February 6, 2025

Odia Express

Leading Odia News Portal of Odisha

ଏହି ଦେବତା ଙ୍କୁ ପୂଜା କରନ୍ତି ମୁକେଶ ଅମ୍ବାନୀ…ଯାହା ଫଳ ରେ ଦିନ ରାତି ବଢି ଚାଲିଛି ତାଙ୍କ ଧନ ସମ୍ପତି.. ଆପଣ ମଧ୍ୟ ଜାଣି ରଖନ୍ତୁ

ଆମ ଭାରତ ଏକ ହିନ୍ଦୁ ଦେଶ | ଆମ ମନାକର ଭଗବାନ ଙ୍କ ଉପରେ ବହୁତ ବିଶ୍ୱାସ ଥାଏ |ତେବେ ଆପଣ ଜାଣନ୍ତି କି ଦେଶର ସବୁଠୁ ଧନୀ ଲୋକ ମୁକେଶ ଅମ୍ବାନୀ ମଧ୍ୟ ଭଗବାନ ଙ୍କୁ ବହୁତ ବିଶ୍ୱାସ କରନ୍ତି |ମୁକେଶ ଅମ୍ବାନୀ କେଉଁ ଭି କାମ କରିବା ଆଗରୁ ରାଜସ୍ଥାନର ଏକ ମନ୍ଦିର ନିଶ୍ଚୟ ଯାଇ ଥାନ୍ତି | ଏହି ମନ୍ଦିର ରାଜସମବନ୍ଦ ରେ ଥିବା ଶ୍ରୀନାଥ ଜି ଙ୍କ ର ଏହି ମନ୍ଦିର କୁ ମୁକେଶ ଅମ୍ବାନୀ ପୂଜା କରିବାକୁ ଆସିଥାନ୍ତି

ମା କୋକିଳବେନି ଏହି ମନ୍ଦିର ର ଟ୍ରଷ୍ଟ ର ଭାଇସ ପ୍ରେସିଡେଣ୍ଟ ଅଛନ୍ତି – ମୁକେଶ ଅମ୍ବାନୀ ତାଙ୍କର ଜନ୍ମ ଦିନ କିମ୍ବା ପରିବାର ର କିଛି ଖୁସି ସମୟ ହେଉ କିମ୍ବା ପ୍ରତି ନୂଆ ପ୍ରଡକ୍ଟ ଲଂଚ କରିବା ସମୟରେ ଏତାହାକୁ ଆସି ମୁଣ୍ଡ ନଇଁ କୃପା ଭିକ୍ଷା କରିଥାନ୍ତି |ଏହା ଭଗବାନ ଶ୍ରୀନାଥ ଙ୍କ ମନ୍ଦିର ଅଟେ |ମୁକେଶ ଅମ୍ବାନୀ ଙ୍କ ମା କୋକିଳବେନି ଏହି ମନ୍ଦିର ର ଟ୍ରଷ୍ଟ ର ଭାଇସ ପ୍ରେସିଡେଣ୍ଟ ଅଛନ୍ତି |ଅମ୍ବାନୀ ଙ୍କ ପରିବାର ତରଫ ରୁ ଏହି ମନ୍ଦିର କୁ ବହୁତ ଦାନ ଦିୟା ଯାଇଥାଏ

 

ଅନିଲ ଅମ୍ବାନୀ ଙ୍କ ମଧ୍ୟ ଏଠାରେ ଆସ୍ଥା ଅଛି – ଠିକ ସେହି ପରି ମୁକେଶ ଅମ୍ବାନୀ ଙ୍କ ସାନ ଭାଇ ଅନିଲ ଅମ୍ବାନୀ ଏହି ମନ୍ଦିର ଉପରେ ବହୁତ ବିଶ୍ୱାସ ଅଛି |ଅନିଲ ଅମ୍ବାନୀ ମଧ୍ୟ କୌଣସି ବଡ କାମ କରିବା ଆଗରୁ ଏହି ମନ୍ଦିର ନିଶ୍ଚୟ ଆସିଥାନ୍ତି |ରିଲାଏନ୍ସ ପାୱାର ଆରମ୍ଭ ହେବ ଆଗରୁ ଅନିଲ ଅମ୍ବାନୀ ଏଠାକୁ ଦର୍ଶନ କରିବା ପାଇଁ ଯାଇଥିଲେ |ଆଧୁନିକ ଜୀବନ ବଂଚୁଥିବା ଅନିଲ ଅମ୍ବାନୀ ଙ୍କ ପରିବାର ମଧ୍ୟ ବହୁତ ଧାର୍ମିକ ଓ ଭଗବାନ ବିଶ୍ୱାସୀ ଅଟନ୍ତି

କୃଷ୍ଣ ଙ୍କ ପିଲା ବେଳର ରୂପ ଅଟନ୍ତି ଶ୍ରୀନାଥ ମହାପ୍ରଭୁ – ନାଥ ଦ୍ୱାରା ପାଖେ ଭଗଵଂ କୃଷ୍ଣ ଙ୍କ ବାଲ୍ୟ ରୂପ ଶ୍ରୀନାଥ ଅଟନ୍ତି |ଏହି ମନ୍ଦିର ଉଦୟପୁର ରୁ ୫୦ କିଲୋମିଟର ଦୂର ରାଜସଂସଦ ଜିଲାରେ ଅବସ୍ତିତ |ଶ୍ରୀନାଥ ଭଗବାନ ବୈଷ୍ଣବ ସମ୍ପ୍ରଦାୟ ର ଇଷ୍ଟଦେବ ଅଟନ୍ତି ରାଜସ୍ଥାନ ଓ ଗୁଜୁରାଟ ର ସବୁ ଲୋକ ଏହି ମନ୍ଦିର ଉପରେ ବହୁତ ବିଶ୍ୱାସ କରନ୍ତି

 

ଭାରତର ଆରବ ପତିଙ୍କ ମଧ୍ୟରେ ମୁକେଶ ଅମ୍ବାନୀ ସବୁଠୁ ଆଗରେ – ଫୋବର୍ସ ଶୁଚି ଅନୁଯାଇ ଦୁନିଆ ସାରା ର ୨୦୪୩ ଆରବ ପାଟି ଙ୍କ ନାମ ଘୋଷଣା କର ଯାଇଥିଲା |ଯେଉଁଥିରେ ଅମ୍ବାନୀ ୩୩ତମ ସ୍ଥାନ ରେ ଥିଲେ ଓ ଭାରତର ଧନୀ ମାନକ ମଧ୍ୟରେ ସବୁଠୁ ଆଗରେ ମୁକେଶ ଅମ୍ବାନୀ ଅଛନ୍ତି |ତାଙ୍କର ସମୁଦାୟ ସମ୍ପତି ୧.୫୧ ଲକ୍ଷ କୋଟି ଅଟେ |ତେବେ ଅମ୍ବାନୀ ଙ୍କର ଏହି ମନ୍ଦିର ଉପରେ ତ ବହୁତ ବିଶ୍ୱାସ ଅଛି | ଆପଣ ମଧ୍ୟ କେବେ ସୁଯୋଗ ପାଇଲେ ନିଶ୍ଚୟ ଦର୍ଶନ କରି ନିୟନ୍ତୁ<

Leave a Reply

Your email address will not be published. Required fields are marked *