February 5, 2025

Odia Express

Leading Odia News Portal of Odisha

ପ୍ରଥମେ ୧୦ ହଜାର ଟଙ୍କା ଆସୁଥିଲା ରିମାଙ୍କ ଘରେ ବିଜୁଳି ବିଲ୍ କିନ୍ତୁ ଏବେ ୫୦୦ ଟଙ୍କା ଆସୁଛି – ଜାଣନ୍ତୁ କିପରି ଓ ଆପଣ ମଧ୍ୟ ଆପଣଙ୍କ ଘରେ ବ୍ୟବହାର କରନ୍ତୁ..

ଆମ ଦେଶରେ ଅଧିକାଂଶ ଲୋକେ ନିଜ ଘରର୍ ବିଜୁଳି ବିଲ୍ କୁ ନେଇ ବହୁତ କାନ୍ଦିଥାନ୍ତି , ସବୁ ମାସ ହଜାର ଟଙ୍କା ବିଜୁଳି ବିଲ୍ ଆସିଥାଏ , ଗରମ ଦିନରେ ବିଜୁଳି ବିଲ୍ ମିଟର ରିଡିଙ୍ଗ୍ ବଢାଇଦେଇଥାଏ , ଏମିତି ଲୋକଙ୍କ ପାଇଁ ମୁମ୍ବାଇ ମହିଳାଙ୍କ ଏକ ଷ୍ଟୋରୀ ନେଇକରି ଆସିଛୁ , ଯାହାକି ତାଙ୍କର ବିଜୁଳି ବିଲ୍ ୧୦ ହଜାରରୁ ସେ ୫୦୦ ଟଙ୍କା କରିଦେଇଥିଲେ ।ରିମା ମୁମ୍ବାଇର ବାଶୀରେ ରୁହନ୍ତି , ସେ ଏକ ଫିଜିଓଥେରାପିଷ୍ଟ ଅଟନ୍ତି , ଓ Pilates Trainer କାମ କରିଥାନ୍ତି । ସେ ନିଜ ଘରେ ସୋଲାର୍ ପ୍ଲାଣ୍ଟ ଲଗାଇଛନ୍ତି , ରିମାଙ୍କ ଆରମ୍ଭରୁ ପ୍ରକୃତି , ଗଛ ଲତା ଉପରେ ଅଧିକା ଆଗ୍ରହ ଥିଲା , ବାହାଘର ପରେ ରିମା ମୁମ୍ବାଇକୁ ଆସିଥିଲେ ।

 

ସେ ଜଣେ ଡାକ୍ତର ଅଟନ୍ତି , ସେ ପ୍ରଥମେ ଲୋକଙ୍କ ଚିକିତ୍ସା ଆରମ୍ଭ କରିଦେଇଥିଲେ , The Better India କୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଲେ କି କିପରି ନିଜ ଘରକୁ ସୋଲାର୍ ଉର୍ଜା ଦ୍ୱାରା ବିଜୁଳି ବିଲ୍ କମ୍ କରିପାରିବେ , ରୀମା କହନ୍ତି କି ସେ ୨୦୧୦ ରେ ଯେବେ ଗର୍ଭବତୀ ଥିଲେ ତେବେ ସେ ନୁଆ ଘର କିଣିଥିଲେ , ତେବେ ସେ ନିଜ ଘରକୁ ଇକୋ ଫ୍ରେଣ୍ତଲି କରିବାକୁ ନିଷ୍ପତ୍ତିନେଇଥିଲେ , ସେ ନିଜର ହେବାକୁ ଥିବା ଛୁଆଙ୍କ ଠାରୁ ବହୁତ ଭଲ ଉପହାର ପାଇଥିଲେ , ଆମେ ସୋଲାର୍ ୱାଟର ସିଷ୍ଟମ୍ ଲଗାଇକରି ବାଥରୁମ୍ ଓ କିଚେନ୍ ସହ ଯୋଡିଥିଲେ,

 

ଚାରି ବର୍ଷ ପୂର୍ବରୁ ରୀମା ନିଜ ଘରର ବିଜୁଳି ବିଲ୍ ୧୦ ହଜାର ଟଙ୍କା ଦେଉଥିଲେ । ଓ ଏହା ଗରମ ଦିନରେ ଅଧିକା ବଢିଯାଏ , କିନ୍ତୁ କିନ୍ତୁ ଏବେ ତାଙ୍କ ଘରେ ୫ କିଲୋୱାଟ୍ ସୋଲାର୍ ପ୍ଲାଣ୍ଟ୍ ଲାଗିଛି , Megenta Power ସାହାଯ୍ୟରେ ସୋଲାର୍ ସିଷ୍ଟମ୍ ଲଗାଇଥିଲେ , ଆମର ବିଜୁଳି ବିଲ୍ କମାଇକରି ୫୦୦ ଟଙ୍କା ପ୍ରତି ମାସ ହୋଇଯାଇଛି, କେବେ କେବେ ବିଜୁଳିର ବିଲ୍ ଫିକ୍ସ ଚାର୍ଜ ୩୦୦ ଟଙ୍କା ହୋଇଛି, ଆମେ ସୋଲାର୍ ପ୍ଲାଣ୍ଟ ଲଗାଇଲେ ୨,୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, ଏହା ଦୁଇ ବର୍ଷର ବିଜୁଳି ବିଲ୍ ଆଡଭାନ୍ସ ଭରିଦେବାରେ ହୋଇଥାଏ , ଓ ଜୀବନସାରା ଏହା ମାଗଣା ବିଜୁଳି ବିଲ୍ ଦେଇଥାଏ ।

ଏହା ପର୍ଯ୍ୟନ୍ତ ରିମା ଲେବିସ୍ ପେଟ୍ରୋଲ୍ କାର୍ ଛାଡିକରି ଇଲେକ୍ଟ୍ରିକ୍ କାର୍ ଆପଣାଇନେଇଛନ୍ତି , ଏଥିରେ ତାଙ୍କର ବହୁତ ସଞ୍ଚୟ ହୋଇଯାଏ , ପୂର୍ବରୁ ଯେଉଁଠି ସେ ପେଟ୍ରୋଲ୍ ପାଈଁ ୯ ହଜାର ଖର୍ଚ୍ଚ କରୁଥିଲେ ତେବେ ସେ EV-Charging Unit କାରଣରୁ ୫୦୦ ଟଙ୍କାରେ ହୋଇଯାଏ ।

Leave a Reply

Your email address will not be published. Required fields are marked *