ଅଷ୍ଟ୍ରେଲିଆ ପୂର୍ବ ଅଧିନାୟକ କହିଲେ – ଧୋନୀ ବିନା ଗୋଟେ ମ୍ୟାଚ୍ ବି ଜିତିପାରିବନି ଭାରତୀୟ ଦଳ କାରଣ..
ଟିମ୍ ଇଣ୍ତିଆ ୱାର୍ଲଡ କପ୍ ରୁ ବାହାରିଯାଇଛି , ଇଣ୍ତିଆନ୍ ଫ୍ୟାନ୍ସଙ୍କୁ ୱାର୍ଲଡ୍ କପ୍ ପୂର୍ବରୁ ସେମିଫାଇନାଲ୍ ରେ ବହୁତ ନୈରାଶଜନକ ପ୍ରଦର୍ଶନ କରିଥିଲା । ପ୍ରଥମ ସେମିଫାଇନାଲ୍ ରେ ଟିମ୍ ଇଣ୍ତିଆ ବ୍ୟାଟ୍ସମ୍ୟାନ୍ ଯିଏ ଏହି ଟିମ୍ କୁ ସବୁଠାରୁ ମଜବୁତ୍ ଟିମ୍ ବୋଲି ଜଣାଯାଉଥିଲେ , ସେ ହାରିଯାଇଥିଲେ । ଇଣ୍ତିଆର ଟପ୍ ଅର୍ଡର ଓ ମିଡିଲ୍ ଅର୍ଡରର ସବୁ ବ୍ୟାଟ୍ସମ୍ୟାନ୍ ନିଜର ନୈରାଶ୍ୟଜନକ ଖେଳ ପ୍ରର୍ଦଶନ କରିଥିଲେ, କେବଳ ମହେନ୍ଦ୍ର ସିଂ ଧୋନୀ ଓ ଜାଡେଜା କ୍ରିଜ୍ ରେ ଅଧିକା ସମୟ ରହିଥିଲେ ,କିନ୍ତୁ ଏହି ମ୍ୟାଚ୍ ପରେ ସବୁଠାରୁ ଅଧିକା ଚର୍ଚ୍ଚା ଯଦି ହେଉଛି ତେବେ ସିଏ ହେଲେ ମହେନ୍ଦ୍ର ସିଂ ଧୋନୀ , ଟିମ୍ ଇଣ୍ତିଆ ଏହି ୱାର୍ଲଡ୍ କପ୍ ରୁ ବାହାରି ଆସିବାପରେ ପୁଣି ଆଉଥରେ ଟିମ୍ ଇଣ୍ତିଆର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ୟାସ ନେବାର ଖବର ଶୁଣିବାକୁ ମିଳୁଛି, ସମସ୍ତେ କହୁଥିଲେ କି ଏହା ମହେନ୍ଦ୍ର ସିଂ ଧୋନୀଙ୍କର ଶେଷ ୱାର୍ଲଡ୍ କପ୍ ହୋଇପାରେ ।
ଏବେ ପର୍ଯ୍ୟନ୍ତ ମହେନ୍ଦ୍ର ସିଂ ଧୋନୀ ସନ୍ୟାସ ନେବାର କିଛି ବି ଖବର ମିଳିପାରିନାହିଁ , ଅଲଗା ଅଲଗା କ୍ରିକେଟିୟରଙ୍କର ଅଲଗା ଅଲଗା ରାୟ ଅଛି , ଓ ଏବେ ଏହି ମାମଲାରେ ଅଷ୍ଟ୍ରେଲିଆ ପୂର୍ବ ଅଧିନାୟକ ଷ୍ଟିଭ୍ ୱଗ୍ ବି ନିଜ ରାୟ ଦେଇଛନ୍ତି । ଅଷ୍ଟ୍ରେଲିଆ ପୂର୍ବ ଅଧିନାୟକ ଷ୍ଟିଭ୍ ୱଗ୍ କହିଲେ କି ମହେନ୍ଦ୍ର ସିଂ ଧୋନୀ ସନ୍ୟାସ ନେବେ ତେବେ ଟିମ୍ ଇଣ୍ତିଆ ଗୋଟେ ମ୍ୟାଚ୍ ବି ଜିତିପାରିବ ନାହିଁ । ଧୋନୀ ଜଣେ ଭଲ ମ୍ୟାଚ୍ ଫିନିସର୍ ଅଟନ୍ତି , ଓ ସେ ଟିମ୍ ଇଣ୍ତିଆର ସଫଳ ଅଧିନାୟକ ଅଟନ୍ତି , ଓ ସେ ଏବେ ଟିମ୍ ର ସବୁଠାରୁ ଅନୁଭବି ପ୍ଲେୟାର୍ ଅଟନ୍ତି , ଓ ସେ ବହୁତ କଠିନ ପରିସ୍ଥିତିରେ ଟିମ୍ କୁ ସହାୟତା ବି କରିଛନ୍ତି ,
୧୯୯୯ ର ବିଶ୍ୱ ବିଜେତା ଅଧିନାୟକ କହିଲେ କି ଜରୁରୀ ନୁହେଁ କି ଆପଣ ସବୁ ମ୍ୟାଚରେ ଜିତିଯାଆନ୍ତୁ, ଧୋନୀ ସେମିଫାଇନାଲ୍ ମ୍ୟାଚରେ ଭଲ ପ୍ରର୍ଦଶନ କରିଥିଲେ , ନ୍ୟୁଜିଲାଣ୍ତ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମୁକାବଲାରେ ଧୋନୀ ରନ୍ ଆଉଟ୍ ହୋଇଯାଇଥିଲେ ।