February 6, 2025

Odia Express

Leading Odia News Portal of Odisha

ସାହିଦ୍ କାପୁରଙ୍କ ଫିଲ୍ମ “ବିବାହ” ରେ ଶାଳୀ ଅଭିନୟ କରୁଥିବା ଏହି ଝିଅ ଏବେ ଦେଖାଯାଉଛନ୍ତି ଏତେ ସୁନ୍ଦର ,ଦେଖିଲେ ଆପଣ ମଧ୍ୟ ଚମକି ପଡିବେ..

ବିବାହ ଫିଲ୍ମରେ ଅମୃତା ଆରୋରାଙ୍କ ଭଉଣୀ ଅଭିନୟ କରିଥିବା ଚୁଟକି ଙ୍କୁ ଶ୍ୟାମଳ ବର୍ଣ୍ଣର ଦେଖାଯାଇଥିଲା , କିନ୍ତୁ ଅସଲ ଜୀବନରେ ସେ ବହୁତ ଗୋରୀ ଓ ସୁନ୍ଦର ଅଟନ୍ତି , ବିବାହ ଫିଲ୍ମର ଚୁଟୁକି ଏବେ ବଡ ବଡ ଅଭିନେତ୍ରୀଙ୍କ ପରି ନଜର ଆସୁଛନ୍ତି , ସାହିଦ୍ କାପୁର ଓ ଅମୃତା ରାଓ ଙ୍କ ସୁପରହିଟ୍ ଫିଲ୍ମ ବିବାହର କଥା କହିଲେ ଏହି ଫିଲ୍ମରେ ନିର୍ବନ୍ଦ ଓ ବାହାଘର ମଧ୍ୟରେ ରୋମାଣ୍ଟିକ୍ ସମୟ ବଡ ରୋମାଣ୍ଟୀକ୍ ଅନ୍ଦାଜରେ ଦେଖାଯାଈଥିଲା , ଏହି ଫିଲ୍ମରେ ଅମୃତା ରାଓଙ୍କ ସହ ତାଙ୍କ ଭଉଣୀ ଅଭିନୟ କରୁଥିବା ଚୁଟକିଙ୍କୁ ଆପଣ ଏହି ଫିଲ୍ମରେ ଦେଖିଥିବେ ।

 

କିନ୍ତୁ ଆପଣଙ୍କୁ ଜଣାଇଦେବୁ କି ସେ ଏବେ ଆଉ ଶ୍ୟାମଳି ନୁହନ୍ତି ଏବେ ସେ ବହୁତ ଗୋରି ଓ ଗ୍ଲାମର୍ସ ଲାଗୁଛନ୍ତି , ତାଙ୍କର ଅସଲ ନାଁ ଅମୃତା ପ୍ରକାଶ ଅଟେ , ଏବେ ତାଙ୍କର ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ଯେଉଁଥିରେ ଅମୃତା ବହୁତ ହଟ୍ ଅନ୍ଦାଜରେ ନଜର ଆସୁଛନ୍ତି ,

 

ଅମୃତା ପ୍ରକାଶ ଡାବର୍ , ରସନା , ସନସିଲ୍କ, ସମେତ ଦେଶର ବଡ ବଡ ବ୍ରାଣ୍ତ ପାଇଁ ୫୦ ରୁ ଅଧିକା କମର୍ସିଆଳ୍  ଆଡ୍ କରିଛନ୍ତି , ଅମୃତା ମୁମାଇର ୟୁନିଭରସିଟିରେ କମର୍ସ ଓ ବିଜନେସ୍ ଆଡମିନିଷ୍ଟ୍ରେସନ୍ ରେ ମାଷ୍ଟର ଡିଗ୍ରୀ ନେଇଛନ୍ତି , ଅମୃତା ପ୍ରକ୍ଶ କେବଳ ବଡ ହୋଇନାହାନ୍ତି ବରଂ ବହୁତ ପରିବର୍ତ୍ତନ ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *