October 21, 2024

Odia Express

Leading Odia News Portal of Odisha

ଯେଉଁ ଲୋକଙ୍କର ଦାନ୍ତ ମଝିରେ ଗ୍ୟାପ୍ ହୋଇଥାଏ , ଜାଣନ୍ତୁ ସେହି ସେହି ଲୋକଙ୍କ ବିଷୟରେ କିଛି ଖାସ କଥା…

ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଶରୀରରେ ଏମିତି କିଛି ଚିହ୍ନ ଦେଖିବାକୁ ମିଳେ , ଯାହା ବ୍ୟକ୍ତିର ଆସୁଥିବା ଜୀବନ ବିଷୟରେ ଓ ତାର ପ୍ରେମ ବିଷୟରେ ବହୁତ କିଛି କହିଥାଏ , ଯେଉଁ ବ୍ୟକ୍ତିର ଶରୀରରେ ମିଳୁଥିବା କଳାଜାଇ କିମ୍ବା ହାତରେ ପାଉଥିବା ଚିହ୍ନ ତାର ଭବିଷ୍ୟତ ଓ ସ୍ୱଭାବ ବିଷୟରେ ବହୁତ କିଛି କହିଥାଏ , ଏମିତିରେ ବ୍ୟକ୍ତିର ଦାନ୍ତ ବି ବହୁତ କିଛି ବୟାନ୍ କରିଥାଏ , ଯାହା ସମୁଦ୍ର ଶାସ୍ତ୍ରର ଅନୁସାରେ ଏମିତି ମାନିଥାନ୍ତି କି ବ୍ୟକ୍ତିର ଦାନ୍ତ ନା କେବଳ ତାର ଗୁଣ ଓ ଦୋଷ ବିଷୟରେ କହିଥାଏ , ଯାହା ଅନ୍ୟ ବହୁତ୍ କିଛି କହିଥାଏ , ଏହା ଆପଣ ଭଲ ଭାବେ ଜାଣିଥିବେ କି ଯଦି ଆପଣଙ୍କ ଦାନ୍ତ ଆପଣଙ୍କ ଭବିଷ୍ୟତ ଖୋଲିଥାଏ

 

ତେବେ ଚାଲନ୍ତୁ ଏହା ବିଷୟରେ ବିସ୍ତାରରେ ଜାଣିବା , ଶାସ୍ତ୍ର ଅନୁସାରେ ଏମିତି କୁହାଯାଇଛି କି ଯେଉଁ ବ୍ୟକ୍ତିର ଦାନ୍ତ ଗୁଡିକ ମଧ୍ୟରେ ଫାଙ୍କା କିମ୍ବା ଗ୍ୟାପ୍ ଥାଏ ସେ ନିଶ୍ଚିତ ଭାବେ ନିଜର ବୁଦ୍ଧିରେ ଆଗୁଆ ଥିବ , ଏହା ଛଡା ଏହି ଲୋକଙ୍କର ଏମିତି କିଛି କୁହାଯାଏ କି ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି , ବରଂ ବହୁତ ଚାଲାକ୍ ବି ହୋଇଥାନ୍ତି ,

 

ବୋଧେ ଏହି କାରଣ ଥାଏ କି ଯଦି କେଊଁ ଅସୁବିଧା ଆସିଥାଏ , କିମ୍ବା ସାମନାରେ କିଛି ସଂଙ୍କଟ ସ୍ଥିତି ଆସିଥାଏ , ତେବେ ସେହି ସମୟରେ ସେମାନେ ବହୁତ ଧୈର୍ଯ୍ୟର ସହ ଲଢିଥାନ୍ତି , ସେମାନଙ୍କର ସ୍ୱଭାବ ବିଷୟରେ କହିଲେ ସେମାନେ ବହୁତ ଖୋଲା ମିଜାଜ୍ ର ହୋଇଥାନ୍ତି , ଯଦି ଏହି ଲୋକ କାହା ସହ ଖୋଲାଖୋଲି କଥା ହୁଅନ୍ତି ତେବେ ତାଙ୍କୁ ତାହା ଭଲ ଲାଗିଥାଏ , ହଁ ଆଜ୍ଞା , ଏମାନେ କେଉଁ କଥା ହେଲେ କେବେ ଭୟ କରନ୍ତି ନାହିଁ, ଯେଉଁ ଲୋକଙ୍କ ଦାନ୍ତ ମଧ୍ୟରେ ଗ୍ୟାପ୍ ଥାଏ , ସେମାନେ ବହୁତ ଖାଇବା ସଉକିନ୍ ର ଲୋକ ହୋଇଥାନ୍ତି ।

 

ସେମିତି ଏହି ଲୋକଙ୍କର ଦାନ୍ତ ମଧ୍ୟରେ କିଛି ଖାଇବା ଫସିଯାଉ , କିନ୍ତୁ ଏହି ଲୋକ ଖାଇବାକୁ କେବେ ଛାଡନ୍ତି ନାହିଁ , ଏଥିପାଇଁ ଆମେ କହୁଛୁ କି ଏହି ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଏମାନଙ୍କୁ କେଉଁ ଜିନିଷର କିଛି ଫରକ ପଡେ ନାହିଁ , ଏମିତି ମାନିଥାନ୍ତି କି ଏମାନଙ୍କୁ କେଉଁ ଜିନିଷ ଯଦି ମିଳିଯାଏ , ତେବେ ସେମାନେ ନିଜର ଖୁସି ଅନ୍ୟମାନଙ୍କ ସହ ନିଶ୍ଚିତ ସେୟାର୍ କରିଥାନ୍ତି , ଏହା ଆପଣଙ୍କ ଭାବିବା ଉପରେ ନିର୍ଭର କରେ କି ଆପଣ କାହା ସହ କିପରି ଚଳିବେ । ଏବେ ସେମିତି ବିନା ପରିଶ୍ରମରେ କିଛି ହାସିଲ୍ କରିପାରିବ ନାହିଁ , କିନ୍ତୁ ବହୁତଥର ଏହି ମଣିଷ ଭାଗ୍ୟ ତାର ସଫଳତାର କାରଣ ବି ହୋଇଥାଏ , ସେମିତି ବହୁତଥର ଶୁଣିଥିବେ କି ଭାଗ୍ୟର ସାଥ୍ ବିନା ମଣିଷର ପରିଶ୍ରମ ତାର ସାଙ୍ଗରେ ନଥାଏ ।

Leave a Reply

Your email address will not be published. Required fields are marked *