲଗା ଅଙ୍କିୟ ଉର୍ଜା, ତରଙ୍ଗ, ପ୍ରଭାବ ହୋଇଥାଏ ।ସେମିତି ବ୍ୟକ୍ତିର ନାଁ ଯେଉଁ ଅକ୍ଷରରୁ ଆରମ୍ଭ ହୋଇଥାଏ , ସେଥିରେ ବ୍ୟକ୍ତିତ୍ୱ ବିଷୟରେ ବହୁତ କଥା ଜଣା ପଡିଥାଏ,
ଏଥିପାଇଁ ଆପଣଙ୍କୁ ସେହି ଲୋକଙ୍କର ବିଷୟରେ କହିବୁ , ଯାହାଙ୍କ ନାଁ N ଅକ୍ଷରରୁ ଆରମ୍ଭ ହୋଇଥାଏ, ଏହି ଅକ୍ଷରରୁ ପାଞ୍ଚ ଅଙ୍କ ସହ ବରାବର ମାନାଯାଏ , ଏମିତିରେ ଏହି ଅଙ୍କ କଳ୍ପନାଶିଳତା, ସ୍ୱାଧିନତା, ଓ ଆନନ୍ଦ ପ୍ରତିନିଧିତ୍ୱ କରିଥାଏ , କହିଦେବୁ କି ଯେଉଁ ଲୋକଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ଆକ୍ଟିଭ୍ ଓ ବିନା ପାରମ୍ପାରିକ ଭାବନାର ବ୍ୟକ୍ତି ହୋଇଥାନ୍ତି , ଏହା ଛଡା ନିଜ ଜୀବନରେ ସବୁ ଜିନିଷ ପରଫେକ୍ଟ ଦରକାର , ଏହି ଲୋକ ଆଲୋଚକ ବ୍ୟକ୍ତିତ୍ୱର ହୋଇଥାନ୍ତି , ଏଥିପାଇଁ ଏମାନଙ୍କୁ କିଏ ହେଲେ ବି ପସନ୍ଦ ଆସନ୍ତି ନାହିଂ , ମାନେ ଏମାନଙ୍କ ପସନ୍ଦର ଅନୁସାରେ କିଏ ପାର୍ଟନର୍ ମିଳିଥାଏ , ତେବେ ସେମାନେ କାହା ସହ ରିଲେସନସିପ୍ ରେ ରହିଥାନ୍ତି ।
ଏହି ଲୋକ ବହୁତ କଳ୍ପନାଶୀଳ ଓ ବହୁ ମୁଖୀ ପ୍ରତିଭାବାଲା ହୋଇଥାନ୍ତି , ଓ ସ୍ୱଭାବରୁ ଏମାନେ ରିସର୍ଚ୍ଚର ହୋଇଥାନ୍ତି , ମାନେ କହିବାକୁ ଗଲେ ଏମାନେ ବହୁତ ଇଣ୍ଟେଲିଜେଣ୍ଟ ହୋଇଥାନ୍ତି , ଯେଉଁ ଲୋକଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ଯେଉଁ କୌଣସି ପରିସ୍ଥିତି ସହ ମୁକାବଲା କରିଥାନ୍ତି । ବହୁତ ଥର ଲୋକେ ଅନ ପ୍ରେଡିକ୍ଟବେଲ୍ ହୋଇଥାଏ । ହଁ ଆଜ୍ଞା ଏହାର ମତଲବ ହୋଇଥାଏ କି ବହୁତ କିଛି କହିବା ସହଜ ହୋଇପାରିବ ନାହିଁ , ଏହା ଛଡା ସାଂସରିକ ଆକର୍ଷଣ ଏମାନଙ୍କୁ ବହୁତ ପସନ୍ଦ ଲାଗିଥାଏ , ଜଣାଇଦେବୁ କି ଅଙ୍କ ପାଞ୍ଚ ଉର୍ଜା ତାଙ୍କୁ ଆଶାବାଦି ଓ ବ୍ୟବହାରିକ ବନାଇଥାଏ , ଏହା ଛଡା ଏହି ଲୋକ ବହୁତଥର ବହୁତ ପୋସେଟିଭ୍ ହୋଇଥାଏ ।
ଏମାନେ ବହୁତ ଭାବୁକ ହୋଇଥାନ୍ତି , ଏଥିପାଇଁ ଏମାନଙ୍କୁ ପ୍ରେମ କରିବା , ଓ ପ୍ରେମ ପାଇବା ପସନ୍ଦ ହୋଇଥାଏ , ହଁ ଆଜ୍ଞା ଏହା ସହ ଏହି ଲୋକ ବିଲକୁଲ୍ ସ୍ୱାର୍ଥପର ହୋଇନଥାନ୍ତି , ଓ ଯେଉଁ ଲୋକ ଏମାନଙ୍କ ହୃଦୟର ପାଖାପାଖି ହୋଇଥାନ୍ତି , ଏମାନଙ୍କ ପାଇଁ କିଛି ବି କରିବାପାଇଁ ପ୍ରସ୍ତୁତି ରୁହନ୍ତି , ଏହା ଛଡା ଲୋକ ଜୀବନରେ ହେଉଥିବା ସବୁ ପରିବର୍ତ୍ତନରେ ଖୁସିରେ ସ୍ୱାଗତ କରିଥାନ୍ତି , ଏଠାରେ ସେମାନଙ୍କ ନିଜର ଭାବନା, ବିଚାର , ଓ ନିଜ ଲାଇଫ୍ ଷ୍ଟାଇଲ୍ ବି ସ୍ୱାଧିନତା ହୋଇଥାଏ , ବୋଧେ ଏହି କାରଣାଅରୁ ଏମାନଙ୍କ ସଂବାଦ କରିବାର କ୍ଷମତା ଭଲ ହୋଇଥାଏ ।
ଏହା ଛଡା ଲୋକଙ୍କ ସ୍ୱଭାବ ବହୁତ କଳ୍ପାତ୍ମକ ପ୍ରକୃତିର ହୋଇଥାନ୍ତି , ମାନେ ଏମାନଙ୍କ ଲେଖନ ଓ ଦ୍ୱିତୀୟ କଳାତ୍ମକ ବହୁତ ରୁଚି ହୋଇଥାଏ । ଏହି ଲୋକଙ୍କର ଭିଡରେ ଠିଆ ହେବାର ପସନ୍ଦ ଲାଗେ ନାହିଁ । ଏଥିପାଇଁ ନିଜ ଅଲଗା ପରିଚୟ ରଖିବାରେ ବିଶ୍ୱାସ କରିପାରନ୍ତି । ଏମାନଙ୍କ ସବୁଠାରୁ ବଡ କମି ହେଲା ଏହି ଲୋକ ବହୁତଥର ବହୁତ ଇର୍ଷାଳୁ ହୋଇଥାନ୍ତି , ଏମିତିରେ ଏମାନଙ୍କ ବ୍ୟକ୍ତିତ୍ୱ ସବୁଠାରୁ ଦୁର୍ବଳତା ହୋଇଥାଏ ,
ତେଣୁ ଯଦି ଆପଣଙ୍କ ନାଁ ଏହି N ଅକ୍ଷରରୁ ଆରମ୍ଭ ହୋଇଥାଏ , ତେବେ ଆପଣଙ୍କୁ ଆମର ଏହି ସୁଚନା ପସନ୍ଦ ଆସିଥିବ ।