October 22, 2024

Odia Express

Leading Odia News Portal of Odisha

୨୮ ବର୍ଷର ଅଧିକା ଯଦି କୁଆଁରି ରହନ୍ତି ଜଣେ ଯୁବତୀ ତେବେ ସେ ହୋଇଯିବେ ଏହି ରୋଗ ର ଶିକାର – ପଢିବା ପରେ ଆଜି ହିଁ କରି ନିଅନ୍ତୁ ବିବାହ…

ନମସ୍କାର ବନ୍ଧୁଗଣ,ସବୁଦିନ ଭଳି ଆମେ ଆପଣଙ୍କ ପାଇଁ ନେଇ ଅଶିଚୁ କିଛି ନୂଆ କଥା | ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇ ପାରନ୍ତି ସତ କିନ୍ତୁ ଏହା ସମ୍ପୂର୍ଣ ସତ |ବହୁତଥର ଦେଖାଯାଇଛି କି ଅଧିକାଂଶ ଝିଅମାନେ ଡେରିରେ ବିବାହ କରିଥାନ୍ତି , କିଛି ଝିଅମାନେ ଯାହା ବିବାହ କରିଥାନ୍ତି , ସେମାନେ ନିଜ ସାଙ୍ଗ ମାନଙ୍କୁ ଦେଖିକରି ନିରାଶ ହୋଇଥାନ୍ତି , କାରଣ ହାଲ୍ ରେ ହୋଇଥିବା ଏକ ଗବେଷଣାରୁ ସାମନାରେ ଆସିଥିଲା କି କୁଆଁରି ଝିଅମାନେ ଡିମେଂସିଆ ରୋଗରେ ଆକ୍ରାନ୍ତ ଅଧିକା ହୋଇଥାନ୍ତି ।ନ୍ୟୁରୋଲୋଜି , ନ୍ୟୁରୋସର୍ଜରୀ, ସାଇକାଇଟ୍ରୀ, ଜେନେରାଲ୍ ରେ ପ୍ରକାଶିତ ଗବେଷଣାରୁ ଜଣା ପଡିଥିଲା କି ୨୮ ବର୍ଷରୁ ଅଧିକା ଝିଅ ଅବିବାହିତ ତହିଲେ ଡିମେଂସିଆର ବିପଦ ୪୨ ପ୍ରତିଶତ ବଢିଯାଇଥାଏ ,

 

ତା ସହ ଯେଉଁ ଝିଅମାନେ ପାର୍ଟନରର ମୃତ୍ୟୁ ହେବା କାରଣରୁ ଲମ୍ବା ସମୟ ଏକେଲା ରୁହନ୍ତି , ସେମାନଙ୍କୁ ସାଧାରଣ ଲୋକଙ୍କ ଅପେକ୍ଷା ରୋଗ ୨୦ ପ୍ରତିଶତ ବଢିଯାଇଥାଏ ଏହି ଗବେଷଣା ଲଣ୍ତନର ଏକ ୟୁନିଭରସିଟି କଲେଜରେ ସୋଧକର୍ତ୍ତାଙ୍କ ଦ୍ୱାରା କରାଯାଇଥିଲା, ଏହି ଗବେଷଣାରୁ ଏହା କୁହାଯାଇଥିଲା କି ଡିମୋସିଆ ଜଣେ ଅନ୍ୟଜଣଙ୍କ ସହ ସଂମ୍ପର୍କରେ ରହିଥାଏ , କାରଣ ବିବାହିତ ଜୀବନରେ ପାର୍ଟନର ଦ୍ୱାରା ଜଣେ ଅନ୍ୟ ଜଣଙ୍କ ଦାୟିତ୍ୱ ରଖିବା ଡିମୋସିଆ ବିପଦ ବହୁତ ପରିମାଣରେ କମିଯାଇଥାଏ , ତାସହ ଏହା ବି କୁହାଯାଇଛି କି ଆମ ଜୀବନଶୈଳୀରେ ମାନସିକ ସ୍ୱାସ୍ଥ୍ୟ ଉପରେ ସୀଧା ପ୍ରଭାବ ପଡିଥାଏ ।

କହିଦେବୁ କି ଏହା ପୂର୍ବରୁ ଏକ ଗବେଷଣାରୁ ଏହି କଥା ଜଣା ପଡିଛି କି ଏକେଲା ରହିବା ଦ୍ୱାରା ବହୁତ ଲୋକଙ୍କର କମ୍ ବୟସରେ ମୃତ୍ୟୁର ବିପଦ ରହିଥାଏ , ତାହା ସହ ସ୍ୱାସ୍ଥ୍ୟ ବି ଖରାପ ହୋଇଥାଏ , ଡିମୋସିଆ ଏକ ଏପରି ରୋଗ ଅଟେ , ଯାହା ଆପଣ ସବୁ ଜିନିଷ ଭୁଲିବାକୁ ଲାଗନ୍ତି , ଆପଣଙ୍କ ମୁଣ୍ତ ବୁଲିବାକୁ ଲାଗିଥାଏ , କାମରେ ମନ ଲାଗେ ନାହିଁ ଚିଡଚିଡା ହୋଇଯାଆନ୍ତି , ଏତିକି ନୁହେଁ ବରଂ ଏହି ରୋଗ ବ୍ୟକ୍ତି ଭାବିବା ପାଇଁ କ୍ଷମତା ହରାଇବସିଥାଏ

Leave a Reply

Your email address will not be published. Required fields are marked *