February 6, 2025

Odia Express

Leading Odia News Portal of Odisha

ଏଠାରେ ଲୁଚାଇକରି ରଖା ହୋଇଥିଲା ଭଗବାନ ଶ୍ରୀକୃଷ୍ଣଙ୍କର ହୃତପିଣ୍ଡ… କୋଟି କୋଟି ଲୋକ ଆସିଥାନ୍ତି ଦେଖିବା ପାଇଁ , ଗୋଟେ ଭୁଲ୍ ଯୋଗୁଁ ଯାଇପାରେ ଜୀବନ

ଆମର ଭାରତ ଦେଶ ଦେବୀ ଦେବତାଙ୍କ ଜନ୍ମ ଭୂମି ବୋଲି ମାନିଥାନ୍ତି , ପୌରାଣିକ ସମୟରୁ ଭଗବାନ ରହୁଥିଲେ , ଏହି କଥାର ଅସଲ କଥା ପୌରାଣିକ ଗ୍ରନ୍ଥରେ ଜଣା ପଡିଥାଏ , ବହୁତ ଲୋକ ବହୁତ ଧାର୍ମିକ ସ୍ୱଭାବର ହୋଇଥାନ୍ତି , ଓ ସମସ୍ତେ ଏକାଠି ରହିବାକୁ ପସନ୍ଦ କରିଥାନ୍ତି , ଦେବୀ ଦେବତାଙ୍କ ଏହି ପୃଥିବୀରେ ଆଜି ବି ଏମିତି ରହସ୍ୟ ଲୁଚିକରି ଅଛି , ଯାହା ଉପରେ ପରଦା ଉଠାଇବା ସାଧାରଣ ଲୋକଙ୍କ ମଧ୍ୟରେ ସମ୍ଭବପର ନୁହେଁ , ଆଜି ବି ବହୁତ ଧାର୍ମିକ ସ୍ଥଳରେ ଆଲୌକିକ ଶକ୍ତିଗୁଡିକ ଅନୁଭବ ହୋଇଥାଏ , ଯାହାକୁ ଚାହିଁଲେ ବି ବିଜ୍ଞାନ ମାନି ଚାଲିଆସୁଛି , ଆଜି ଆମେ ଏମିତି ଅଦ୍ଭୁତ ଜାଗା ବିଷୟରେ କହିବାକୁ ଯାଉଛୁ , ଯାହାର ସତ୍ୟତ୍ ଜାଣିଲେ ଆପଣ ବିଶ୍ୱାସ କରିବାକୁ ବାଧ୍ୟ ହେବେ , ଏହା ଏକ ସତ୍ୟ ଘଟଣା ଅଟେ , ଯାହା ଏକ ଦମ ସତ୍ୟ ଅଟେ ।

 

ବିଜ୍ଞାନ ଯୁଗରେ ଆମେ ଛୁଆବେଳେ ମହାଭାରତ ଓ ରାମାୟଣର କାହାଣୀଗୁଡିକ ଟିଭିର ପର୍ଦାରେ ଦେଖିଆସୁଛେ , ଘରର ବୟସ୍କ ଲୋକେ ବହୁତଥର ଭଗବାନଙ୍କ ଦେଖାଉଥିବା ଆଲୌକିକ ଶକ୍ତିଙ୍କ ବିଷୟରେ ଶୁଣାଇଛନ୍ତି , ଆମେ ଏବେ ୨୧ତମ ଶତାର୍ଦ୍ଧୀରେ ପହଞ୍ଚିସାରିଛେ , କିନ୍ତୁ ଏହି ପୌରାଣିକ କଥାଗୁଡିକ ପ୍ରମାଣ ଆଜି ବି ଆମକୁ କେଉଁଠି ନା କେଉଁଠି ଦେଖିବାକୁ ମିଳିଯାଇଥାଏ , ଏହାର ପ୍ରମାଣକୁ ନେଇ ଆମ ମନରେ ବହୁତ ଜିଞ୍ଜାସା ଜାତ ହୋଇଥାଏ , ଏହା ପଛରେ ଥିବା ସତ୍ୟତା ଜାଣିବା ପାଇଁ ଆମେ ଉତ୍ସୁକତା ରହିଥାଏ ।

 

ଯଦି ଆମେ ମହାଭାରତ କଥା କହିବା ଶ୍ରୀକୃଷ୍ଣଙ୍କ ନାଁ ସବୁଠାରୁ ପ୍ରଥମେ ଆସିଥାଏ , ଆପଣଙ୍କ ସୂଚନା ପାଇଁ କହିଦେବୁ କି ଏହି ନିର୍ବାଚନ ୧୪ ଜୁଲାଇରୁ ଦେଶରେ କୃଷ୍ଣ ରଥ ଯାତ୍ରା ଆରମ୍ଭ ହୋଇସାରିଛନ୍ତି , ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ ଓ ଜଗନ୍ନାଥଙ୍କ ସହ ଯୋଡି ହୋଇଥିବା ଏକ କଥା ଉପରେ କହିବାକୁ ଯାଉଛୁ ଯାହାକୁ ଜାଣିକରି ପାଦ ତଳୁ ମାଟି ଖସି ଯିବ , ଏହି କଥା ଜଗନ୍ନାଥଙ୍କ ମୂର୍ତ୍ତୀ ଓ ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ସହ ଯୋଡି ହୋଇଛି ।

 

ଭାରତର ଓଡିଶା ପ୍ରାନ୍ତରେ ସ୍ଥିତ ଜଗନ୍ନାଥ ପୁରୀ ହିନ୍ଦୁ ଧର୍ମର ସବୁଠାରୁ ବଡ ପବିତ୍ର ସ୍ଥଳ ମାନେ ଚାରି ଧାମରୁ ଗୋଟେ ଧାମ ବୋଲି ଜଣାଯାଇଥାଏ , କିଛି ଲୋକ ଏହାକୁ ଭଗବାନ ବିଷ୍ଣୁଙ୍କ ସ୍ଥଳ ବୋଲି ମାନିଥାନ୍ତି , ଭଗବାନ ଜଗନ୍ନାଥ ଏହି ମନ୍ଦିରକୁ ସହ ଯୋଡି ହୋଇଥିବା ବହୁତ ସାରା ରହସ୍ୟମୟୀ ଘଟଣା ଅଛି ଯାହାକୁ ଆଜି ପର୍ଯ୍ୟନ୍ତ କେହି ବି ପର୍ଦା ଉଠାଇପାରୁନାହାନ୍ତି , କିଛି ଲୋକଙ୍କ ଅନୁସାରେ ମନ୍ଦିରରେ ଥିବା ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତୀ ଭିତରେ ସ୍ୱୟଂ ଭଗବାନ ବ୍ରହ୍ମା ବିରାଜମାନ ଅଛନ୍ତି ,

 

ହିନ୍ଦୁ ଧର୍ମରେ ପୌରାଣିକ କଥାଗୁଡିକ ଲେଖା ହୋଇଛି , ବ୍ରହ୍ମା ଶ୍ରୀକୃଷ୍ଣଙ୍କ ନଶ୍ୱର ଶରୀର ରହୁଥିଲେ , ଯେବେ ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ହୋଇଥିଲା ବେଲେ ପାଣ୍ତବ ମାନେ ତାଙ୍କ ଶରୀରକୁ ଅନ୍ତିମ ସଂସ୍କାର କରିଦେଇଥିଲେ , ଏହି ଅନ୍ତିମ ସଂସ୍କାର ସମୟରେ ଭଗବାନ କୃଷ୍ଣଙ୍କ ବାକି ଶରୀର ଜଳିକରି ପାଉଁଶ ହୋଇଯାଇଥିଲା , କିନ୍ତୁ ତାଙ୍କ ହୃଦୟ ଜଳିଉଠିଥିଲା , ଏମିତିରେ ପାଣ୍ତବମାନେ ଶ୍ରୀକୃଷ୍ଣଙ୍କ ହୃଦୟକୁ ଜଳରେ ପ୍ରବାହିତ କରିବାର ନିଷ୍ପତ୍ତି କରିଥିଲେ , ଓ ତାଙ୍କ ହୃଦୟ ଜଳରେ ପ୍ରବାହିତ ହେବାପରେ ତାହା ଏକ କାଠ ଖଣ୍ତ ଧାରଣ କରିନେଇଥିଲା ।

 

ଜଳରେ ପ୍ରବାହିତ ହେବା ପରେ ହୃଦୟ ଯାଇ ରାଜା ଇନ୍ଦ୍ରଦ୍ୟୁମ୍ନ ପାଖରେ ଯାଇ ପହଞ୍ଚିଥିଲା , ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ , ସେ ସେହି କାଠ ଖଣ୍ତରୁ ହୃଦୟ ବାହାର କରି ଜଗନ୍ନାଥଙ୍କ ମୂର୍ତ୍ତୀ ମଧ୍ୟରେ ରଖିନେଇଥିଲେ , ସେହି ଦିନରୁ ନେଇକରି ଆଜି ପର୍ଯ୍ୟନ୍ତ ହୃଦୟ ଭଗବାନ ଜଗନ୍ନାଥ ମୂର୍ତ୍ତୀ ମଧ୍ୟରେ ଅଛି , ଏବେ ସବୁ ୧୨ ବର୍ଷ ପରେ ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତୀକୁ ବଦଳାଯାଏ , କିନ୍ତୁ ଏହି କାଠ ମନ୍ଦିରର ମୂର୍ତ୍ତୀ ମଧ୍ୟରେ ରଖାଯାଇଥାଏ ।

କୁହାଯାଉଛି କି ଏହି ବ୍ରହ୍ମକୁ ଆଜି ପର୍ଯ୍ୟନ୍ତ କେହି ବି ଦେଖିପାରିନାହାନ୍ତି, କାରଣ ମୂର୍ତ୍ତୀକୁ ବଦଳାଇବାର କାମ ଦାୟିତ୍ୱ ପୂଜାରୀଙ୍କୁ ଦିଆହୋଇଥାଏ , ଯେବେ ପୂଜାରୀ ଏହି ରହସ୍ୟ ବିଷୟରେ ପଚାରାଗଲା ତେବେ ସେ କହିଲେ କି ମୂର୍ତ୍ତୀର ଅଦଳ ବଦଳ ସମୟରେ ତାଙ୍କ ଆଖିରେ ଓ ହାତରେ ପଟ୍ଟି ବାନ୍ଧିକରି ଢଙ୍କା ହୋଇଥାଏ , ଓ ସେ ସେହି ବ୍ରହ୍ମକୁ ସ୍ପର୍ଶ ନ କରିପାରନ୍ତୁ , ବହୁତ ପୂଜାରୀ ସେହି ବ୍ରହ୍ମକୁ ଛୁଇଁ ଅନୁଭବ କରିପାରିଛନ୍ତି , କିଛି ପୁଜାରୀଙ୍କ ଅନୁସାରେ ମାନ୍ୟତା ଅଛି କି ଯଦି କେଉଁ ବ୍ୟକ୍ତି ମୂର୍ତ୍ତୀ ଭିତରେ ଥିବା ବ୍ରହ୍ମ କୁ ଯିଏ ଦେଖିନେଲା ତେବେ ତାହାର ମୃତ୍ୟୁ ସୁନିଶ୍ଚିତ ଅଟେ , ଏମିତିରେ ଯେଉଁ ଦିନ ମୂର୍ତ୍ତୀ ବଦଳାଇବା କାର୍ଯ୍ୟ ହୋଇଥାଏ , ସେହି ଦିନ ପୁରା ସହରରେ ବିଜୁଳି ବନ୍ଦ କରିଦିଆଯାଏ ।

Leave a Reply

Your email address will not be published. Required fields are marked *