February 6, 2025

Odia Express

Leading Odia News Portal of Odisha

ଏହି କାରଣ ପାଇଁ ମୋବାଇଲ ଫାଟି ଥାଏ – ଏହି ୩ ସାବଧାନତା ରଖିବେ ଯଦି କେବେ ଫାଟିବ ନାହିଁ ମୋବାଇଲ୍ ବ୍ୟାଟେରୀ..

ଆଜିର ଜମାନାରେ ମୋବାଇଲ୍ ସବୁ ବ୍ୟକ୍ତି ଏକ ବଡ ପାର୍ଟ ପରି ହୋଇଥାଏ । ଏହା ହରଦମ୍ ନିଜ ସାଥିରେ ରଖିଥାନ୍ତି , ଓ ମୋବାଇଲ୍ ବିନା ଆମେ ଗୋଟେ ମୁହୁର୍ତ୍ତ ବି ରହିପାରନ୍ତି ନାହିଁ , ସେମିତି ଦେଖିବାକୁ ଗଲେ ସ୍ମାର୍ଟଫୋନ୍ ବଜାରରେ ଆସିବାର ବହୁତ ଫାଇଦା ହୋଇଥାଏ , ଖାଲି ଆପଣଙ୍କୁ ସଠିକ୍ ଓ ଉପଯୁକ୍ତ ବ୍ୟବହାର କରିବା ଦରକାର , ମୋବାଇଲ୍ ର କିଛି ବଟନ୍ ଦବାଇକରି ଆପଣ ଦୁନିଆଁର କିଛି ବି ସୁଚନା ଇଣ୍ଟରନେଟ୍ ମାଧ୍ୟମରେ ହାସିଲ୍ କରିପାରିବେ , ବହୁତ ଲୋକ ଏହାର ଉପଯୋଗ ପାଠ ପଢା କିମ୍ବା ଅଲଗା କିଛି ସ୍କିଲ୍ସ ପାଇଁ କରିଥାନ୍ତି , କିନ୍ତୁ ଅନ୍ୟ କିଛି ଫାଇଦା ଅଛି ଯାହା କିଛି କ୍ଷତି ବି ଅଛି , ଆପଣ ଖବର କାଗଜ ଓ ଟିଭିରେ ଦେଖିଥିବେ କି କିପରି ମୋବାଇଲ୍ ଫାଟିଯାଉଛି , ଏହାର ମୁଖ୍ୟ କାରଣ ବ୍ୟାଟେରୀ ହୋଇଥାଏ , ଯଦି ଆପଣଙ୍କ ପାଖରେ ମୋବାଇଲ୍ ଥାଏ ,ତେବେ ଏହା ବହୁତ ଆଘାତ ଦେଇଥାଏ ଶରୀରକୁ , ଏମିତି ସ୍ଥିତିରେ ଆପଣଙ୍କୁ ମୋବାଇଲ୍ ସହ ଯୋଡି ହୋଇଥିବା କିଛି ସାବଧନତା ମାନିବାକୁ ପଡିବ , ଯଦି ଏହାକୁ ଭଲ ଭାବେ ପାଳନ କରିବେ ତେବେ ଆପଣଙ୍କ ମୋବାଇଲ୍ କେବେ ଫାଟିବ ନାହିଁ ।

 

ଡୁପ୍ଲିକେଟ୍ ଚାର୍ଜର : ଯେବେ ଆପଣ ମୋବାଇଲ୍ ଚାର୍ଜ କରୁଛନ୍ତି ତେବେ ସବୁବେଳେ ଅରଜିନାଲ୍ ଚାର୍ଜର ବ୍ୟବହାର କରନ୍ତୁ , ଡୁପ୍ଲିକେଟ୍ ଶସ୍ତା କମ୍ପାନୀରେ ଚାର୍ଜର ବ୍ୟବହାର କଲେ ଆପଣଙ୍କ ବ୍ୟାଟେରି ଫାଟି ପାରେ , ଏବେ ପର୍ଯ୍ୟନ୍ତ ମୋବାଇଲ୍ ଫାଟିବାର ଯେତେ ବି ମାମଲା ଆସିଛି , ତାହା ଅଧିକାଂଶ ନକଲି ଚାର୍ଜର ସକାଶେ ହୋଇଥାଏ । ଯଦି ଆପଣ ଓରିଜିନାଲ୍ ଚାର୍ଜର ବ୍ୟବହାର କରିବେ ତେବେ ବିପଦମୁକ୍ତ ରହିବେ ।

 

ଚାର୍ଜିଙ୍ଗ୍ ରେ ଲାଗିଥିବା ବେଳେ ଫୋନ୍ ରେ କଥାବାର୍ତ୍ତା : ବହୁତ ଲୋକଙ୍କର ଏହି ଅଭ୍ୟାସ ଥାଏ କି ସେମାନେ ମୋବାଇଲ୍ କୁ ଚାର୍ଜରରେ ଲଗାଇ କଥା ହୋଇଥାନ୍ତି , ଏହି ସମୟରେ ଫୋନ ରେ କଥା ବାର୍ତ୍ତା ହେବା ବହୁତ ଖରାପ ହୋଇଥାଏ , ଏମିତି ସିଚ୍ୟୁଏସନ୍ ରେ ବ୍ୟାଟେରି ଫାଟିବାର ଆଶଙ୍କା ବଢିଯାଏ , ଯଦି ଆପଣଙ୍କୁ ମୋବାଇଲ୍ ବ୍ୟବହାର କରିବାର ଅଛି ତେବେ ଚାର୍ଜରକୁ ବାହାର କରି କିମ୍ବା ପାୱାର୍ ସୁଇଚ୍ କୁ ବନ୍ଦ କରି କଥାବାର୍ତ୍ତା ଓ ବ୍ୟବହାର କରନ୍ତୁ ।

 

ଅଧିକା ଚାର୍ଜ କଲେ : ବହୁତ ଲୋକ ରାତିରେ ଫୋନକୁ ଚାର୍ଜ ରେ ବସାଇ ଶୋଇପଡନ୍ତି , ଏମିତିରେ ମୋବାଇଲ୍ ଫୁଲ୍ ଚାର୍ଜ ହେବା ସତ୍ତ୍ୱେ ବି ଇଲେକ୍ଟ୍ରିସିଟି ସଂମ୍ପର୍କରେ ଆସିଥାଏ , ଏଥିରେ ନାଁ କେବଳ ମୋବାଇଲ୍ ରେ କିଛି ଖରାପି ଆସେ ବରଂ ଏହା ଗରମ ହୋଇକରି ବ୍ୟାଟେରିକୁ ଫଟାଇଥାଏ , ଏଥିପାଇଁ ଚାର୍ଜିଙ୍ଗ୍ ପୁରା ହେବା ପରେ ଏହାର ପାୱାର୍ କେବୁଲ୍ କୁ କାଢିନିଅନ୍ତୁ ।

ମୋବାଇଲ୍ ସେଫ୍ ତରିକାରେ ଚାର୍ଜ କରିବାକୁ ହେଲେ ୟୁଏସ୍ ବି ଇନପୁଟ୍ ରୁ ଚାର୍ଜ କରନ୍ତୁ , ଯେପରି ମୋବାଇଲ୍ , କମ୍ୟୁଟର ପାୱାର୍ ବ୍ୟାଙ୍କ୍ ରେ ଚାର୍ଜ କଲେ ଏହା କମ୍ ବେଗରେ ଚାର୍ଜ ହୋଇଥାଏ , ଓ ଏହା ଗରମ ହୋଇ ଫାଟିବାର ଆଶଙ୍କା କମ୍ ଥାଏ , ଓ ଏହା ବି ଜାଣି ରଖନ୍ତୁ କି କେବେ ବି ମୋବାଇଲ୍ ଶୁନ୍ୟ ଚାର୍ଜିଙ୍ଗ୍ ଥିବା ବେଲେ ଚାର୍ଜିଙ୍ଗ୍ କରି ଗପସପ କରନ୍ତୁ ନାହିଁ , ଏମିତି କଲେ ଅଧିକା ସମୟ ଯାଏଁ ଚାର୍ଜିଙ୍ଗ୍ ରହିବ ନାହିଁ , ଓ ବ୍ୟାଟେରି କମ୍ ଗରମ ହେବ ,

Leave a Reply

Your email address will not be published. Required fields are marked *