ଜାଣନ୍ତୁ କଣ ପାଇଁ ଗୋଟେ ଥାଳିରେ ତିନୋଟି ରୁଟି ପରସିବା ମାନାଯାଏ ଅଶୁଭ ,ଆଜି ହିଁ ଜାଣିନିଅନ୍ତୁ…
![](https://www.odiaexpress.in/wp-content/uploads/2019/07/three-chapati-1.png)
ବହୁତଥର ଆପଣ ଦେଖାଯାଇଥିବ କି ଯେବେ ଆପଣଙ୍କ ଘରେ ଖାଇବାପାଇଁ ପରୋସାଯାଈଥିବ ତେବେ ପରସିବାପରେ ଥାଳୀରେ ଏକାସାଙ୍ଗରେ ୩ ଟି ରୁଟି ଦେବାପାଇଁ ମନାକରାଯାଈଥିବ , କିନ୍ତୁ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ଏହି ୩ଟି ରୁଟି କଣ ଆଈଁ ପରସାଯାଏ ନାହିଁ , ଆସନ୍ତୁ ଜାଣିବା ସେହି ବିଷୟରେ ,ଯେପରି ଆପଣ ଜାଣିଛନ୍ତି ହିନ୍ଦୁ ଧର୍ମରେ ବହୁତ ଶାସ୍ତ୍ର ବିଷୟରେ କୁହାଯାଇଛି , ଯେଉଁଥିରେ ବ୍ୟକ୍ତିର ଜୀବନ ବିଷୟରେ ବହୁତ ଜିନିଷ ଶୁଭ ଓ ଅଶୁଭ ବିଷୟରେ କୁହାଯାଈଛି , ସେମିତି ଜ୍ୟୋତିଷ୍ୟ ଶାସ୍ତ୍ରରେ ବହୁତ କଥା କୁହାଯାଇଛି , ଯାହାର ଅନୁସାରେ ଯଦି ବ୍ୟକ୍ତି ନିଜ ଅଧିକାଂଶ କାମ କରେ ତେବେ ବହୁତ ଲାଭ ହୋଇପାରେ , ସେମିତି ଶାସ୍ତ୍ରରେ ଗୋଟେ ଥାଳିରେ ୩ ଟି ରୁଟି ପରସିବା ଏକ ଅଶୁଭ ଲକ୍ଷଣ ବୋଲି ମାନାଯାଏ , କାରଣ ଧର୍ମ ଗ୍ରନ୍ଥରେ ୩ ଅଙ୍କ ବିଶିଷ୍ଟ ଜିନିଷକୁ ଅଲକ୍ଷଣ ବୋଲି ମାନାଯାଏ ।
ଏତିକି ନୁହେଁ ହୋମ କିମ୍ବା ପୁଜା ପାଠରେ ୩ ଟି ବସ୍ତୁକୁ ସାମିଲ୍ କରାଯାଇନଥାଏ । ଏହି କାରଣରୁ ଥାଳୀରେ ଖାଦ୍ୟ ପରିବେଷଣ କଲା ବେଲେ ଏହି ଧର୍ମର ପାଳନ କରାଯାଏ । ଏହି କାରଣରୁ ଆପଣଙ୍କୁ କେବେ ନିଜ ଥାଳୀରେ ତିନୋଟି ରୁଟି ନେବା ଉଚିତ୍ ନୁହେଁ , ହୋଇପାରେ ଯଦି ଟିକିଏ ରୁଟି କୁ ଭାଙ୍ଗି ପରସିପାରିବେ , ଏହି ପରି କରିବା ଅଶୁଭ ମାନାହୁଏ ନାହିଁ , ଜ୍ୟୋତିଷ୍ୟଶାସ୍ତ୍ର କଥା ମାନିଲେ କେଉଁ ବ୍ୟକ୍ତିର ମୃତ୍ୟୁର ପରେ ତ୍ରୟୋଦଶୀ ସଂସ୍କାର ପୂର୍ବରୁ ବାହାରିଥିବା ଭୋଜନ ତିନୋଟି ରୁଟି ନିଆଯାଇଥାଏ , ଯାହାର କାରଣରୁ ଆପଣ କେଉଁ ବ୍ୟକ୍ତିକୁ ଏକା ସାଙ୍ଗେ ତିନୋଟି ରୁଟି ଖାଇବାକୁ ଦିଅନ୍ତି , ତେବେ ତାହା ମୃତକ ବ୍ୟକ୍ତିର ଭୋଜନ ବୋଲି ଜଣାଯାଏ ।