ଲଗାନ୍ତୁ ସର୍ତ୍ତ – ଏହି ଫଟୋ ରେ ଲୁଚି ଅଛି ଗୋଟେ ଝିଅ , ଖୋଜି ପାରିବେ ନାହିଁ ଆପଣ, ୧୦୦ ରୁ ୯୯ ଲୋକ ଖୋଜିବାରେ ଅସଫଳ ହୋଇଛନ୍ତି ..
ଯଦି ଆପଣ ବୁଦ୍ଧିମାନ ଅଟନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଚ୍ୟାଲେଞ୍ଜ ନେଇକରି ଆସିଛୁ ଯାହାକି ଆପଣଙ୍କ ମୁଣ୍ତ କାମ କରିବା ବନ୍ଦ କରିଦେବ । ଏହା ପୂର୍ବରୁ ବହୁତ ସାରା ପ୍ରଶ୍ନ ଓ ପଜଲ ସମାଧାନ କରିଥିବେ , କିନ୍ତୁ ଏହା ତା ଠାରୁ ଅଲଗା ଅଟେ , ଏହି ଫଟୋରେ ଆପଣଙ୍କୁ ଏକ ଝିଅର ଫଟୋ ଖୋଜିବାର ଅଛି ଏହି ଲୁଚିଥିବା ଝିଅକୁ ଖୋଜିବାରେ ବହୁତ ଲୋକ ଫେଲ୍ ମାରିଛନ୍ତି , ସେମିତି ବି ଆପଣ ଆଜି ପର୍ଯ୍ୟନ୍ତ ବହୁତ ପ୍ରଶ୍ନ ସମାଧାନ କରିଥିବେ , କିନ୍ତୁ କିଛି ଏପରି ପଜଲ୍ ନେଇକରି ଆସିଛୁ ଯାହା ବିଲକୁଲ୍ ଅସମ୍ଭବ ଅଟେ , ଯଦି ଆପଣ ନିଜକୁ ଏହି ପ୍ରଶ୍ନର ଉତ୍ତର ଦେଇପାରିବେ ସେଥିପାଇଁ ଏକ ଫଟୋ ଆପଣଙ୍କ ପାଖରେ ନେଇକରି ଆସିଛୁ,
ଏହି ଫଟୋରେ ଆପଣ ଏକ ଝିଅ ପାର୍କରେ ଲୁଚି କରି ଅଛି , ଆପଣଙ୍କୁ ଏହି ଫଟୋରେ ଲୁଚିଥିବା ଝିଅକୁ ଖୋଜିବାର ଅଛି, ପ୍ରଥମ ନଜରରେ ସାଧାରଣ ଭାବେ ଜଣାପଡୁଥିବା ଏହି ଫଟୋରେ ଏକ ଝିଅ ଲୁଚିକରି ଅଛି, ଯାହାକୁ ଖୋଜିବାରେ ଚେଷ୍ଟା ସମସ୍ତେ ୧୦୦ ରୁ ୯୯ ପ୍ରତିଶତ ଫେଲ୍ ମାରିଛନ୍ତି ।
ସୋସିଆଲ୍ ନେଟୱର୍କିଙ୍ଗ୍ ୱେବସାଇଡ୍ ରେଡିଡ୍ ରେ ଜଣେ ୟୁଜର ଏହି ଫଟୋକୁ ଅପଲୋଡ୍ କରିଛନ୍ତି , ଯେଉଁଥିରେ କ୍ୟାପସନ୍ ଅଛି କି ଏହି ଝିଅକୁ କିଏ ଖୋଜି ପାରିବ , ଫଟୋ ଅପଲୋଡ୍ କରୁଥିବା ବେଳେ ଅନ୍ୟ ୟୁଜର ମାନେ ଏହାକୁ ଖୋଜିବାରେ ଚ୍ୟାଲେଞ୍ଜ ନେଇଥିଲେ, ଆପଣଙ୍କୁ କହିଦେବୁ କି ଏହି ଫଟୋରେ ଲୁଚିଥିବା ୧୦୦ ରୁ ଜଣେ ବ୍ୟକ୍ତି ଖୋଜିପାରିଛି ,
ଯଦି ଆପଣ ଏବେ ପର୍ଯ୍ୟନ୍ତ ଏହି ଫଟୋରେ ଲୁଚିଥିବା ଝିଅକୁ ଖୋଜିପାରୁନାହାନ୍ତି , ତେବେ କହିଦେବୁ କି ସେହି ଝିଅ ସେହି ଗଛର ସହ ଏକ ଦମ ତଳେ ଲାଗିକରି ବସିଛି , ଆପଣଙ୍କୁ କହିଦେବୁ କି ଏହି ଫଟୋ ସୋସିଆଲ୍ ମିଡିଆରେ ଲକ୍ଷାଧିକ ଲୋକେ ବ୍ୟବହାର କରିସାରିଛନ୍ତି , ଲୋକେ ଏହି ଫଟୋକୁ ସେୟାର୍ କରି ନିଜ ସାଙ୍ଗ ମାନଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ।